Browsing Category
Special
ଆଜି ସ୍ଥଳଭାଗ ଅତିକ୍ରମ କରିବ ଗଭୀର ଅବପାତ; ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲାରେ ସମସ୍ତ ବିଦ୍ୟାଳୟ,…
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏକ ଅବପାତରେ ପରିଣତ…
ବିଜେଡି ଛାଡି ବିଜେପିରେ ମିଶିଲେ କଳାହାଣ୍ଡିର ନେତା ପୁଷ୍ପେନ୍ଦ୍ର ସିଂହଦେଓ
ଭୁବନେଶ୍ବର: ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର…
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଆନ୍ନା ହଜାରେଙ୍କ ପ୍ରତିକ୍ରିୟା: ଆନ୍ଦୋଳନକୁ ନେଇ ଦେଲେ ବଡ଼ ବିବୃତ୍ତି
ନୂଆଦିଲ୍ଲୀ: NEET ପେପର ଲିକ୍ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ଦେଶବ୍ୟାପୀ ଛାତ୍ର ପ୍ରତିବାଦ ପରେ ସାମାଜିକ କର୍ମୀ ଆନ୍ନା ହଜାରେ ପ୍ରତିକ୍ରିୟା…
ଆସନ୍ତା ୨ରୁ ୩ଦିନ ମଧ୍ୟରେ ସମ୍ପୃକ୍ତ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା: ସପ୍ତାହ ଯାଏ ବର୍ଷା
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ସମ୍ପୃକ୍ତ ଲଘୁଚାପ ଘନୀଭୂତ…
ଓଡ଼ିଶା ଉପକୂଳରେ ଅବପାତ, ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା
ଭୁବନେଶ୍ବର: ଓଡ଼ିଶା ଉପକୂଳରେ ଅବପାତ । ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବର୍ଷା ସମ୍ଭାବନା । ଅବପାତଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର…
ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧର ପଣା ନୀତି, ଭଙ୍ଗାଯିବ ୯ଟି ମାଟି ହାଣ୍ଡି
ପୁରୀ: ଆଜି ରଥ ଉପରେ ଶ୍ରୀଜିଉଙ୍କ ‘ଅଧର ପଣା’ ନୀତି । ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ ୯ଟି ମାଟି ହାଣ୍ଡି । ଶ୍ରୀକ୍ଷେତ୍ରରେ ଚାଲିଥିବା ମହାପ୍ରଭୁଙ୍କ…
କେନ୍ଦ୍ର ମନ୍ତ୍ରୀ ପଦରୁ ରବନୀତ ସିଂ ବିଟ୍ଟୁଙ୍କ ଇସ୍ତଫା
ନୂଆଦିଲ୍ଲୀ: କେନ୍ଦ୍ର ରେଳ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ରାଷ୍ଟ୍ରମନ୍ତ୍ରୀ…
ଡିଲ୍ ଅଭିଯୋଗକୁ ୱାଙ୍ଗଚୁଙ୍କଙ୍କ କଡ଼ା ଜବାବ, କହିଲେ ସାଧୁତା ସାର୍ଟିଫିକେଟର ଆବଶ୍ୟକତା ନାହିଁ
ନୂଆଦିଲ୍ଲୀ: ସୋନମ୍ ୱାଙ୍ଗଚୁକ୍ ନିଜର ୨୬ ଦିନିଆ ଅନଶନ ଶେଷ କରିବା ପରେ ନିଜର ସଚ୍ଚୋଟତାକୁ ନେଇ ଦୃଢ଼ ଜବାବ ଦେଇଛନ୍ତି । ଏକ ଭିଡିଓ ମାଧ୍ୟମରେ ସେ ଏହି ସୂଚନା ଦେଇଥିବା ଜଣାପଡିଛି ।…
କମର୍ସିଆଲ ଜାହାଜ ଉପରେ ଆକ୍ରମଣ, ଜଣେ ଭାରତୀୟ ନାଗରିକ ମୃତ
ନୂଆଦିଲ୍ଲୀ: ଶୁକ୍ରବାର ଦିନ କମର୍ସିଆଲ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । କମର୍ସିଆଲ ଜାହାଜ…
ସୁନାବେଶ ଓ ଅଧରପଣା ପାଇଁ ଆଜି ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ, ଶ୍ରଦ୍ଧାଳୁଙ୍କ ପାଇଁ ଆରାମଦାୟକ ହେବ ଯାତ୍ରା
ପୁରୀ : ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆରାମଦାୟକ ଓ ନିର୍ବିଘ୍ନ ଯାତ୍ରା କରିବା ସହିତ…