Browsing Category

Special

ଆସନ୍ତାକାଲିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା

ଭୁବନେଶ୍ଵର: ଆପଣ ଯଦି ବୁଲିବା ପାଇଁ ଭିତରକନିକା ଯିବାକୁ ଚିନ୍ତା କରୁଥାନ୍ତି , ତେବେ ଆପଣଂକ ପାଈଁ ଏହି ଖବର ବେଶ୍ ଗୁରୁତ୍ବପୂର୍ଣ୍ଣ । କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ।…

ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ କୁ 6ନେ଼ଇ ଏବେ ସବୁଠି ହାଇ ଆଲର୍ଟ । ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୨ ଜଣ ବ୍ୟକ୍ତି ଏହି ଭାରିଆଣ୍ଟରେ…

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ପୁରୀ ଶଙ୍କରାଚାର୍ଯ୍ୟ: ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ସମାରୋହକୁ ଐତିହାସିକ ବନାଇବାକୁ ଉତ୍ତରପ୍ରଦେଶ ସରକାର ଓ ଅଯୋଧ୍ୟା ପ୍ରଶାସନ ପୁରା ଦମରେ…

ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଆମ ଟିଭି): ରାଜ୍ୟ ସରକାରଙ୍କ ବଡ଼ ଭେଟି । ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାର ଏ ସଂକ୍ରାନ୍ତୀୟ ସରକାରୀ ବିଜ୍ଞପ୍ତି…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ(ଆମ ଟିଭି): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିଲେ ନିଶ୍ଚିତ ଭାବେ ଏହି ଖବର ପଢନ୍ତୁ । ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ତା ୦୩.୦୧.୨୦୨୪ ରିଖ…

ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ

ଭୁବନେଶ୍ୱର(ଆମ ଟିଭି): ଆଉ କଲେଜରେ ନିଶା ପ୍ରବେଶକୁ ଅନୁମତି ମିଳିବନି । ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ । ଶିକ୍ଷାନୁଷ୍ଠାନରେ ନାମ ଲେଖା ବେଳେ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ । ଉଚ୍ଚ…

ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା

ଚିଲିକା (ଆମ ଟିଭି): ପୁଣି ଫସିଲା ଡଙ୍ଗା । ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ମୋଟର ଖରାପ ହେବା ଯୋଗୁଁ ଡଙ୍ଗାଟି ଅଟକି ରହିଥିବା ସୂଚନା ମିଳିଛି । ଡଙ୍ଗାରେ ୨୫ଜଣ ଯାତ୍ରୀ…

ନିଶ୍ଚିତକୋଇଲିରେ ବସ୍ ଦୁର୍ଘଟଣା: ୩ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ନିଶ୍ଚିତକୋଇଲିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ନିଶ୍ଚିତକୋଇଲି ବସ୍-ଟ୍ରକ ମଧ୍ୟରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିଲେ…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ

ବରଗଡ଼: ବରଗଡରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୧୫ତାରିଖରୁ ଆରମ୍ଭ ହେବ। ଏହା ୧୧ଦିନ…

ଜାନୁୟାରୀରେ କମ୍ ରହିବ ଶୀତର ପ୍ରଭାବ

ଭୁବନେଶ୍ୱର: ଗତ କିଛି ଦିନ ହେବ ଶୀତର ପରିମାଣ ବଢିଚାଲିଛି । ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ଆସିଛି ଯେ, ଜାନୁୟାରୀରେ ଶୀତର ପ୍ରଭାବ କମ୍ ରହିବ। ରାତିର ତାପମାତ୍ରା ସ୍ବାଭାବିକଠାରୁ…