Browsing Category

Special

ପୁଣି ବୋରୱେଲ୍ ପଡ଼ିଗଲା ନବଜାତକ: ଉଦ୍ଧାର ପାଇଁ ଉଦ୍ୟମ ଜାରି

ସମ୍ବଲପୁର: ପୁଣି ସାମ୍ନାକୁ ଆସିଲା ବୋରୱେଲ  ଟ୍ରାଜେଡି । ସମ୍ବଲପୁର ଜିଲ୍ଲା  ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆ ଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ…

୧୫ ଫେବୃଆରୀରୁ CBSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ପ୍ରକାଶ ପାଇଲା cbse ବୋର୍ଡ ପରୀକ୍ଷା ତାରିଖ । ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ଡାଟା ଶିଟ ପ୍ରକାଶ ପାଇଛି। ୧୫ ଫେବୃଆରୀ ୨୦୨୪ରୁ ପରୀକ୍ଷା ଆରମ୍ଭ ହେବ।…

ଆଜିଠୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଦେବ ଦିପାବଳୀ

ପୁରୀ (ଆମ ଟିଭି): ଆଜିଠୁ ଆରମ୍ଭ ଦେବ ଦିପାବଳୀ। ଆଜିଠାରୁ ଶ୍ରୀକ୍ଷେତ୍ରରେ ପାଳିତ ହେବ ଦେବ ଦୀପାବଳି । ତିନି ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ । ଆସନ୍ତାକାଲି ବଡଦାଣ୍ଡରେ…

ମହଙ୍ଗା ହେବ ରେଳ ଯାତ୍ରା: ଏକ୍ସପ୍ରେସ ଟ୍ରେନ ରେ ରହିବନି ଜେନେରାଲ ବଗି

ଭୁବନେଶ୍ବର(ଆମ ଟିଭି): ଏଣିକି ମହଙ୍ଗା ହେବ ରେଳ ଯାତ୍ରା । ଟ୍ରେନରେ ଜେନେରାଲ କମ୍ପାର୍ଟମେଣ୍ଟ୍ ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍ । ଚଳିତବର୍ଷଠାରୁ ଆସନ୍ତା ୨ବର୍ଷ ଭିତରେ କେତେକ…

ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ

ନୂଆଦିଲ୍ଲୀ (ଆମ ଟିଭି): ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ଫଟୋରେ ପ୍ରଭୁ ରାମଲାଲା ବିରାଜମାନ ହେବାକୁ ଥିବା…

ଦେଶରେ ପୁଣି ମୁଣ୍ଡ ଟେକିଲାଣି କରୋନା

ନୂଆଦିଲ୍ଲୀ (ଆମ ଟିଭି): ପୁଣି ମୁଣ୍ଡ ଟେକିଲାଣି କାରୋନା । ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ଏବେ ବି ଚିନ୍ତାର କାରଣ ପାଲଟିଛି । ଶୀତ ଋତୁ ଆରମ୍ଭ ହେବା…

ବୌଦ୍ଧରେ ଶେଷ ହେଲା ଆୟକର ବିଭାଗର ଚଢଉ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଟଙ୍କାର ପାହାଡ଼। ଗତ ୬ ତାରିଖରୁ ବୋୖଦ୍ଧ ଜିଲ୍ଲାର ଦୁଇଟି ଶିଳ୍ପ ସଂସ୍ଥା ଉପରେ ଆୟକର ବିଭାଗ ପକ୍ଷରୁ ହୋଇଥିବା ରେଡ଼ ଗତକାଲି ସମ୍ପୂର୍ଣ୍ଣ ହୋଇଛି ।…

ଝରିଗାଁ ଜଗନ୍ନାଥ ମନ୍ଦିର ହୁଣ୍ଡିକୁ ଚୋରି କରିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର (ଆମ ଟିଭି): ଜଗନ୍ନାଥ ମନ୍ଦିରକୁ ବି ଛାଡ଼ିଲେନି ।ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଚୋରି । ନବରଙ୍ଗପୁର ଜିଲ୍ଲା ଝରୀଗାଁ ଜଗନ୍ନାଥ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି…

ଅନୁଗୁଳରେ ହାତୀ ଆକ୍ରମଣରେ ୨ମୃତ

ଭୁବନେଶ୍ୱର (ଆମ ଟିଭି): ପୁଣି ହାତୀଙ୍କ ଆତଙ୍କ । ପୁଣି ହାତୀ ଆକ୍ରମଣରେ ଦୁଇ ମୃତ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ଗତକାଲି ରାତିରେ ହାତୀ…

ବାଲିଷ୍ଟିକ ମିସାଇଲ ଅଗ୍ନି-୧ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ (ଆମ ଟିଭି): ସଫଳ ଭାବେ ଉତକ୍ଷେପଣ ହେଲା ବାଲିଷ୍ଟିକ ମିସାଇଲ। ଓଡ଼ିଶା ଉପକୂଳରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ…