Browsing Category
Special
ଅଶାନ୍ତ LoC ସୁରକ୍ଷା ପଦକ୍ଷେପ ବଢ଼ିଲା, ନିର୍ମାଣ ହେଉଛି ନୂଆ ବଙ୍କର
ନୂଆଦିଲ୍ଲୀ (ଆମ ଟିଭି): ପହଲଗାମରେ ୨୬ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଅତି ବର୍ବରତାର ସହ ଗୁଳିକରି ହତ୍ୟା କରିବା ଏବଂ ଅନେକ ପର୍ଯ୍ୟଟକ ଗୁଳିମାଡ଼ରେ ଆହତ ହେବା ଘଟଣା ଭାରତ-ପାକ୍…
ଅରିଜିତଙ୍କ ପରେ କନସର୍ଟ ବାତିଲ କଲେ ଶ୍ରେୟା ଘୋଷାଲ, ପହଲଗାମରେ ଘଟିଥିବା ଘଟଣାରେ କଲେ ଦୁଃଖପ୍ରକାଶ
ନୂଆଦିଲ୍ଲୀ (ଆମ ଟିଭି): ବଲିଉଡ୍ ର ଲୋକପ୍ରିୟ ଓ ପ୍ରସିଦ୍ଧ ଗାୟିକା ଶ୍ରେୟା ଘୋଷାଲ କଶ୍ମିରରେ ଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୁରଟରେ ତାଙ୍କର ଆଗାମୀ କନସର୍ଟକୁ ବାତିଲ କରିଛନ୍ତି ।…
ମେ’ ୧୫ରୁ ୨୦ ଭିତରେ ପ୍ରକାଶ ପାଇବ +2 ପରୀକ୍ଷା ଫଳ
ଭୁବନେଶ୍ବର (ଆମ ଟିଭି): ଏପ୍ରିଲ ୩୦ରେ ସରିବ ଯୁକ୍ତ ଦୁଇ ଖାତା ଦେଖା। ମେ’ ୧୫ରୁ ୨୦ ଭିତରେ ପ୍ରକାଶ ପାଇବ ପରୀକ୍ଷା ଫଳ। ପୂର୍ବରୁ ଏପ୍ରିଲ ୨୮ରେ ଖାତା ଦେଖା ସାରିବାକୁ ସ୍ଥିର ହୋଇଥିଲା।…
ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ: କଟକ JMFC କୋର୍ଟ ଶୁଣାଇଲେ ରାୟ
କଟକ (ଆମ ଟିଭି): ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ । ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଘରୋଇ ହିଂସା ଅଭିଯୋଗ ମାମଲାରେ କୋର୍ଟଙ୍କ ରାୟ ଆସିଛି । ବର୍ଷାଙ୍କୁ ଭରଣପୋଷଣ କିମ୍ବା…
ଶିମିଳିପାଳରେ ଅଛନ୍ତି ୪୦ ମହାବଳ
ଶିମିଳିପାଳ(ଆମ ଟିଭି): ଶିମିଳିପାଳରେ ଅଛନ୍ତି ୪୦ ମହାବଳ । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି । ଚଳିତ ବର୍ଷ କ୍ୟାମେରା ଟ୍ରାପ୍ ରୁ ଏହା ସ୍ପଷ୍ଟ ହୋଇଛି । ଜିନତ୍ ଓ ଯମୁନା ବ୍ୟତୀତ…
କାଲିଠୁ ପୁଣି କାଳବୈଶାଖୀ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର(ଆମ ଟିଭି): କାଲିଠୁ ପୁଣି କାଳବୈଶାଖୀ । ଆସନ୍ତାକାଲି ଅପରାହ୍ଣରେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି…
୫୨ ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ (ଆମ ଟିଭି): କ୍ରିକେଟ୍ ଦୁନିଆରେ ୨୪ ବର୍ଷ ପର୍ଯ୍ୟନ୍ତ ନିଜ ପତିଆରା ବିସ୍ତାର କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଜି ଜନ୍ମ ଦିନ । ୫୨ ବର୍ଷ ବୟସରେ ପାଦ…
“ପହଲଗାମ ଆତଙ୍କବାଦୀ ଆକ୍ରମଣର ଖୁବ୍ ଶୀଘ୍ର କଡ଼ା ଜବାବ”: ରାଜନାଥ ସିଂହଙ୍କ ଚେତାବନୀ
ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଡ଼ା ଚେତାବନୀ ଦେଇଛନ୍ତି। ସେ…
ପହଲଗାମ ଆକ୍ରମଣରେ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ଜମ୍ମୁ-କାଶ୍ମୀର ସରକାର
ନୂଆଦିଲ୍ଲୀ(ଆମ ଟିଭି): ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଏଥିରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ପାଇଁ ଉମାର ଅବଦୁଲ୍ଲା ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ…
ସରିଛି ରାଜ୍ୟ କ୍ୟାବିନେଟ୍ ବୈଠକ, ୬ଟି ପ୍ରସ୍ତାବ ଉପରେ ମୋହର
ଭୁବନେଶ୍ୱର (ଆମ ଟିଭି): ସରିଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକ ସେବା ଭବନରେ ଅନୁଷ୍ଠିତ ହୋଇଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ୬ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ । …