Browsing Category

National

ଓଡ଼ିଶା ଗସ୍ତରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ କଂଗ୍ରେସ ପ୍ରଭାରୀ । ରାଜ୍ୟ କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେଲା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଅଜୟ କୁମାର । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା…

ବାଂଲାଦେଶରେ ଟ୍ରେନରେ ନିଆଁ ଲାଗି ୫ଯାତ୍ରୀ ମୃତ

ନୂଆଦିଲ୍ଲୀ: ବାଂଲାଦେଶରେ ବଢୁଛି ହିଂସା । ବାଂଲାଦେଶରେ ଟ୍ରେନରେ ନିଆଁ ଲାଗି ୫ଯାତ୍ରୀ ମୃତ । ଶୁକ୍ରବାର ରାତିରେ ବାଂଲାଦେଶର ବେନାପୋଲ ଏକ୍ସପ୍ରେସରେ ନିଆଁ ଲାଗି ଅଘଟଣ ଘଟିଛି ।…

ପୁଣି ପ୍ରଧାନମନ୍ତ୍ରୀ କରିବେ ପରୀକ୍ଷା ପେ’ ଚର୍ଚ୍ଚା

ନୂଆଦିଲ୍ଲୀ: ପୁଣି ପ୍ରଧାନମନ୍ତ୍ରୀ କରିବେ ପରୀକ୍ଷା ପେ’ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ପାଇଁ ବହୁଚର୍ଚ୍ଚିତ କାର୍ୟ୍ୟକ୍ରମ ‘ପରୀକ୍ଷା ପେ…

ଗିରଫ ହେଲେ ଟିଏମସି ନେତା ଶଙ୍କର ଆଧ୍ୟା

ନୂଆଦିଲ୍ଲୀ: ଗିରଫ ହେଲେ ଟିଏମସି ନେତା ଶଙ୍କର ଆଧ୍ୟା । ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ରାଶନ ଘୋଟାଲା ମାମଲାରେ ଇଡି ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତା ତଥା ପୂର୍ବତନ ବେନଗାଁବ ପୌରପାଳିକାର…

ସୂର୍ୟ୍ୟ କକ୍ଷପଥରେ ପ୍ରବେଶ କରିବ ଭାରତର ପ୍ରଥମ ସୌରଯାନ

ନୂଆଦିଲ୍ଲୀ: ଇସ୍ରୋ ରଚିବାକୁ ଯାଉଛି ଆଉ ଏକ ଇତିହାସ । ଚନ୍ଦ୍ରଯାନ-୩ର ସଫଳତା ପରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ୟ୍ୟ କକ୍ଷପଥରେ ପ୍ରବେଶ କରିବ ଭାରତର ପ୍ରଥମ ସୌରଯାନ ।…

ପୁରୁଷ ଟି୨୦ ବିଶ୍ବକପ୍: ଜୁନ୍୯ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି, ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ । ଆଇସିସି ପୁରୁଷ ଟି୨୦ ବିଶ୍ବକପର ନବମ ସଂସ୍କରଣ ଆସନ୍ତା ଜୁନ୍ ୧ରୁ ୨୯ ପର୍ୟ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ…

ପରଲୋକରେ ବିଜେପି ବିଧାୟକ ମାନଭେନ୍ଦ୍ର ସିଂ

ଲକ୍ଷ୍ନୌ: ପରଲୋକରେ ବିଜେପି ବିଧାୟକ । ଉତ୍ତରପ୍ରଦେଶର ଦାଦ୍ରାଉଲ ଅଞ୍ଚଳର ବିଧାୟକ ମାନଭେନ୍ଦ୍ର ସିଂଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମାନଭେନ୍ଦ୍ର ସିଂ ଶାହାଜାହାନପୁରର ଦାଦ୍ରାଉଲ ବିଧାନସଭା…

ନିର୍ବାଚନ ଲଢିବେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର!

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପ୍ରଶାନ୍ତ କିଶୋର । ନିର୍ବାଚନୀ ରଣନୀତିଜ୍ଞ ଏବଂ ଜନସୁରଜର ସଂଯୋଜକ ପ୍ରଶାନ୍ତ କିଶୋର ନିର୍ବାଚନ ଲଢିବେ। ୨୦୨୫ରେ ସେ ବିହାର ବିଧାନସଭା ନିର୍ବାଚନରେ…

କଂଗ୍ରେସ ବିଧାୟକଙ୍କ ଘରୁ ୫ କୋଟି ଜବତ

ନୂଆଦିଲ୍ଲୀ: ହରିୟାଣାର ଜଣେ କଂଗ୍ରେସ ବିଧାୟକ ତଥା ପୂର୍ବତନ ବିଧାୟକଙ୍କ ବାସଭବନରେ ରେଡ୍ କରି ବିପୁଳ ପରିମାଣର ଟଙ୍କା, ମଦ ଏବଂ ବନ୍ଧୁକ ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଚଢ଼ାଉ…

ଦେଶରେ ବଢୁଛି କରୋନା: ୨୪ ଘଣ୍ଟାରେ ୭୬୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଥଣ୍ଡା ସହ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ସାଧାରଣ ଲୋକଙ୍କ ମନରେ ଏକ ପ୍ରକାର ଭୟ ସଂଚାରିତ କରୁଛି। ଅତି କମ୍ ଦିନର ସମୟ ମଧ୍ୟରେ ଜେଏନ୍-୧ ମାମଲା ୫୦୦ରୁ…