Browsing Category
Politics
୨୪ ତାରିଖରେ ବଣ୍ଟାଯିବ ନୂଆ ରାସନ କାର୍ଡ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା
ଭୁବନେଶ୍ୱର (ଆମ ଟିଭି): ଏପ୍ରିଲ ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ସରକାର । ପଞ୍ଚାୟତିରାଜ ଦିବସରେ ବଣ୍ଟାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ପୁରୀରେ ଏହାର ଶୁଭାରମ୍ଭ କରିବେ…
ଖୁବଶୀଘ୍ର ଗ୍ରୀଷ୍ମ ପରିସ୍ଥିତି ପାଇଁ ହେବ ସମୀକ୍ଷା, ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି
ଭୁବନେଶ୍ୱର (ଆମ ଟିଭି): ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି। ସୂଚନା ଦେଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଗୁଆ ଖରା ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି…
ବଙ୍ଗଳାରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ?: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି
ନୂଆଦିଲ୍ଲୀ (ଆମ ଟିଭି): ଆଜି ବେଙ୍ଗଲ ହିଂସା ସଂପର୍କରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ବଙ୍ଗଳା ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ହିଂସା ସମ୍ପର୍କରେ ଏକ…
ବିଜେଡି ଓ କଂଗ୍ରେସକୁ ମିଳିଗଲା ସଭାପତି, ହେଲେ ଶାସକ ବିଜେପି ଦଳର ସଭାପତି କୁଆଡେ ଗଲେ ?
ଭୁବନେଶ୍ବର (ଆମ ଟିଭି): ଗତକାଲି ବିଜୁ ଜନତା ଦଳର ସଭାପତିଙ୍କ ନାମ ଘୋଷଣା ହୋଇଛି। ନବମ ଥର ପାଇଁ ନବୀନ ପଟ୍ଟନାୟକ ଦଳର ସଭାପତି ମୁକୁଟ ପିନ୍ଧିଛନ୍ତି। ହେଲେ ସେଥିରେ କିଛି ଆଶ୍ଚର୍ଯ୍ୟଜନକ…
ଆସନ୍ତା ସପ୍ତାହରେ ସାଉଦି ଆରବ ଯିବେ ପ୍ରଧାନମନ୍ତ୍ରୀ: ବାଣିଜ୍ୟ, ବିନିଯୋଗ ନେଇ ହେବ ଆଲୋଚନା
ନୂଆଦିଲ୍ଲୀ (ଆମ ଟିଭି): ସାଉଦିଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ କାର୍ଯ୍ୟକାଳ ରେ ପ୍ରଥମ ଥର ପାଇଁ ସାଉଦି ଆରବ ଗସ୍ତ…
ପୁଣି ନିର୍ଦ୍ବନ୍ଦରେ ଜିତିଲେ ନବୀନ ପଟ୍ଟନାୟକ, ଘୋଷଣା କଲେ ନିର୍ବାଚନ ଅଧିକାରୀ
ଭୁବନେଶ୍ବର (ଆମ ଟିଭି): ପୁଣି ଥରେ ନିର୍ଦ୍ବନ୍ଦରେ ଜିତିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଏହି ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ବିଜେଡିର ବସିଥିବା…
ଏପ୍ରିଲ ୨୪ରେ ଏମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର (ଆମ ଟିଭି) : ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା। ଏନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ପଞ୍ଚାୟତିରାଜ ଦିବସରେ ପୁରୀ ଠାରେ ଟଙ୍କା ପ୍ରଦାନ…
ଆତଙ୍କୀ ତହବୁର ରାଣାର ଅଜବ ଦାବି, ଜେଲରେ ଥାଇ ଖାଇବାକୁ ମାଗୁଛି ଆମିଷ
ନୂଆଦିଲ୍ଲୀ (ଆମ ଟିଭି): ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ତହବୁର ହୁସେନ ରାଣା, ଏନଆଇଏ ଜେରା ସମୟରେ ନିଜ ଜୀବନ ବିଷୟରେ ଚିନ୍ତା କରିବା ଆରମ୍ଭ କରିଦେଇଛି । ରାଣା…
ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ
ଭୁବନେଶ୍ୱର (ଆମ ଟିଭି): ଚଳିତ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟ…
କେନ୍ଦ୍ରକୁ ଯିବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ହେବେ..
ଭୁବନେଶ୍ବର (ଆମ ଟିଭି): କେନ୍ଦ୍ରକୁ ଡେପୁଟେସନରେ ଯିବେ ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳ। ଏ ନେଇକେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ…