Browsing Category

Special

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ମହାପ୍ରଭୃ ଧାରଣ କରିବେ ଗଜାନନ ବେଶ, କାରଣ କଣ?

ଭୁବନେଶ୍ବର(ଆମ ଟିଭି): ଶ୍ରୀ ଗଣେଷ ହେଉଛନ୍ତି ଅଗ୍ରପୂଜା। ଯେତେ ପୂଜା କରାଯାଏ ପ୍ରଥମ ଗଣେଷଙ୍କୁ ହିଁ ଆବାହନ କରାଯାଇଥାଏ। ସେଥିପାଇଁ ସବୁଦେବାଦେବୀଙ୍କ ପୂଜା ପୂର୍ବରୁ ଶ୍ରୀ ଗଣେଷଙ୍କୁ ପୂଜା…

କଲବଲ କରୁଛି ଅସହ୍ୟ ତାତି, ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଲା ତାତି

ଭୁବନେଶ୍ବର(ଆମ ଟିଭି):  କଲବଲ କରୁଛି ଅସହ୍ୟ ଗୁଳୁଗୁଳି ସହ ତାତି । ଭୁବନେଶ୍ବରରେ ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଲା ତାତି । ଭୁବନେଶ୍ବରରେ ୮୧% ଆର୍ଦ୍ରତା ରେକର୍ଡ ହୋଇଛି । ଆସନ୍ତା…

ଆଉ ଦିନକ ପରେ ମହାପ୍ରଭୃଙ୍କ ସ୍ନାନଯାତ୍ରା, ପୁରୀକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ

ପୁରୀ (ଆମ ଟିଭି): ଆଉ ଦିନକ ପରେ ଅର୍ଥାତ ଆସନ୍ତା ୧୧ ତାରିଖରେ ହେବ ମହାପ୍ରଭୃଙ୍କ ସ୍ନାନ ଯାତ୍ରା। ତିନିଠାକୁର ରତ୍ନ ସିଂହାସନରୁ ବାହାରି ସ୍ନାନ ମଣ୍ଡପକୁ ବିଜେ କରିବେ। ସେଠାରେ ଶହେ ଆଠ…

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ; ୫ ମୃତ

ମୁମ୍ବାଇ (ଆମ ଟିଭି): ମୁମ୍ବାଇ ଥାଣେ ରେଲୱେ ଷ୍ଟେସନରେ ଅଘଟଣ । ଲକ୍ଷ୍ନୌ ଯାଉଥିବା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ । ଚଳନ୍ତା ଏକ୍ସପ୍ରେସ୍‌ରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ , ଏକାଧିକ ଆହତ ।…

ଆଇଇଡି ବିସ୍ଫୋରଣରେ ଅତିରିକ୍ତ ASP ସହିଦ, ସର୍ଚ୍ଚ ଅପରେସନ ଜୋରଦାର

ମାଲକାନଗିରି (ଆମ ଟିଭି): ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ଏକ ଆଇଇଡି ବିସ୍ଫୋରଣରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ । ଘଟଣା…

ରାଜା ରଘୁବଂଶୀଙ୍କୁ ନିଜ ହାତରେ ମାରିଛନ୍ତି କି ପତ୍ନୀ ସୋନମ, ହତ୍ୟା ପଛରେ କି ଷଡଯନ୍ତ୍ର? ଜଣାପଡ଼ିଲା ପ୍ରକୃତ…

ନୂଆଦିଲ୍ଲୀ (ଆମ ଟିଭି):  ମଧୁଚନ୍ଦ୍ରିକା ପାଇଁ ମେଘାଳୟ ଯାଇଥିଲେ, ହେଲେ ସ୍ୱାମୀଙ୍କୁ ଜୀବନରୁ ମାରିଦେଲେ ନରହନ୍ତା ପତ୍ନୀ । ଆମେ କହୁଛୁ ନିକଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା…

ଦେଶରେ କାୟା ବିସ୍ତାର କରିଚାଲିଛି କୋଭିଡ୍ ଭୂତାଣୁ: ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର (ଆମ ଟିଭି): ଦେଶରେ ଦିନକୁ ଦିନ କାୟା ବିସ୍ତାର କରିଚାଲିଛି କୋଭିଡ୍ ଭୂତାଣୁ, ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ମୁହାଁ ହୋଇଛି ।…

୩ ମାସ ପାଇଁ ବନ୍ଦ ହେବ ଦିଲ୍ଲୀ ବିମାନବନ୍ଦରର ରନୱେ, ୧୦୦ରୁ ଅଧିକ ଉଡ଼ାଣ ବାତିଲ

ନୂଆଦିଲ୍ଲୀ (ଆମ ଟିଭି): ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI) ରୁ ଉଡ଼ାଣ ନେଉଥିବା ଲୋକଙ୍କ ପାଇଁ ଖୁବ୍ ଶୀଘ୍ର ସମସ୍ୟା ବଢ଼ିବାକୁ ଯାଉଛି। ଦିଲ୍ଲୀ ବିମାନବନ୍ଦର ପରିଚାଳନା…

ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ! ୪୦ ଡିଗ୍ରି ଟପିପାରେ ପାରଦ

ଭୁବନେଶ୍ୱର (ଆମ ଟିଭି): ଆଜିଠୁ ରାଜ୍ୟରେ ଅନୁଭୂତ ହୋଇପାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ୪୩ ଡିଗ୍ରି ପହଞ୍ଚିପାରେ ତାତି। ସୁନ୍ଦରଗଡ଼, ଦେବଗଡ଼, ନୟାଗଡ଼, ସୋନପୁର ଆଦି ଜିଲ୍ଲାରେ ଆଜି ୪୨ ଡିଗ୍ରି…

ପରିବର୍ତ୍ତନ ହେଲା UGC NET ପରୀକ୍ଷା ତାରିଖ, ଏବେ ୨୫ ରୁ ୨୯ ଜୁନ୍ ପର୍ଯ୍ୟନ୍ତ ହେବ ପରୀକ୍ଷା

ନୂଆଦିଲ୍ଲୀ (ଆମ ଟିଭି): ଯଦି ଆପଣ UGC NET ଜୁନ୍ 2025 ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)…