Browsing Category
Special
ଖାନ୍ ସାରଙ୍କୁ ବଡ଼ ଆଶ୍ବସ୍ତି, ଗିରଫଦାରୀ ଉପରେ ରୋକ୍ ଲଗାଇଲେ ଜିଲ୍ଲା ଜଜ୍
ନୂଆଦିଲ୍ଲୀ : ପାଟନା ଜିଲ୍ଲା ଜଜ୍ ଫୈସଲ ଖାନ୍ ଓରଫ ଖାନ୍ ସାରଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ୨ ଜୁନରେ ତାଙ୍କ କୋଚିଂ ଇନଷ୍ଟିଚ୍ୟୁଟରେ ଗୁଳିକାଣ୍ଡ ଘଟାଇବା ଅଭିଯୋଗରେ ଦାୟର!-->…
ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୩ ମୃତ
ପାକିସ୍ତାନ : ପାକିସ୍ତାନ ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଏୟାରଷ୍ଟ୍ରାଇକ୍ କରିଛି । ଯାହାକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ଆରମ୍ଭ କରିଛି । ଏହି ଆକ୍ରମଣରେ ୧୧ ଜଣ ପିଲାଙ୍କ…
ବଢିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା, ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବଢିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା । ଗୃହରକ୍ଷୀଙ୍କ ଦୈନିକ ଭତ୍ତାକୁ ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବର୍ଦ୍ଧିତ ଭତ୍ତା…
ପ୍ରତି ମଙ୍ଗଳବାର ପାଠ କରନ୍ତୁ ଋଣ ମୋଚକ ମଙ୍ଗଳ ସ୍ତୋତ୍ର, ହନୁମାନଙ୍କ କୃପା ମିଳିବା ସହିତ ଦୂର ହେବ ଆର୍ଥିକ ସ୍ଥିତି
ସନାତନ ଧର୍ମ ଅନୁସାରେ ମଙ୍ଗଳବାରକୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ଜୀ ଏବଂ ଗ୍ରହଙ୍କ ସେନାପତି ମଙ୍ଗଳଙ୍କୁ ସମର୍ପିତ । ମଙ୍ଗଳବାରକୁ ବଜରଙ୍ଗବାଲୀଙ୍କ ବିଶେଷ ପୂଜାର୍ଚ୍ଚନାର ନିୟମ ରହିଛି ।…
ମୁମ୍ବାଇର ଏୟାରପୋର୍ଟରୁ ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ୨୯ଟି ବିଦେଶୀ ବନ୍ୟଜନ୍ତୁ, ଯାତ୍ରୀ ଗିରଫ
ମୁମ୍ବାଇ : ବ୍ୟାଙ୍କକରୁ ମୁମ୍ବାଇ ଫେରୁଥିବା ଭାରତୀୟଙ୍କୁ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଅଟକ ରଖିଛି । ତାଙ୍କ ପାଖରେ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ ।…
ଭାଙ୍ଗିଯିବ କି ଟିଏମସି ! ୨୦ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଲେଖିଲେ ଚିଠି
କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ଦଳର ସ୍ଥିତି ଏବେ ଦୋହଲି ଯାଇଛି । ଦଳରେ ବିଦ୍ରୋହ ଆରମ୍ଭ ହୋଇଗଲାଣି । ବିଧାୟକଙ୍କ ପରେ ସାଂସଦମାନେ ଇସ୍ତଫା…
NEET-UG ପରୀକ୍ଷା ପାଇଁ ସୁରକ୍ଷା ଦେବ ଏୟାରଫୋର୍ସ, ପ୍ରଶ୍ନପତ୍ର ନେବ ଭାରତୀୟ ବାୟୁସେନା
ନୂଆଦିଲ୍ଲୀ : NEET-UG ପରୀକ୍ଷାରେ ହେଉଥିବା ଜାଲିଆତି ଏବଂ ପେପର ଲିକକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ…
ପ୍ରକାଶ ପାଇଲା OJEE ୨୦୨୬ର ଫଳାଫଳ
ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮…
ରାଜଧାନୀରେ କାଳବୈଶାଖୀର ତାଣ୍ଡବ, ଘନ ଅନ୍ଧକାର ସହ ଘଡ଼ଘଡ଼ି, ବର୍ଷା ପବନ
ଭୁବନେଶ୍ୱରରେ ଆଜି ମଧ୍ୟ କାଳବୈଶାଖୀ ରଚିଲା ତାଣ୍ଡବ। ରାଜଧାନୀରେ ଚାରିଆଡ଼େ ଘନ ଅନ୍ଧକାର ସହ ଘଡ଼ଘଡ଼ି, ବର୍ଷା ପବନ ଦେଖିବାକୁ ମିଳିଛି। ଗତ କିଛି ଦିନ ଧରି ଅପରାହ୍ଣ ହେବା ମାତ୍ରେ ରାଜ୍ୟର…
ରୋଟାରୀ ଜିଲ୍ଲା ୩୨୬୨ ଆନୁକୂଲ୍ୟରେ ଧଉଳୀ ପାହାଡ଼ର ପାଦ ଦେଶରେ ସ୍ଲୀପିଂ ବୁଦ୍ଧ ସ୍ଥାପନା
"ଆମେ ଯୁଦ୍ଧ ଚାହୁଁନା ଶାନ୍ତି ଚାହୁଁ" ଏହି ବାର୍ତ୍ତାର ପ୍ରଚାର ପାଇଁ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ଧଉଳି ପାହାଡ଼ ପାଦ ଦେଶର ଦୟା ନଦୀଠାରେ ୧୪୦ ଫୁଟ ଲମ୍ବ, ୫୦ ଫୁଟ ଚଉଡା ଏବଂ ୩୭ ଫୁଟ…