Browsing Category
Entertainment
ଫିଲ୍ମ ଆଦିପୁରୁଷ ବହୁ ବିବାଦ ପରେ ନିର୍ଦ୍ଦେଶକ ନେଇଛନ୍ତି ଏମିତି ନିଷ୍ପତ୍ତି
ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପ୍କମିଂ ଫିଲ୍ମ ଆଦିପୁରୁଷକୁ ନେଇ ତୁଟୁନି ବିବାଦ। ଏହା ଉଗ୍ର ରୂପ ନେବାପରେ ଏବେ ଫିଲ୍ମର ରିଲିଜ ଡେଟକୁ ୬ ମାସ ପାଇଁ ପଛକୁ ଘୁଞ୍ଚାଇ ଦେଇଛନ୍ତି…
ଓଡିଆ ଚଳଚ୍ଚିତ୍ର “ଦମନ” କୁ ଲିକ୍ କରିବା ନେ଼ଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ବର(ଆମ ଟିଭି): ଓଡିଆ ମୌଳିକ କାହାଣୀ କୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର "ଦମନ" କୁ ଦେଖିବାକୁ ସବୁ ପ୍ରେକ୍ଷାଳୟରେ ଭିଡ ପରିଲକ୍ଷିତ ହୋଇଛି। ବହୁଦିନ ପରେ ଅଭିନେତା ବାବୁଶାନ…
ପରଲୋକରେ ଗୀତିକାର ନିମାଇଁ ମହାନ୍ତି
ବାରିପଦା (ଆମ ଟିଭି): ବର୍ତ୍ତମାନ ସମୟରେ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ଆଉ ନାହାନ୍ତି ଗୀତିକାର ନିମାଇଁ ମହାନ୍ତି । “ଚନ୍ଦ୍ରମା ଆଗୋ ଚନ୍ଦ୍ରମା/ତୁମେ ମେଘ ତଳେ ଲୁଚି ଯାଅନାଟ୍ଟ”ର…
ଓଡିଆ ଚଳଚ୍ଚିତ୍ର “ଦମନ” କୁ ଦେଖିବାକୁ ଆଶାତୀତ ଭିଡ
ଭୁବନେଶ୍ୱର(ଆମ ଟିଭି): ଓଡିଆ ମୈ।ଳିକ କାହାଣୀ କୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର "ଦମନ" କୁ ଦେଖିବାକୁ ଆଜି ସବୁ ପ୍ରେକ୍ଷାଳୟରେ ଭିଡ ପରିଲକ୍ଷିତ ହୋଇଥିଲା।ବହୁଦିନ ପରେ ଅଭିନେତା…
ଓଡିଆ ସିନେମା ବଞ୍ଚାଅ ଅଭିଯାନ ରେ ଆସ ଦେଖିଯିବା “ଦମନ” ଆହ୍ବାନ
ଭୁବନେଶ୍ୱର(ଆମ ଟିଭି) : ଓଡିଆ ସିନେମା ବଞ୍ଚାଅ ଅଭିଯାନ ର ଆଜି ୧୫ତମ ଦିନରେ ପହଞ୍ଚିଲା।ଆଜି ର ମୁବ୍ଦା ଥିଲା ମୈ।ଳିକ କାହାଣୀ କୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର "ଦମନ" କୁ ସବୁ…
ଶାଶୁ ଘର ଚାବି ଫେରାଇଲେ ବର୍ଷା
ଭୁବନେଶ୍ୱର (ଆମ ଟିଭି): ପୁଣି ଚର୍ଚ୍ଚାରେ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ବର୍ତ୍ତମାନ ସମୟର ଖବର ଅନୁଯାୟୀ, ଅନୁଭବଙ୍କୁ ତାଙ୍କ ପୈତୃକ ଘର ଚାବି ଫେରାଇଲେ ପତ୍ନୀ ବର୍ଷା…
ନିର୍ବାଚନ ପ୍ରଚାର କରୁଛନ୍ତି, ହେଲେ କୋର୍ଟକୁ ଆସୁନାହାନ୍ତି: ଅନୁଭବ ମହାନ୍ତି
ଭୁବନେଶ୍ୱର (ଆମ ଟିଭି): ଧାମନଗରରେ ବିଜେଡି ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରଚାର କରିବା ପରେ ମୁହଁ ଖୋଲିଲେ ସାଂସଦ ଅନୁଭବ ମହାନ୍ତି । କଟକ ପରିବାର ଅଦାଲତରେ ସାଂସଦ ଅନୁଭବ…
ମିସ୍ ମିଷ୍ଟର ଚାରର୍ମିଂ ଫେସ୍ ୨୦୨୨ରେ ବାଜି ମାରିଲେ ୪ ଓଡ଼ିଆ ପୁଅ ଝିଅ
ଭୁବନେଶ୍ୱର (ଆମ ଟିଭି): ଗୋଆ ରେ ଅନୁଷ୍ଠିତ ହୋଇଥିବା ମିସ୍ ମିଷ୍ଟର ଚାରର୍ମିଂ ଫେସ୍ 2022 ଅକ୍ଟୋବର 30 ରେ ହୋଇଥିଲା କୋଣ ଅନୁକୋଣ ରୁ ପିଲା ମାନେ ଭାଗ ନେଇଥିଲେ । ସେଇ ପରି ଭାବେ କିଛି…
ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ
ଭୁବନେଶ୍ୱର (ଆମ ଟିଭି): ଓଡିଆ ଦର୍ଶକଙ୍କୁ ପୁଣି ଗୋଟିଏ ସିନେମା ଭେଟି ଦେଉଛି ଜୀ ସାର୍ଥକ । ଆସନ୍ତା ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ସିନେମା ‘ପାରି କରିବେ ଭୋଳା ଶଙ୍କର’ ।…
ଅଭିନେତା ଟାଇଗରଙ୍କ ଭାଙ୍ଗିଲା ଗୋଡ଼
ମୁମ୍ବାଇ: ବଲିଉଡ ଅଭିନେତା ତଥା ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫ ଆହତ। ଏକ ଆକ୍ସନ ସିନ୍ର ଶୁଟିଂ କରିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ଫ୍ଲାଇଂ କିକ୍ ମାରିବା ବେଳେ ତାଙ୍କ ଗୋଡ ଭାଙ୍ଗି…