ଭିଏଲସି ପ୍ଲେୟାର ଉପରୁ ହଠିଲା ବ୍ୟାନ୍: ଭାରତରେ କରିହେବ ଡାଉନଲୋଡ

ନୂଆଦିଲ୍ଲୀ (ଆମ ଟିଭି): ଭିଏଲସି ପ୍ଲେୟାର ଉପରୁ ହଟିଲା ବ୍ୟାନ୍ । ଲୋକପ୍ରିୟ ମିଡିଆ ପ୍ଲେଇଙ୍ଗ ସଫ୍ଟୱେର ଭିଏଲସି ମିଡିଆ ପ୍ଲେୟର ଉପରେ କେନ୍ଦ୍ର ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇ…

ଟ୍ୱିଟର, ଫେସବୁକ ପରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ (ଆମ ଟିଭି): ଟ୍ୱିଟର୍, ମେଟା ପରେ ଏବେ ଆମାଜନ ପାଳି। ଏବେ ଆମାଜନ ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଯୋଜନା କରିଛି। ପାଖାପାଖି ୧୦,୦୦୦…

ଶିଶୁ ଦିବସରେ ଚଳଚ୍ଚିତ୍ର “ଦମନ” ଦେଖିଲେ KIIS ଶିକ୍ଷା ନିକେତନ ଛାତ୍ରଛାତ୍ରୀ 

ଭୁବନେଶ୍ବର (ଆମ ଟିଭି): ଆଜି କଟକର ବୃନ୍ଦାବନ ହଲ୍ ରେ ଶିଶୁ ଦିବସ ଅଵସରରେ ଦମନ୍‌ ଟିମ୍ ସହ ଫିଲ୍ମ "ଦମନ" ଦେଖିଲେ KIIS ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନେ l ନାୟିକା ନାହିଁ, ଖଳନାୟକ ବି…

ଦ୍ୱାଦଶ ଦିନରେ ଓଡ଼ିଶାରେ ଭାରତ ଯୋଡ଼ ଯାତ୍ରା

ଭୁବନେଶ୍ୱର (ଆମ ଟିଭି): ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସକାଳେ ଯଶିପୁର ଠାରୁ “ଭାରତ ଯୋଡ଼ – ଓଡ଼ିଶା”ର ଦ୍ୱାଦଶ ଦିନର ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାକୁ…

ଚିଟଫଣ୍ଡ ଭଳି ନ ହେଉ ଅର୍ଚ୍ଚନା ନାଗ ପ୍ରସଙ୍ଗ: ନରସିଂହ ମିଶ୍ର

ଭୁବନେଶ୍ୱର (ଆମ ଟିଭି): ସବୁଠି ଏବେ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା । ଏହାରି ଭିତରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ…

ରାଷ୍ଟ୍ରପତିଙ୍କୁ ଅପମାନ ପ୍ରସଙ୍ଗ: କ୍ଷମା ମାଗିଲେ ମମତା ବାନାର୍ଜୀ

କୋଲକାତା (ଆମ ଟିଭି): ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କୁ ଅପମାନ । କ୍ଷମା ମାଗିଲେ ମମତା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିଜ ମନ୍ତ୍ରୀ ଅଶାଳୀନ ଟିପ୍ପଣୀ ଦେବା ନେଇ କ୍ଷମା…

ପଦ୍ମପୁର ଉପନିର୍ବାଚନ: ବିଜେପି ନେତାଙ୍କ ବୋହୂ ବିଜେଡି ପ୍ରାର୍ଥୀ

ପଦ୍ମପୁର (ଆମ ଟିଭି): ବହୁ କସରତ, ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବିଜେଡି ଘୋଷଣା କଲା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ । ବିଜେପି ନେତାଙ୍କ ବୋହୂ ହେଲେ ବିଜେଡି ପ୍ରାର୍ଥୀ। ପଦ୍ମପୁର…

ଉତ୍ତରାଖଣ୍ଡରେ କମିଶନ ବିନା କିଛି କାମ ହୁଏନି: ତିରଥ ସିଂ

ଡେରାଡୁନ (ଆମ ଟିଭି): ଉତ୍ତରାଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆମ ରାଜ୍ୟରେ କମିଶନ ବିନା କୌଣସି କାମ ହୁଏନି। ଉତ୍ତରପ୍ରଦେଶରୁ ଅଲଗା ହେବା ପରେ ଆମେ…

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର (ଆମ ଟିଭି): ସରଗରମ ହେଉଛି ପଦ୍ମପୁର ଉପନିର୍ବାଚନ ତାତି । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। କେନ୍ଦ୍ରମନ୍ତ୍ରୀ…

ପଦ୍ମପୁର ଉପନିର୍ବାଚନ: ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ପଦ୍ମପୁର (ଆମ ଟିଭି): ପଦ୍ମପୁର ଉପନିର୍ବାଚନ ତାରିଖ ଯେତେ ପାଖେଇ ଅସୁଛି, ଉପନିର୍ବାଚନ ମାହୋଲ ସେତେ ସରଗରମ ହେବାରେ ଲାଗିଛି । ଏହାରି ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ…