Browsing Category

Politics

ରାଜ୍ୟରେ ଆଇଏଏସ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ 

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ଆଇଏଏସ୍ ସ୍ତରରେ ହୋଇଛି ବଡ ଧରଣର ଅଦଳବଦଳ । ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ । ଭାସ୍କର ଜ୍ୟୋତି ଶର୍ମା ହୋଇଛନ୍ତି ସେଟେଲମେଣ୍ଟ କମିଶନର ।…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ହତ୍ୟା ଧମକ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ । ଏନଆଇଏକୁ ମିଳିଲା ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକର ଇମେଲ। ଖାଲି ସେତିକି ନୁହେଁ ଅହମଦାବାଦ ନରେନ୍ଦ୍ର ମୋଦୀ…

ସୁନ୍ଦରଗଡରେ ଆଉ ୬ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ (ଆମ ଟିଭି): ରାଜ୍ୟରେ ସ୍କ୍ରବ ଟାଇଫଓ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୬ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ…

ଆଜିଠୁ ଅଚଳ ହୋଇଯିବ ୨ହଜାର ଟଙ୍କିଆ ନୋଟ୍

ନୂଆଦିଲ୍ଲୀ(ଆମ ଟିଭି): ସରିଲା ଡେଡ଼ଲାଇନ୍, ଆଜିଠୁ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ । ଆଜି ସରୁଛି ୨ ହଜାର ଟଙ୍କିଆ ନୋଟ୍ ବଳଦ ଅବଧି । ଦୁଇ ହଜାର ଟଙ୍କିଆ ଫେରାଇବା ଲାଗି ଭାରତୀୟ ରିଜର୍ଭ…

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ (ଆମ ଟିଭି): ଆରବିଆଇର କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ୬.୫ ପ୍ରତିଶତ ବଜାୟ ରହିଛି । ମୁଦ୍ରା ନୀତି କମିଟି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ କାର୍ ଉପରକୁ ଆକ୍ରମଣ

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନ ଏବେ ଖରାପ ସ୍ଥିତି ଦେଇ ଗତି କରୁଛି । ରାଜନୈତିକ ଅସ୍ଥିରତା ଜାରି ରହିଛି। ନିର୍ବାଚନ ଘୋଷଣା ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ…

ରାଜସ୍ଥାନକୁ ଦେଶର ୧ ନମ୍ବର ରାଜ୍ୟ କରିବା ପାଇଁ ବିଜେପି ଆଗ୍ରହୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ଆମ ଟିଭି): ରାଜସ୍ଥାନରେ ‘ହେରିଟେଜ୍‌ ଟ୍ରେନ୍‌’ ଚଳାଚଳର ଶୁଭାରମ୍ଭ କରିବା ସହିତ ୫୦୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ…

ଆସନ୍ତାକାଲି ଗାଁ’କୁ ଫେରିବ ସହିଦ୍ ପୁଅର ପାର୍ଥିବ ଶରୀର

ନୂଆଦିଲ୍ଲୀ (ଆମ ଟିଭି): ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ଆସନ୍ତାକାଲି ଜନ୍ମମାଟିକୁ ଫେରିବ । ଢେଙ୍କାନାଳ କାମାକ୍ଷାନଗର…

ଆମ୍ ଆଦମୀ ପାର୍ଟି ଭ୍ରଷ୍ଟାଚାରର ଡନ୍ ପାଲଟିଛି: ସମ୍ଵିତ ପାତ୍ର

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଗିରଫ ହେବା ପରେ ବର୍ଷିଲା ବିଜେପି। ପ୍ରେସମିଟ୍ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ଵିତ ପାତ୍ର…

୨୦୦୦ ଟଙ୍କିଆ ନୋଟ୍ ବଦଳିର ଶେଷ ଦିନ ଅକ୍ଟୋବର ୭

ନୂଆଦିଲ୍ଲୀ (ଆମ ଟିଭି): ଆଉ ହାତରେ ରହିଛି ମାତ୍ର ଦୁଇ ଦିନ । ଅକ୍ଟୋବର ୭ରେ ୨୦୦୦ଟଙ୍କିଆ ନୋଟ୍ ବଦଳିର ଶେଷ ଦିନ ରହିଛି । ତେଣୁ ତୁରନ୍ତ ୨୦୦୦ଟଙ୍କିଆ ନୋଟ୍ ପାଖରେ ଥିଲେ ତୁରନ୍ତ ବ୍ୟାଙ୍କ୍…