Browsing Category
Politics
ଅଭିଜିତ ମଜୁମଦାରଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ, କଲେ ଦିଗଙ୍ଗତ ଆତ୍ମାର ସଦଗତି କାମନା
ଭୁବନେଶ୍ୱର (ଆମ ଟିଭି): ଅଭିଜିତ ମଜୁମଦାରଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ । ଅଭିଜିତଙ୍କ ଦେହାନ୍ତ ଖବର ବିଷୟରେ ଜାଣି ମୁଁ ଦୁଃଖିତ ବୋଲି କହିଛନ୍ତି ନବୀନ।
‘ଓଡ଼ିଆ ସଙ୍ଗୀତ ଜଗତ…
ଆଗୁଆ ନୁହେଁ, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା
ଭୁବନେଶ୍ୱର (ଆମ ଟିଭି): ଆଗୁଆ ନୁହେଁ, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ…
କଂଗ୍ରେସରୁ ଇସ୍ତଫା ଦେଲେ ମହମ୍ମଦ ମୋକିମଙ୍କ ୪୧ ସମର୍ଥକ
ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା କଂଗ୍ରେସରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ୪୧ ଜଣ ସମର୍ଥକ ଆଜି କଂଗ୍ରେସ ଦଳ ଛାଡ଼ିଛନ୍ତି । ରାଜ୍ୟ ନେତୃତ୍ୱକୁ ବିରୋଧ କରି ସେମାନେ…
ପାଟକୁରାରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଅରବିନ୍ଦ ମହାପାତ୍ର
କେନ୍ଦ୍ରାପଡ଼ା (ଆମ ଟିଭି): କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଡେରାବିଶ ବ୍ଲକ୍ରେ ବିଧାୟକ ଅରବିନ୍ଦ ମହାପାତ୍ର ଶକ୍ତି ପ୍ରଦର୍ଶନ କରିଛନ୍ତି । ମୋଟର ସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ…
ଓଡ଼ିଆ ସମେତ ୭ ଭାଷା ପାଇଁ ତାମିଲନାଡୁ ସାହିତ୍ୟ ପୁରସ୍କାର ଘୋଷଣା କଲେ ଷ୍ଟାଲିନ
ନୂଆଦିଲ୍ଲୀ (ଆମ ଟିଭି): ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସାତଟି ଭାରତୀୟ ଭାଷାରେ ଉତ୍କୃଷ୍ଟ କୃତିକୁ ସମ୍ମାନିତ କରିବା ପାଇଁ ବାର୍ଷିକ ଜାତୀୟ ସ୍ତରୀୟ ସାହିତ୍ୟ ପୁରସ୍କାର…
‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା
ନୂଆଦିଲ୍ଲୀ (ଆମ ଟିଭି): ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ, ରୁଷିଆ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଶୁଳ୍କ ଲାଗୁ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ…
ଏତେ ଦିନ ପରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି: ଜାଣନ୍ତୁ ତାଜା ଅପଡେଟ୍
ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସାରା ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ମଜବୁତ ସହାୟକ ପ୍ରଣାଳୀ ପାଲଟିଛି। ୨୦୧୯ ରେ ଆରମ୍ଭ ହୋଇଥିବା ଏହି ଯୋଜନା…
୨୦୨୫ କର୍ଡନ ପାସ ପାଇଥିବା ଭିଭିଆଇପିଙ୍କ ବିବରଣୀ ପ୍ରକାଶ କଲାନି ପୁରୀ ଜିଲ୍ଲା ପ୍ରଶାସନ
ଭୁବନେଶ୍ଵର (ଆମ ଟିଭି): ୨୦୨୫ ପୁରୀ ରଥଯାତ୍ରା ସମୟରେ କର୍ଡନ ପାସ ପାଇଥିବା ୨୫୦୦ ଭିଭିଆଇପିଙ୍କ ବିବରଣୀ ପ୍ରକାଶ କରାଯିବ ନାହିଁ ବୋଲି ପୁରୀ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛି ।…
ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
ଭୁବନେଶ୍ଵର (ଆମ ଟିଭି): ଆସନ୍ତା ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ (SEC) ସବୁଜ ସଙ୍କେତ…
ବଢ଼ିଲା ଗଣଶିକ୍ଷା ସଚିବଙ୍କ ଅଡୁଆ
ଭୁବନେଶ୍ଵର (ଆମ ଟିଭି): ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଅଡୁଆରେ ଗଣଶିକ୍ଷା ସଚିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକଙ୍କୁ ଗିରଫ…