୨୨ରେ ଗୁଜୁରାଟରେ ପ୍ରଚାର କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଯୋଡ଼ୋ ଯାତ୍ରାରୁ ବିରତି ନେଇ ଗୁଜୁରାଟ ନିର୍ବାଚନ ପାଇଁ ପ୍ରଚାର କରିବେ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୨ ନଭେମ୍ବରରେ ଗୁଜରାଟରେ ପ୍ରଚାର…

ବଦଳାଇଦେବୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ନାଁ: କଂଗ୍ରେସ

ଅହମଦାବାଦ (ଆମ ଟିଭି): ଗୁଜୁରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ଦଳ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି । ଏହାରି ଭିତରେ କଂଗ୍ରେସ ଏବ ବଡ଼ ବୟାନ ଦେଇଛି । କଂଗ୍ରେସ ଯଦି…

ହିନ୍ଦୁସ୍ତାନ କରିଡର୍ ଦ୍ୱାରା ଓଡିଶା କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ କାର୍ୟ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର (ଆମ ଟିଭି): ଷ୍ଟାର୍ଟଅପ୍ କମ୍ପାନୀ ମାନଙ୍କୁ ଉତ୍ସାହିତ କରିବା ଏବଂ କର୍ପୋରେଟ୍ ସଂସ୍ଥା ଏବଂ ଶିଳ୍ପ ଅନୁଷ୍ଠାନ ମାନଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ହିନ୍ଦୁସ୍ତାନ କରିଡର୍…

ରାଷ୍ଟ୍ରପତିଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ: କ୍ଷମା ମାଗିଲେ ଟିଏମସି ମନ୍ତ୍ରୀ

ନନ୍ଦିଗ୍ରାମ (ଆମ ଟିଭି): ବିରୋଧ ପରେ ମାଗିଲେ କ୍ଷମା । କ୍ଷମା ମାଗିଲେ ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅଖିଳ ଗିରି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅତ୍ୟନ୍ତ…

୨୦୧୭ ପରଠାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ଦେଢ଼କୋଟି ଟଙ୍କା ଜମା ହୋଇଛି

ଭୁବନେଶ୍ୱର (ଆମ ଟିଭି): ସବୁଠି ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା । ଇଡି ଏହି ମାମଲାର ତଦନ୍ତ କରିବା ଠାରୁ ସମସ୍ତେ ଥର ହର ହେଉଛନ୍ତି । ୨୦୧୭ ପରଠାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ…

ବିବାହ ବନ୍ଧନରେ ବାନ୍ଧିହେବେ ରିଆ

ଭୁବନେଶ୍ୱର(ଆମ ଟିଭି): ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଓଲିଉଡର ନାୟିକା ରିଆ ଦେଇ । ସୁନିଲ କୁମାର ଦଲାଇଙ୍କୁ ବିବାହ କରିବାକୁ ଯାଉଛନ୍ତି। ବୁଧବାର ନାୟିକା ଦୁହିଁଙ୍କର ନିର୍ବନ୍ଧ…

ବିବାହ ବନ୍ଧନରେ ବାନ୍ଧିହେବେ ଲିପ୍ସା

ଭୁବନେଶ୍ୱର(ଆମ ଟିଭି): ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଓଲିଉଡର ନାୟିକା। ଓଲିଉଡ ନାୟିକା ଲିପ୍ସା ମିଶ୍ର ଆକାଶ ଆଚାର୍ୟ୍ୟଙ୍କୁ ବିବାହ କରିବେ । ବୁଧବାର ନାୟିକା ଙ୍କର ନିର୍ବନ୍ଧ…

ଡିସେମ୍ବରରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ (ଆମ ଟିଭି): ଡିସେମ୍ବରରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ । ଶୀତକାଳୀନ ଅଧିବେଶନ ପୁରୁଣା ସଂସଦ ଭବନରେ ହେବାର ସମ୍ଭାବନା ଅଧିକ । ସୂତ୍ର ଅନୁସାରେ, ସଂସଦୀୟ ମାମଲାର…

ରାଷ୍ଟ୍ରପତିଙ୍କୁ ଅପମାନ କଲେ ଟିଏମସି ନେତା!

ନୂଆଦିଲ୍ଲୀ (ଆମ ଟିଭି): ପୁଣି ସୀମା ଲଂଘିଲେ ଟିଏମସି ନେତା । ରାଷ୍ଟ୍ରପତିଙ୍କୁ ପୁଣି କଲେ ଅପମାନ । ପଶ୍ଚିମବଙ୍ଗ ମମତା ସରକରାରେ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ…

ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ହାଇଦ୍ରାବାଦ (ଆମ ଟିଭି): ମିଶନ ସାଉଥ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୪ଟି ଦକ୍ଷିଣ ଭାରତୀୟ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…