ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ

ବାଲେଶ୍ୱର : ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାର ରହସ୍ୟ ଖୋଲିବାକୁ ଜୋରଦାର ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ STF । ତଦନ୍ତ ଆରମ୍ଭ ସମୟରେ DGP ଇନଚାର୍ଜ…

ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର

ଭୁବନେଶ୍ବର : ଭୁବନେଶ୍ବରରେ ପହଁଞ୍ଚିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ସମୟରେ ଦୀର୍ଘଦିନର ମହାନଦୀ ଜଳ ବିବାଦ ସମାଧାନ…

ଓଡ଼ିଶାରେ ଇଲେକ୍ଟ୍ରିକ୍ ଗାଡ଼ିର ନୂଆ ଯୁଗ: ଏମ୍ପ୍ରିଓ ହ୍ଵିଲ୍ସ ପକ୍ଷରୁ ‘ଏମଜି ହେକ୍ଟର୍ ଟୋମାହକ୍ ଇଭି’ର…

ପରିବେଶ ଅନୁକୂଳ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଯାନବାହନ କ୍ଷେତ୍ରରେ ଓଡ଼ିଶା ଏବେ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟର ପ୍ରମୁଖ ଅଟୋମୋବାଇଲ୍ ଡିଲରସିପ୍ 'ଏମ୍ପ୍ରିଓ…

ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦିଗ୍ରାମ କଂଗ୍ରେସ ପ୍ରାର୍ଥୀ ଗରିଫ, ଅକଳରେ ମମତା!

ଆସନ୍ତା ଅକ୍‌ଟୋବର ୬ ତାରିଖରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ମିଲନ ପ୍ରଧାନଙ୍କୁ ପଶ୍ଚିମବଙ୍ଗ…

ଟ୍ରେନିଂ ବେଳେ ଆକାଶରେ ବଡ଼ ଦୁର୍ଘଟଣା ! କ୍ରାସ୍ ହେଲା F-16 ଫାଇଟର ଜେଟ୍

ଆମେରିକା: ଆମେରିକାର ମିଶିଗାନରେ ଟ୍ରେନିଂ ସମୟରେ ଆମେରିକୀୟ ବାୟୁସେନାର F-16 ଫାଇଟର ଜେଟ୍ କ୍ରାସ୍ ହୋଇଛି । ଗୁରୁବାର ଗ୍ରାଣ୍ଡ ଟ୍ରାଭର୍ସ କାଉଣ୍ଟିର ଏକ ଗ୍ରାମାଞ୍ଚଳରେ ଏହି ଦୁର୍ଘଟଣା…

ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ ସମ୍ଭାବନା । ଓଡ଼ିଶାମୁହାଁ ହୋଇପାରେ ସିଷ୍ଟମ । ଉତ୍ତର ଥାଇଲ୍ୟାଣ୍ଡ…

ଆଜି ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଆଜି ଆୟୋଜିତ ହେବାକୁ ଥିବା ୨୦ତମ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ନୂତନ ଭାବେ…

ଆଜି ଏସିଆନ୍ ଗେମ୍ସ ଉଦ୍‌ଘାଟନୀ : ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ

ନାଗୋୟା: ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୋ ଷ୍ଟାଡିୟମ୍‌ରେ ଆଜି ୨୦୨୬ ଏସିଆନ୍ ଗେମ୍ସର ଭବ୍ୟ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଦୁଇଥରର ଅଲିମ୍ପିକ୍…

୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ: ଟ୍ରମ୍ପଙ୍କୁ ଦେଲା କଡ଼ା ବାର୍ତ୍ତା

ନୂଆଦିଲ୍ଲୀ: ଭାରତ ସରକାର ରୁଷ ଏବଂ ଇରାନ ଉପରେ ନୂତନ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା କଂଗ୍ରେସରେ ଆଇନ ଗୃହୀତ ହେବା ଉପରେ ଧ୍ୟାନ ଦେଇଛନ୍ତି। ଭାରତ କହିଛି ଯେ, ଏହି ଘଟଣାକ୍ରମ ଉପରେ…

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମଦିନ, ବିଜେପି ପକ୍ଷରୁ ସେବା ପ୍ରକଳ୍ପ ଅଭିଯାନ ଆୟୋଜନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଦୃଢ଼ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନରେନ୍ଦ୍ର ମୋଦ ନିଜ ଜୀବନର ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ‘ସବକା…