Browsing Category

Special

ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣା; ଆଠଗଡ଼ରୁ ଭୁବନେଶ୍ୱର ଫେରିବାବେଳେ ଦୁର୍ଘଟଣା

କଟକ (ଆମ ଟିଭି): ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି, ହେଲେ ଅଳ୍ପକେ ବର୍ତ୍ତିଛନ୍ତି ମନ୍ତ୍ରୀ । କଟକ ବାରଙ୍ଗ ଥାନା ଷଣ୍ଢପୁର ଅଞ୍ଚଳରେ ଦୁର୍ଘଟଣାର…

ପୁଣି ଖସିଲା ରେପୋ ରେଟ୍ ; କମିବ ଲୋନ୍ ଇଏମଆଇ

ନୂଆଦିଲ୍ଲୀ (ଆମ ଟିଭି): କମିଲା ଆର୍‌ବିଆଇ ରେପୋ ରେଟ୍‌ । ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି । ପୂର୍ବରୁ ୬% ରହିଥିବାବେଳେ ତାହା ହ୍ରାସ ପାଇ…

ଆୟୋଜିତ ହେଲା କ୍ରେଡ଼ାଇ ଭୁବନେଶ୍ୱର ଦ୍ଵାରା ‘ନଗର ଉନ୍ନୟନ ଏବଂ ରିଅଲ୍ ଇଷ୍ଟେଟ୍’ ଉପରେ ବିଶାଳ କର୍ମଶାଳା

ଭୁବନେଶ୍ୱର (ଆମ ଟିଭି): କ୍ରେଡ଼ାଇ ଭୁବନେଶ୍ୱରର ସିଟି ଚାପ୍ଟର, ରାଜଧାନୀ ସ୍ଥିତ ମେଫେୟାର କନଭେନସନରେ ସଫଳତାର ସହିତ ଆୟୋଜନ କରିଛି 'ନଗର ଉନ୍ନୟନ ଏବଂ ରିଅଲ୍ ଇଷ୍ଟେଟ୍' ଉପରେ ଏକ କର୍ମଶାଳା…

ନରୱେ ଚେସ୍ ୨୦୨୫ରେ ଗୁକେଶଙ୍କ ପ୍ରଥମ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସେନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ପାଇଁ ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

ସକାଳୁ ଅସହ୍ୟ ଗୁଳୁଗୁଳି; ସାଢ଼େ ୮ଟା ସୁଦ୍ଧା ୩୪ ଡିଗ୍ରି ଟପିଲା ପାରଦ

ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି, ଗୁଳୁଗୁଳି । ପଶ୍ଚିମରୁ ଉପକୂଳ ଜଳୁଛି ଓଡ଼ିଶା । ମୌସୁମୀ ବାୟୁ ବିରାମ ନେବା ପରେ ରାଜ୍ୟରେ ଉପରମୁହାଁ ତାତି । ଗ୍ରୀଷ୍ମ…

ଭୁବନେଶ୍ୱରର ଏମ୍ ପି ବୃଦ୍ଧାଶ୍ରମରେ କ୍ରେଡ଼ାଇ ପାଳନ କରିଛି “ଯତ୍ନ ଏବଂ ସଦଭାବନା’ ଦିବସ

ଭୁବନେଶ୍ୱର (ଆମ ଟିଭି): ଏକତା ଏବଂ ସଦଭାବନାର ନିଦର୍ଶନ ରୂପେ କ୍ରେଡ଼ାଇ, ଭୁବନେଶ୍ୱରର ଏମ୍ ପି ବୃଦ୍ଧାଶ୍ରମରେ ପାଳନ କରିଛି 'ଯତ୍ନ ଏବଂ ସଦଭାବନା' ଦିବସ' । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ…

ଦିନକୁ ଦିନ ବଢୁଛି କରୋନାର ପ୍ରକୋପ, ସଂକ୍ରମିତ ସଂଖ୍ୟା ୪୦୦୦ ପାର୍, ୨୪ ଘଣ୍ଟାରେ ୫ ମୃତ

ନୂଆଦିଲ୍ଲୀ (ଆମ ଟିଭି):  କରୋନା ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଉପରମୁହାଁ ହେଲାଣି କରୋନା ଗ୍ରାଫ୍ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର୍ । ୨୪…

ଆଜିଠୁ ରାମ ଦରବାର ପ୍ରାଣ ପ୍ରତିଷ୍ଠା ; ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଭବ୍ୟ ସମାରୋହ

ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ ଅଯୋଧ୍ୟାରେ ରାମ ଦରବାର ସମେତ ୭ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା । ନିର୍ଦ୍ଧାରିତ ଲଗ୍ନରେ ପୂଜା ଆରମ୍ଭ ହେବ । ପ୍ରାଣ ପ୍ରତିଷ୍ଠାରେ ମୋଟ ୧୨୦ ଆଚାର୍ଯ୍ୟ  …

ପୁରୀରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଭଲବୋ ବସ୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ଜାଣନ୍ତୁ ସମୟ ସାରଣୀ

ଭୁବନେଶ୍ବର (ଆମ ଟିଭି): ପୁରୀ ଜଗନ୍ନାଥ ଧାମରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ। ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ଏହି ଯୋଜନା ଆରମ୍ଭ କରାଯିବ।…

କଳିଙ୍ଗ ଷ୍ଟୁଡ଼ିଓ ହେବ ଅତ୍ୟାଧୁନିକ ସ୍ୱୟଂ ସମ୍ପୂର୍ଣ୍ଣ ଷ୍ଟୁଡ଼ିଓ: ଡିପିଆର୍‌ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି  ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ…