Browsing Category
National
ଗାଜା ଡାକ୍ତରଖାନା ଉପରେ ଆକ୍ରମଣ: ଦୁଃଖ ପ୍ରକାଶ କଲେ ମୋଦୀ
ନୂଆଦିଲ୍ଲୀ: ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ମଙ୍ଗଳବାର ଗାଜାର ଅଲ-ଅହଲି ହସ୍ପିଟାଲରେ ହୋଇଥିବା ଏୟାର…
ଗାଜାରେ ହୋଇଥିବା ଏୟାର ଷ୍ଟ୍ରାଇକ ପାଇଁ ଦୁଃଖ ପ୍ରକାଶ କଲେ ମେହେବୁବା
ନୂଆଦିଲ୍ଲୀ: ଇସ୍ରାଏଲ୍ ହାମାସ୍ ଯୁଦ୍ଧ ମଧ୍ୟରେ ଗାଜା ଅଞ୍ଚଳର ଅଲ-ଅହଲି ହସ୍ପିଟାଲରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ୫୦୦ ଜଣଙ୍କ ମୃତ୍ୟୁକୁ ନେଇ ପିଡିପି ମୁଖ୍ୟ ଜାମ୍ମୁ କାଶ୍ମୀରର…
ପୁଣି ଆଦାନୀ ଉପରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ଗ୍ରୁପ୍ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି । କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ: ମଡେଲ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ୨୦୧୪ ରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।…
ହମାସ-ଇସ୍ରାଏଲ ଯୁଦ୍ଧ: ହମାସର ମୁଖ୍ୟାଳୟ ଧ୍ୱଂସ
ନୂଆଦିଲ୍ଲୀ(ଆମ ଟିଭି): ଦିନ ଯେତିକି ଗଡ଼ୁଛି, ସେତେ ଭୟଙ୍କର ହେଉଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ । ୧୨ ଦିନରେ ପହଞ୍ଚିଲାଣି ଦୁଇ ଦେଶ ମଧ୍ୟରେ ସଂଘର୍ଷ। ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଉତ୍ତର…
ଗାଜାର ଡାକ୍ତରଖାନା ଉପରେ ରକେଟ୍ ମାଡ: ୫୦୦ରୁ ଅଧିକ ମୃତ
ନୂଆଦିଲ୍ଲୀ(ଆମ ଟିଭି): ୧୦ ଦିନରୁ ଉଦ୍ଦ୍ୱର୍ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଆକ୍ରମଣ ଏତେ ଭୟଙ୍କର ହେଉଛି ଯେ, ଏହାରି ଭିତରେ ମୃତ୍ୟୁ ସଂଖ୍ୟା ୪ହଜାର ଟପି ସାରିଲାଣି…
ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ୍ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ(ଆମ ଟିଭି): ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦିପାବଳୀ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାର ଏକ ବଡ ଉପହାର ଦେଇଛନ୍ତି । ସରକାର ମଙ୍ଗଳବାର ଦିନ ଦିପାବଳୀ…
ମିଜୋରାମ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ନାମଗୁଡିକ…
ଆଜି ଇସ୍ରାଏଲ ଗସ୍ତରେ ଯିବେ ଜୋ ବାଇଡେନ୍
ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଆଜି ଯୁଦ୍ଧଭୂମି ମୁହାଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।…
ଅପରେସନ ଅଜୟ ଦ୍ୱାରା ଭାରତକୁ ଫେରିଲେ ୨୮୬ ଜଣ ଭାରତୀୟ
ନୂଆଦିଲ୍ଲୀ: ପାଲେଷ୍ଟାଇନର ଚରମପନ୍ଥୀ ସଂଗଠନ ହମାସର ଭୟଙ୍କର ଆକ୍ରମଣ ପରେ ୨୮୬ଜଣ ସାଧାରଣ ନାଗରିକଙ୍କୁ ଇସ୍ରାଏଲର ଯୁଦ୍ଧ ପରିବେଶରୁ ବାହାର କରି ଭାରତ ସରକାରଙ୍କ ‘ଅପରେଶନ ଅଜୟ’ ଅଧୀନରେ…