Browsing Category

Special

ପୋଲିସ ପରୀକ୍ଷା ଆଶାୟୀଙ୍କ, ପାଟଳିପୁତ୍ର ରେଳଷ୍ଟେସନରେ ତୀବ୍ର ଉତ୍ତେଜନା

ପାଟନା: ବିହାରର ରାଜଧାନୀ ପାଟନାର ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୀବ୍ର ଉତ୍ତେଜନା। ପୋଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା…

ଅଡ଼ୁଆରେ ମମତା, ଭଣଜା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଲା ପୋଲିସ

କୋଲକାତା : ମମତା ବାନାର୍ଜୀ ଏବଂ ତାଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ସମସ୍ୟା କମିବାର ନାଁ ନେଉନି । ଦଳର ବିଦ୍ରୋହ ମଧ୍ୟରେ ଉଭୟ ନେତା ତଦନ୍ତ ଏଜେନ୍ସିଙ୍କ ଟାର୍ଗେଟରେ ଆସିଛନ୍ତି । ଆଜି…

ଆସାମ ଜୋରହାଟରେ ବାୟୁସେନା ବିମାନ କ୍ରାସ୍, ଉଦ୍ଧାର କାର୍ଯ୍ୟ ଜାରି

ଗୌହ୍ବାଟୀ : ଆସାମ ଜୋରହାଟରେ ଖସିପଡ଼ିଲା ବାୟୁସେନା ବିମାନ । ଜୋରହାଟ ଏୟାରବେସରେ ଖସିପଡିଲା AN-32 ବିମାନ । ଅବତରଣ ବେଳେ ବିମାନରେ ନିଆଁ ଲାଗିଯାଇଥିଲା । ଏୟାରବେସରେ ଲ୍ୟାଣ୍ଡିଂ ବେଳେ…

ଗ୍ରାହକଙ୍କୁ ବଡ଼ ଝଟକା, ମହଙ୍ଗା ହେଲା ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ : ଜୁନ୍‌ ମାସର ଭୀଷଣ ଗରମ ମଧ୍ୟରେ ଦିଲ୍ଲୀରେ ବିଦ୍ୟୁତ ମହଙ୍ଗା ହୋଇଛି। ଏବେ ଦିଲ୍ଲୀରେ ପ୍ରତିମାସ ବିଦ୍ୟୁତ ଦର ବଢ଼ିବ। DERC ଙ୍କ ଆଦେଶ ପରେ ବର୍ତ୍ତମାନ ବିଦ୍ୟୁତ ବଣ୍ଟନ…

ଓଡ଼ିଶା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ

ଭୁବନେଶ୍ବର: ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ। ଓଡ଼ିଶା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ…

ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ IPS, IPS ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ ମନୋନୀତ

ଭୁବନେଶ୍ୱର : କେନ୍ଦ୍ରୀୟ ଡିଜି ପଦବୀ ଦୌଡ଼ରେ ଦୁଇ IPS । କେନ୍ଦ୍ରରେ ବଡ଼ ଦାୟିତ୍ୱ ପାଇବେ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ IPS । ଡିଜି ପାହ୍ୟା ପାଇଁ ସୁଧାଂଶୁ ଷଡ଼ଙ୍ଗୀ ଓ ପିଏସ ରଣପିସେ…

ଆଜି ମୋହନ ସରକାରକୁ ୨ ବର୍ଷ ପୁରିଛି, ତିନୋଟି ପ୍ରମୁଖ ପ୍ରକଳ୍ପର ଲୋକାର୍ପଣ, ଭୂମିପୂଜନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୋହନ ସରକାରକୁ ୨ ବର୍ଷ ପୁରିଛି । ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ରାଜ୍ୟରେ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିଲେ । ଏହି…

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ବର: ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଓଡ଼ିଶାରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଲା । ଉତ୍ତର ଓଡ଼ିଶା ଦିଗରୁ ରାଜ୍ୟରେ ପ୍ରବେଶ କଲା ମୌସୁମୀ । ଏନେଇ ଆଞ୍ଚଳିକ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ପୂରିଲା ବର୍ଷେ, ଆଜି ବି ଶୁଖୁନି ପରିବାର ଲୋକଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ମନରୁ ଲିଭୁନି ସେହି କାଳଦିନ । ଆଜିକୁ ବର୍ଷେ ତଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏୟାର ଇଣ୍ଡିଆର AI 171 ବିମାନ । ଉଡ଼ାଣ ଭରୁ ଭରୁ ଦୁର୍ଘଟଣାର ଶିକାର ହୋଇଥିଲା ବିମାନ । ଯାହା ଆଜି…

ଇଣ୍ଡିଗୋ ବିମାନକୁ ବୋମା ଧମକ, ବିମାନ ଉଡ଼ାଣ ରଦ୍ଦ, ଯାଞ୍ଚ ଆରମ୍ଭ

ଲକ୍ଷ୍ନୌ : ଲକ୍ଷ୍ନୌରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ । ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସୀ ଆଲର୍ଟ ହୋଇଯାଇଛି । ଖବର ମୁତାବକ, ଲକ୍ଷ୍ନୌରରୁ ଦିଲ୍ଲୀ ଯାଉଥିବା…