Browsing Category
Politics
ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା; ୨ ମ୍ୟାନେଜରଙ୍କ ନାଁରେ ଏତଲା
ଭୁବନେଶ୍ୱର (ଆମ ଟିଭି): ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାରି ମଧ୍ୟରେ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ…
ରାଜ୍ୟ କ୍ୟାବିନେଟରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ୱର (ଆମ ଟିଭି): ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଇସ୍ପାତ ଓ ଖଣି ବିଭାଗର ୨ଟି ପ୍ରସ୍ତାବ…
ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା ବିଜେପିକୁ: ଭୂପିନ୍ଦର
ଭୁବନେଶ୍ୱର (ଆମ ଟିଭି): ନୂଆପଡ଼ା ଉପନିର୍ବାଚନରେ ବିଜେଡ଼ିର ପରାଜୟ ପରେ ଦଳର ଭୁଲ କେଉଁଠି ରହିଲା ସେ ନେଇ ସମୀକ୍ଷା ଚାଲିଥିବା ବେଳେ ଏହାକୁ ନେଇ ମୁଁହ ଖୋଇଛନ୍ତି ବିଜେଡି ବରିଷ୍ଠ ନେତା…
ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା, ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ମୋଦି
ଉତ୍ତରପ୍ରଦେଶ (ଆମ ଟିଭି): ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବ ପାଇଁ ଜୋରଦାରରେ ପ୍ରସ୍ତୁତି ଚାଲିଛି । ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ପତାକା…
ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନୀତୀଶ କୁମାର
ନୂଆଦିଲ୍ଲୀ(ଆମ ଟିଭି): ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନୀତୀଶ କୁମାର । ବିହାର ଜେଡିୟୁ ଦଳ ଶେଷରେ ନୀତୀଶ କୁମାରଙ୍କ ନାମରେ ବିଧିବଦ୍ଧଭାବେ ମୋହର ମାରିଛି । ଆଜି ଜେଡିୟୁ…
ଡିସେମ୍ବର ୨୫ରୁ ରାଜ୍ୟରେ ଖୋଲିବ ମଣ୍ଡି
ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି । ଏ ନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସେ କହିଛନ୍ତି ଧାନ ନେବା ପାଇଁ ସରକାର…
ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ(ଆମ ଟିଭି): ଆଜି ନୂଆଦିଲ୍ଲୀରେ ଆଗାମୀ କେନ୍ଦ୍ର ବଜେଟ୍ ୨୦୨୬-୨୭ ସମ୍ପର୍କରେ ପୁଞ୍ଜି ବଜାର ଅଂଶୀଦାରମାନଙ୍କ ସହିତ ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅର୍ଥମନ୍ତ୍ରୀ ନିର୍ମଳା…
ଜଳସୀମାରେ ବେଆଇନ ପ୍ରବେଶ କରିଥିବା ୧୯ ବାଂଲାଦେଶୀଙ୍କୁ ଗିରଫ କଲା ଭାରତୀୟ ତଟରକ୍ଷୀ ବାହିନୀ
ନୂଆଦିଲ୍ଲୀ(ଆମ ଟିଭି): ଜଳସୀମାରେ ବେଆଇନ ଭାବରେ ମାଛ ଧରିବା ପାଇଁ ପ୍ରବେଶ କରିଥିବା ତିନୋଟି ବାଂଲାଦେଶୀ ଡଙ୍ଗା ଏବଂ ୧୯ ଜଣ କ୍ରୁ ସଦସ୍ୟଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଗିରଫ କରିଛି।…
ଶେଷରେ ଆମେରିକାରୁ ଗ୍ୟାସ ଆଣିବା ପାଇଁ ଚୁକ୍ତି କଲା ଭାରତ
ନୂଆଦିଲ୍ଲୀ(ଆମ ଟିଭି): ଶେଷରେ ଆମେରେକୀୟ କଂପାନୀରୁ ଗ୍ୟାସ ଆଣିବା ପାଇଁ ଭାରତ ପଦକ୍ଷେପ ଗ୍ରହଣ କରିଛି। ପ୍ରଥମ ଥର ପାଇଁ ଆମେରେକୀୟ ଉପକୂଳରେ ଥିବା ଗ୍ୟାସ କଂପାନୀଠାରୁ ଭାରତୀୟ କଂପାନୀମାନେ…
ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ
ନୂଆଦିଲ୍ଲୀ(ଆମ ଟିଭି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆଜି ସକାଳେ ଦିଲ୍ଲୀର ଓଖଲାସ୍ଥିତ ଅଲ୍-ଫଲାହ ଟ୍ରଷ୍ଟ ଏବଂ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସହିତ ଜଡିତ ୨୪ ଟି ସ୍ଥାନରେ…