Browsing Category
Politics
ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀଙ୍କ ଧମକ
ନୂଆଦିଲ୍ଳୀ (ଆମ ଟିଭି): ଗୁଲାମନବୀ ଆଜାଦ୍ କଂଗ୍ରେସ ଦଳ ଛାଡ଼ିବା ପରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଏହାରି ଭିତରେ ଜମ୍ମୁ-କାଶ୍ମୀରରୁ ଆସିଛି ଏକ ବଡ଼ ଖବର । ଜମ୍ମୁ-କାଶ୍ମୀରରେ ନୂଆ…
ଭ୍ଲୋଦମିର ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ
କିଭ୍ (ଆମ ଟିଭି): ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ପୁଣି ୟୁକ୍ରେନ୍ରୁ ଆସିଛି ଆଉ ଏକ ବଡ଼ ଖବର । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ…
ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର କାର୍ୟ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ (ଆମ ଟିଭି): ବ୍ରିଟେନର ରାଣୀ ଏଜିଜାବେଥ ଦ୍ୱିତୀୟଙ୍କ ବିୟୋଗ ପରେ ଏବେ ବ୍ରିଟେନର ନୂଆ ରାଜା ହେଲେ ପ୍ରିନ୍ସ ଚାଲର୍ସ । ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ୟ୍ୟକ୍ରମରେ…
ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର(ଆମ ଟିଭି): ଆଇଏଏସ ସ୍ତରରେ ଅଦଳବଦଳ । ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଶାଳିନୀ ପଣ୍ଡିତ ହୋଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ । ନିକୁଞ୍ଜ ବିହାରୀ ଦଳଙ୍କୁ…
କେଜ୍ରିୱାଲଙ୍କ ବଡ଼ ଘୋଷଣା: ଏଣିକି ମାଗିଲେ ହିଁ ମିଳିବ ଶସ୍ତା ବିଜୁଳି
ନୂଆଦିଲ୍ଲୀ (ଆମ ଟିଭି): ବଦଳିଲା ଶସ୍ତା ବିଜୁଳିର ନିୟମ । ଯେଉଁମାନେ ଶସ୍ତା ବିଜୁଳି ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଣିକି ମାଗିଲେ ହିଁ ମିଳିବ…
ହାତ ଛାଡ଼ି ପଦ୍ମ ଧରିଲେ ୮ ବିଧାୟକ
ପାଣାଜୀ (ଆମ ଟିଭି): ସାରା ଦେଶରେ କଂଗ୍ରେସ ଏବେ ତଳିତଳାନ୍ତ ହେବାକୁ ବସିଛି । ଭାରତର ପ୍ରଥମ ଜାତୀୟ ରାଜନୈତିକ ଦଳ ଏବେ ତାର ଅସ୍ତିତ୍ୱ ଖୋଜିବା ପାଇଁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଛି…
ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ
ମୁମ୍ବାଇ (ଆମ ଟିଭି): ପୁଣି ବିବାଦରେ ଜ୍ୟାକଲିନ୍ । ପୁଣି ହେବେ ଜେରା । ଜେରା କରିବ ଦିଲ୍ଲୀ ପୋଲିସ । ୨୧୫ କୋଟି ମନିଲଣ୍ଡରିଂ ମାମଲାରେ ଆଜି ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ବଲିଉଡ…
ଆଜି ମୁମ୍ବାଇରେ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ
ମୁମ୍ବାଇ (ଆମ ଟିଭି): ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରେ ଅଛନ୍ତି । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଜି ମୁମ୍ବାଇରେ…
ଓଡ଼ିଶାରେ ଭାରତ ଯୋଡ଼ୋ କାର୍ୟ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର (ଆମ ଟିଭି): ସମ୍ପ୍ରତି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି । ଘୃଣା ଓ ବିଦ୍ୱେଷର ରାଜନୀତିକୁ ପରାହତ କରି ସଦଭାବନା…
୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର (ଆମ ଟିଭି): ପୁଞ୍ଜି ଆଣିବାକୁ ମୁମ୍ବାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ଗସ୍ତରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ ପହଞ୍ଚିଛନ୍ତି।…