Browsing Category

National

ଜେଡିୟୁର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲନ୍ ସିଂ

ନୂଆଦିଲ୍ଲୀ: ବିହାରରୁ ଏକ ବଡ ଖବର ଆସି ପହଁଚୁଛି। ସଂଯୁକ୍ତ ଜନତା ଦଳ ବା ଜେଡିୟୁର ଅଧ୍ୟକ୍ଷ ପଦରୁ ଲଲନ୍ ସିଂ ଇସ୍ତଫା ଦେଇଛନ୍ତି । ପାର୍ଟି ତରଫରୁ ଲଲନ୍ ସିଂଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି…

ଚୀନ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ। ପାକିସ୍ତାନରେ ରହୁଥିବା ଚୀନର ଅଧିକାରୀଙ୍କୁ ବେଲୁଚିସ୍ତାନ ଲିବରେଶନ ଆର୍ମି ଏକ ଭିଡିଓ ଜାରି କରି ଧମକ ଦେଇଛି । ଏହି ଭିଡିଓରେ ଚୀନ…

ପାକିସ୍ତାନରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଲେ ପାକିସ୍ତାନ ସରକାର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପାକିସ୍ତାନ ସରକାର। ପାକିସ୍ତାନ ସରକାର ନୂଆ ବର୍ଷ ପାଳନକୁ ନିଷିଦ୍ଧ କରିଛନ୍ତି । ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲେଷ୍ଟାଇନର…

ଆଦିମ ଆଦିବାସୀ ମାନଙ୍କୁ ପକ୍କାଘର ଦେବେ ମୋଦି ସରକାର

ଭୁବନେଶ୍ୱର: ଆଦିମ ଆଦିବାସୀ ମାନଙ୍କୁ ପକ୍କାଘର ଦେବେ ମୋଦି ସରକାର । ଏବେ ବି ଅନେକ ଆଦିମ ଜନଜାତି ପଛୁଆ ଅଛନ୍ତି । ଗମନାଗମନ, ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ସେମାନଙ୍କ ନିକଟରେ…

କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ନୂଆଦିଲ୍ଲୀ: କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶ୍ରୀମଦ ଭଗବତ୍ ଗୀତାର ଏକ ଶ୍ଳୋକ ତ୍ରୁଟିପୂର୍ଣ୍ଣ ଅନୁବାଦକୁ ନେଇ…

ଅଯୋଧ୍ୟା ରାମ ମନ୍ଦିରର ଗର୍ଭ ଗୃହରେ ରହିବେନି ମା ସୀତା

ନୂଆଦିଲ୍ଲୀ (ଆମ ଟିଭି): ଅଯୋଧ୍ୟା ରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିର ପାଇଁ ପ୍ରସ୍ତୁତି ଜୋରସୋର ରେ ଆଗେଇ ଚାଲିଛି । ଆଉ ମାତ୍ର କେଇ ଦିନ, ଅଯୋଧ୍ୟାରେ ହେବ ଭବ୍ୟ ଶ୍ରୀରାମ ମନ୍ଦିର…

ନିଲାମ ହେବ ଦାଉଦର ସମ୍ପତ୍ତିି

ନୂଆଦିଲ୍ଲୀ (ଆମ ଟିଭି): ଦାଉଦ କୁ ନେଇ ପୁଣି ଏକ ବଡ ଖବର ଆସି ପହଞ୍ଚିଛି । ନିଲାମ ହେବ ଦାଉଦର ସମ୍ପତ୍ତିି । ମହାରାଷ୍ଟ୍ର ରତ୍ନଗିରିରେ ଥିବା ଦାଉଦର ସମ୍ପତିକୁ ଜାନୁଆରୀ ୫ରେ ନିଲାମ କରାଯିବ…

ପୁଣି ବଢ଼ିଲା ଡୋନାଲଡ ଟ୍ରମ୍ପଙ୍କ ଅଡୁଆ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବଢ଼ିଲା ଡୋନାଲଡ ଟ୍ରମ୍ପଙ୍କ ଅଡୁଆ । ଟ୍ରମ୍ପଙ୍କ ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥିତ୍ବ ଉପରେ ରୋକ୍ ଲଗାଇଛି ଆମେରିକାର ମାଇନେ ସିନେଟ । ଜାନୁଆରୀ ୨୦୨୧…

ନୂଆବର୍ଷ ପୂର୍ବରୁ କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ (ଆମ ଟିଭି): ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ମିଳିପାରେ ଖୁସି ଖବର । କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ…

କତାରରେ ୮ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ ଟଳିଲା

ନୂଆଦିଲ୍ଲୀ: କତାରରେ ୮ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଆଶ୍ୱସ୍ତି ମିଳିଛି । କତାର ସରକାର ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଭାରତ ସରକାରଙ୍କ ଆବେଦନ…