Browsing Category
National
ମହଙ୍ଗା ପଡିଲା ଟଙ୍କା ନେଇ ପ୍ରଶ୍ନ ପଚାରିବା, ରଦ୍ଦ ହେଲା ସାଂସଦ ପଦ
ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସାଂସଦ ପଦ ରଦ୍ଦ ହୋଇଛି । ପଦ ରଦ୍ଦ ହେବା ପରେ ମହ୍ରୁଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି, ଏହି…
ବିନା ଟ୍ରାଏଲରେ କୌଣସି ଅଭିଯୁକ୍ତଙ୍କୁ ଦୀର୍ଘଦିନ ଧରି ଜେଲରେ ରଖାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମଦ କମ୍ପାନୀ ପେରନୋଡ…
ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଡୁହୋମା
ନୂଆଦିଲ୍ଲୀ (ଆମ ଟିଭି): ମିଜୋରାମ କୁ ମିଳିଲା ନୂଆ ମୂଖ୍ୟମନ୍ତ୍ରୀ । ଜେଡପିଏମ ନେତା ଲାଲଡୁହୋମା ଶୁକ୍ରବାର ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ହରି ବାବୁ…
ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ RBI କଲା ବଡ ଘୋଷଣା
ନୂଆଦିଲ୍ଲୀ: ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)।…
ପିଆଜ ଦରରେ ଲାଗିବ ବ୍ରେକ , କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା ପିଆଜର ଦରକୁ ନିୟନ୍ତ୍ରଣ କରିବା ପାଇଁ ରପ୍ତାନି ଉପରେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ପ୍ରକାଶ ପାଇଥିବା ବିଜ୍ଞପ୍ତିରେ…
ମୋଦିଙ୍କୁ ନେଇ କାହିଁକି ଏମିତି କହିଲେ ଋଷ ରାଷ୍ଟ୍ରପତି
ପୁଣି ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତା ଏବଂ ତାଙ୍କ କଠୋର ଆଭିମୁଖ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ରୁଷୀୟ…
ମେଡ଼ିକାଲରେ ଭର୍ତ୍ତି ହେଲେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ: ଏରାବଲ୍ଲୀସ୍ଥିତ ଫାର୍ମହାଉସ୍ରେ ପଡ଼ିଯିବାରୁ ଗୁରୁବାର ରାତିରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା…
୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କଲା ବିଜେପି
ନୂଆଦିଲ୍ଲୀ (ଆମ ଟିଭି): ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କଲା ବିଜେପି। ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତି ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି…
ଲଗାତାର ୫ମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI
ନୂଆଦିଲ୍ଲୀ(ଆମ ଟିଭି): ଲଗାତାର ୫ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ୬.୫%ରେ ରେପୋ ରେଟ ଅପରିବର୍ତ୍ତିତ ରହିଥିବା ନେଇ ଶୁକ୍ରବାର ଆଇବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା…
ମଦ ଟଙ୍କା ଗଣି ଗଣି ମେସିନ୍ ବି ହାଲିଆ
ଭୁବନେଶ୍ୱର (ଆମ ଟିଭି): ୩ ଦିନ ବିତିଗଲାଣି, ଯେତେ ଗଣିଲେ ବି ସରୁନାହିଁ । ତୃତୀୟ ଦିନରେ ଚାଲିଛି ଟଙ୍କା ଗଣା । ଟଙ୍କା ଗଣି ଗଣି ବ୍ୟାଙ୍କ ଓ ଆଇଟି ଅଧିକାରୀ ହାଲିଆ । ଝାଡ଼ଖଣ୍ଡ କଂଗ୍ରେସ…