Browsing Category
Politics
ସୁଭଦ୍ରା ଭଉଣୀ ହେବେ ଉଦ୍ୟୋଗୀ, ରାଜ୍ୟ ସରକାର ନେବେ ପଦକ୍ଷେପ
ଭୁବନେଶ୍ୱର(ଆମ ଟିଭି): ସୁଭଦ୍ରା ଭଉଣୀ ହେବେ ଉଦ୍ୟୋଗୀ। ରାଜ୍ୟ ସରକାର ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବେ। ଏହାକୁ ନେଇ ରାଜ୍ୟ ସରକାର ମତ ଲୋଡ଼ିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…
ଆତଙ୍କୀ ନିପାତରେ ଭାରତକୁ ସହାୟତା କରିବ ଆମେରିକା: ତୁଳସୀ ଗବାର୍ଡ
ନୂଆଦିଲ୍ଲୀ(ଆମ ଟିଭି): ଆତଙ୍କବାଦୀଙ୍କୁ ନିପାତରେ କରିକାରେ ଭାରତକୁ ସବୁ ପ୍ରକାର ସହାୟତା କରିବ ଆମେରିକା। ପହଲଗାଓଁ ଆକ୍ରମଣରେ ଜଡିତ ଆତଙ୍କୀଙ୍କୁ ଚିହ୍ନଟ, ଠାବ ଓ ନିପାତରେ ସହାୟତା…
ପହଲଗାମ ଆଟାକ୍ ପରେ ବଡ଼ ଏକନାଉଣ୍ଟର, ଶହୀଦ ହେଲେ ଜଣେ ଭାରତୀୟ ଯବାନ
ନୂଆଦିଲ୍ଲୀ (ଆମ ଟିଭି): ପହଲଗାମରେ ଆତଙ୍କବାଦୀ ଆକ୍ରମଣପରେ, ଗୁରୁବାର ସକାଳେ ଜମ୍ମୁ ଏବଂ କଶ୍ମୀରର ଉଧମପୁର ଜିଲାର ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ…
କରାଚୀ ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷା କରିବ ପାକିସ୍ତାନ; ଭାରତର ତୀକ୍ଷ୍ଣ ନଜର
ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନ ୨୪ ଓ ୨୫ ତାରିଖରେ କରାଚୀ ଉପକୂଳରେ ନିଜର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ମଧ୍ୟରେ ଏକ ଭୁପୃଷ୍ଠରୁ ଭୁପୃଷ୍ଠ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ…
ବିହାରରେ ଆତଙ୍କବାଦୀଙ୍କୁ ମୋଦୀଙ୍କ ଚରମବାଣୀ, “ମାଟି ତଳୁ ଖୋଜି ବାହାର କରିବୁ, ଅକଳ୍ପନୀୟ ଦଣ୍ଡ…
ପାଟନା (ଆମ ଟିଭି): ପଞ୍ଚାୟତରାଜ ଦିବସ ଅବସରରେ ବିହାରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପହଲଗାମରେ ଆତଙ୍କବାଦୀମାନେ ଯେଉଁ ନିରୀହ ନାଗରିକଙ୍କୁ ନିର୍ମମ…
‘ମୁଁ ଆକ୍ରମଣ ଯୋଜନା କରି ନାହିଁ’: ଭାରତର କାର୍ଯ୍ୟାନୁଷ୍ଠାନ ପରେ ଭୟରେ ଭିଡ଼ିଓ ଜାରି କଲା ପହଲଗାମ ମାଷ୍ଟରମାଇଣ୍ଡ
ନୂଆଦିଲ୍ଲୀ (ଆମ ଟିଭି): ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏହାର ପ୍ରଭାବ ବର୍ତ୍ତମାନ ଦୃଶ୍ୟମାନ ହେଉଛି। ଜାମ୍ମୁ କାଶ୍ମୀରର…
ପାକିସ୍ତାନ ଉପରେ ଭାରତର ପ୍ରହାର, ପାକିସ୍ତାନ ନାଗରିକଙ୍କୁ ଭାରତ ମନା
ନୂଆଦିଲ୍ଲୀ (ଆମ ଟିଭି): ପ୍ରାୟ ଦୁଇ ଘଣ୍ଟା ଧରି ସିସିଏସ୍ ବୈଠକ ପରେ ପାକିସ୍ତାନକୁ ନେଇ କଡ଼ା ନିଷ୍ପତ୍ତି ନେଇଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସିସିଏସ୍ ବୈଠକ କରିଥିଲେ…
“ପହଲଗାମ ଆତଙ୍କବାଦୀ ଆକ୍ରମଣର ଖୁବ୍ ଶୀଘ୍ର କଡ଼ା ଜବାବ”: ରାଜନାଥ ସିଂହଙ୍କ ଚେତାବନୀ
ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଡ଼ା ଚେତାବନୀ ଦେଇଛନ୍ତି। ସେ…
ପହଲଗାମ ଆକ୍ରମଣରେ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ଜମ୍ମୁ-କାଶ୍ମୀର ସରକାର
ନୂଆଦିଲ୍ଲୀ(ଆମ ଟିଭି): ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଏଥିରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ପାଇଁ ଉମାର ଅବଦୁଲ୍ଲା ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ…
ଆତଙ୍କବାଦୀ ଆକ୍ରମଣରେ ମୃତ ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ଜାମ୍ମୁରେ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ
ନୂଆଦିଲ୍ଲୀ (ଆମ ଟିଭି): ଆଜି ଜାମ୍ମୁରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେ ଜମ୍ମୁ ଗସ୍ତ କରି…