Browsing Category
Politics
ସୁପରଷ୍ଟାର ବିଜୟଙ୍କ ବିରୋଧରେ ଫତଓ୍ୱା ଜାରି, Y-ସୁରକ୍ଷା ଦାବି କଲା TVK
ନୂଆଦିଲ୍ଲୀ (ଆମ ଟିଭି): ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଏବଂ ତାମିଲ ଭେଟ୍ରି କଝାଗମ (TVK ) ର ଅଧ୍ୟକ୍ଷ ବିଜୟ ଥାଲାପତି ବର୍ତ୍ତମାନ ନୂଆ ବିବାଦରେ ଫସି ରହିଛନ୍ତି । ବୁଧବାର ଦିନ…
ସୁନା ଟପିଲା ୯୭ ହଜାର, ଆମେରିକା-ଚୀନ ଶୁଳ୍କ ଯୁଦ୍ଧର ପ୍ରଭାବ
ନୂଆଦିଲ୍ଲୀ (ଆମ ଟିଭି): ଆମେରିକା-ଚୀନ ଶୁଳ୍କ ଯୁଦ୍ଧ ପ୍ରଭାବରେ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ଆଜି ସୁନା ଦର ୯୭ ହଜାର ଟପିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୯୭ ହଜାର…
ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ; ୧୯ ତାରିଖରେ ବିଧିବଦ୍ଧ ଭାବେ ନାଁ ଘୋଷଣା
ଭୁବନେଶ୍ବର (ଆମ ଟିଭି): ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ସଭାପତି ପଦ ପାଇଁ ନବୀନ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।…
ଭୁବନେଶ୍ବରରେ ଗଡକରୀ, ବିମାନ ବନ୍ଦରରେ କେନ୍ଦ୍ର ପରିବହନ ମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ବରରେ ପହଞ୍ଚିଲେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଆଜିର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ସେ…
ସୁଦୃଢ ହେବ ଟ୍ରାଫିକ୍ ଓ ସଡକ ସୁରକ୍ଷା, ୨ହଜାର ନୂଆ ଟ୍ରାଫିକ୍ ପଦବୀ ପୂରଣ ପାଇଁ ସରକାରଙ୍କ ମଞ୍ଜୁରୀ
ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ…
ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିରରେ ନେତାମାନଙ୍କୁ କାହିଁକି କୁହାଗଲା, କେହି ଗର୍ବ କର ନାହିଁ
ଭୁବନେଶ୍ବର (ଆମ ଟିଭି): ପୁରୀର ସ୍ବାମୀ ନାରାୟଣ ମନ୍ଦିରରେ ଆୟୋଜିତ ହୋଇଥିବା ବିଜେପିର ପ୍ରଶିକ୍ଷଣ ଶିବିରରେ ବିଧାୟକ ଓ ସାଂସଦଙ୍କୁ ପାଠପଢା ଯାଇଛି। ସେମାନେ ସେଥିରୁ କଣ କିଏ ଶିଖିଲେ ତାହା…
ଚର୍ଚ୍ଚା ବଢ଼ାଇଲା ପ୍ରଭାତୀ ପରିଡାଙ୍କ ସୋସିଆଲ ମିଡିଆ ପୋଷ୍ଟ: ସ୍ବୟଂ ସହାୟିକା ଗୋଷ୍ଠୀକୁ ନେଇ କଣ କହିବାକୁ ଚାହୁଁଛନ୍ତି…
ଭୁବନେଶ୍ୱର(ଆମ ଟିଭି): ଚର୍ଚ୍ଚା ବଢାଇଲା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୋସିଆଲ ମିଡିଆ ପୋଷ୍ଟ । ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ କ’ଣ କହିବାକୁ ଚାହିଁଛନ୍ତି ପ୍ରଭାତୀ ପରିଡ଼ା…
ସଲମାନଙ୍କୁ ମିଳିଲା ହତ୍ୟା ଧମକ: ଫୋନ୍ କରି କହିଲେ, ଘରେ ପଶି ମାରିବୁ ..
ନୂଆଦିଲ୍ଲୀ (ଆମ ଟିଭି): ଦିନକୁ ଦିନ ବଢିବାରେ ଲାଗିଛି ବଲିଉଡର ସୁଲତାନ୍ ଅଭିନେତା ସଲମାନ୍ ଖାନଙ୍କ ଟେନସନ୍ । ଅଭିନେତାଙ୍କୁ ୨୦୧୮ ରୁ ଧମକ ପରେ ଧମକ ମିଳିବାରେ ଲାଗିଛି । ଲରେନ୍ସ ବିଷ୍ଣୋଇ…
ଲୋଭ କିମ୍ବା ଭୟରେ ଧର୍ମ ପରିବର୍ତ୍ତନ କର ନାହିଁ: RSS ମୁଖ୍ୟ
ନୂଆଦିଲ୍ଲୀ (ଆମ ଟିଭି): ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଶରେ ଚାଲିଥିବା ଧର୍ମାନ୍ତରୀକରଣ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ଧର୍ମ ସମସ୍ତଙ୍କୁ ଖୁସି ଆଡ଼କୁ ନେଇଯାଇପାରେ। ଆମେ ଲୋଭ କିମ୍ବା…
ଅପରାଜିତାଙ୍କୁ ସୁଲୋଚନାଙ୍କ ଟାର୍ଗେଟେ : ତାଙ୍କ ପାଇଁ ଦଳ ବଡ଼, ସହର…
ଭୁବନେଶ୍ୱର (ଆମ ଟିଭି): ରାଜଧାନୀ ପ୍ରତିଷ୍ଠା ଦିବସରେ ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ବର୍ଷିଛନ୍ତି। ସୁଲୋଚନା କହିଛନ୍ତି, ପ୍ରତିଷ୍ଠା…