Browsing Category
Special
ଆଜି ଓଡିଶା ଆସୁଛି ଡବଲ ଡେକର ବସ୍
ଭୁବନେଶ୍ଵର (ଆମ ଟିଭି): ଓଡିଶା ଆସୁଛି ଡବଲ ଡେକର ବସ୍ । ଆଜି ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରିକ୍ ବସ୍ ଓଡିଶା ଆସୁଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର…
ପ୍ରେସକ୍ରିପ୍ସନ ଧରିବେନି ରୋଗୀ, ଆୟୁଷ୍ମାନ ସହ ଖୁବ୍ ଶୀଘ୍ର ମିଳିବ ‘ଆଭା କାର୍ଡ’…
ଭୁବନେଶ୍ୱର (ଆମ ଟିଭି): ପ୍ରେସକ୍ରିପ୍ସନ୍ରୁ ମିଳିବ ମୁକ୍ତି । ଆଉ ମାଳ ମାଳ ପ୍ରେସକ୍ରିପସନ୍ ଧରି ବୁଲିବେନି ରୋଗୀ । ଏଣିକି ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ତଥ୍ୟ । ଖୁବ୍…
ବର୍ଷର ପ୍ରଥମ ଦିନରେ କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ (ଆମ ଟିଭି): ନୂତନ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥିରେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ…
ମହାକୁମ୍ଭରେ ବୋମା ବିସ୍ଫୋରଣ ଧମକ
ନୂଆଦିଲ୍ଲୀ (ଆମ ଟିଭି): ମହାକୁମ୍ଭରେ ବୋମା ବିସ୍ଫୋରଣ ଧମକ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ନସର ପଠାନ ନାମକ ଏକ ଆଇଡିରୁ ବୋମା ବିସ୍ଫୋରଣର ଧମକ ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି…
ଜାଣିନିଅନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଡିଜେଲ ଦର?
ଭୁବନେଶ୍ୱର (ଆମ ଟିଭି): ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି । କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି । ଆସନ୍ତୁ ଜାଣିବା…
ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ : ୧୭୯ ଜଣଙ୍କ ମୃତ୍ୟୁ !
ନୂଆଦିଲ୍ଲୀ (ଆମ ଟିଭି): ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । ଦକ୍ଷିଣ କୋରିଆର ମୁଆନ ସହରରେ ପ୍ଲେନ କ୍ରାସ୍ ହୋଇଛି। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ଏପର୍ଯ୍ୟନ୍ତଙ୍କ ୧୭୯…
ଘାଟିରେ ଓଲଟିଲା ଟୁରିଷ୍ଟ ବସ୍: ୩ ମୃତ,୨୦ ଆହତ
କୋରାପୁଟ (ଆମ ଟିଭି): କୋରାପୁଟ ଜିଲା ବୈପାରୀଗୁଡା ନିକଟ ସୁକୁନାଳ ନିକଟରେ ଏକ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ…
ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ: ଝିଅ ଦେଲେ ମୁଖାଗ୍ନି
ନୂଆଦିଲ୍ଲୀ (ଆମ ଟିଭି): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ଦିଲ୍ଲୀର ନିଗମବୋଧ ଘାଟରେ ରାଜକୀୟ ସମ୍ମାନ ସହ ଶେଷ ହୋଇଛି। ତାଙ୍କ ଝିଅ ପିତାଙ୍କୁ ମୁଖାଗ୍ନି…
ନୂଆବର୍ଷରେ ପୁରୀ ଆସିବାର ଥିଲେ ଜାଣି ରଖନ୍ତୁ ଟ୍ରାଫିକ୍ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ
ପୁରୀ (ଆମ ଟିଭି): ଡିସେମ୍ବର ୩୧ରୁ ନୂଆବର୍ଷ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ଜାରି କରାଯାଇଛି। ୬୦…
ବ୍ରହ୍ମପୁରରେ ଖୋଲିଲା ଗ୍ରୀନଚିଲିଜ୍ କାଫେ ଏଣ୍ଡ କେଟରିଂ
ବ୍ରହ୍ମପୁର (ଆମ ଟିଭି): ରେଶମ ସହର କୁ ସୁସ୍ୱାଦୁ ଏବଂ ଚଟପଟି ଖାଦ୍ୟ ପାଇଁ ସାରା ଓଡିଶା ଜାଣନ୍ତି।ଏଠାରେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଖୁବ କମ ଦାମରେ ଉପଲବ୍ଧ ରହିଛି।ସହରର ରୁକ୍ମଣି ସିନେମା…