Browsing Category
State
ଭୁବନେଶ୍ବର ମହାନଗର ନିଗମ ଅଫିସରେ ଗଣ୍ଡଗୋଳ ; ଧାରଣାରେ ବସିଲେ କର୍ମଚାରୀ
ଭୁବନେଶ୍ବର ମହାନଗର ନିଗମ ଅଫିସରେ ଗଣ୍ଡଗୋଳ । ଅଫିସ୍ ଭିତରେ ପଶି କମିସନରଙ୍କୁ ମାଡ଼ ମାରିଥିବା ଅଭିଯୋଗ । ଆଜି ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ଅଫିସ୍ ଭିତରେ ପଶି ବିଏମ୍ସି…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଆଗକୁ ବଡ ବର୍ଷା, ଆଲର୍ଟ ଜାରି…..
ବଙ୍ଗୋପସାଗରରେ ସୃଷ୍ଟି ହେଲା ନୂତନ ଲଘୁଚାପ । ଆଜି ଉତ୍ତର-ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର…
ଶରଧାବାଲି ଅଘଟଣ; ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା
ପୁରୀ ଶରଧାବାଲିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ…
ବଙ୍ଗୋପସାଗର ଓ ଆରବସାଗରରେ ସୃଷ୍ଟି ହେବାକୁ ଯାଉଛି ଦୁଇଟି ଲଘୁଚାପ; ୫ଦିନ ଯାଏ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର (ଆମ ଟିଭି): ପୁଣି ଆସୁଛି ଯୋଡ଼ା ଲଘୁଚାପ । ୫ଦିନ ଯାଏ ରାଜ୍ୟରେ ଅତି ପ୍ରବଳ ବର୍ଷା । ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ଏକ ସମୟରେ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ…
ହେ ପ୍ରଭୃ ଜଗନ୍ନାଥ, ସମସ୍ତଙ୍କୁ କ୍ଷମା କରିଦିଅ……ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର (ଆମ ଟିଭି): ଗତକାଲି ରଥଯାତ୍ରାରେ ଯେପରି ବିଭ୍ରାଟ ହେଲା ତାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ ବର୍ତ୍ତମାନ ମୁମ୍ବାଇର ଏକ ହସପିଟାଲରେ…
ଶରଧାବାଲିରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଆଇନ ମନ୍ତ୍ରୀ
ପୁରୀ (ଆମ ଟିଭି) : ଶରଧାବାଲିରେ ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନମନ୍ତ୍ରୀ…
ଶରଧାବାଲିରେ ଠେଲାପେଲା ଦଳାଚକଟା; ୩ ମୃତ, ୬ ଆହତ
ପୁରୀ (ଆମ ଟିଭି): ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକମାନେ ହେଲେ…
ପବିତ୍ର ରଥଯାତ୍ରାରେ ରିଲିଜ ହେଲା ଅନୁଭବଙ୍କ ଫିଲ୍ମ ‘ଚାରିଧାମ’ର ପ୍ରଥମ ପୋଷ୍ଟର
ଭୁବନେଶ୍ୱର (ଆମ ଟିଭି): ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ରିଲିଜ ହୋଇଛି ଓଡିଆ ଫିଲ୍ମ 'ଚାରିଧାମ-ଏ ଜର୍ନୀ ୱିଦିନ'ର ପ୍ରଥମ ଅଫିସିଆଲ୍ ପୋଷ୍ଟର । ବହୁ ପ୍ରତୀକ୍ଷା ପରେ ଆସିଛି…
ଅନନ୍ତା ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ଉନ୍ମୋଚନ ହେଲା ଅନନ୍ତା ସିନେମାର ର ଚିତ୍ରନାଟ୍ୟ ପୁସ୍ତକ
ଭୁବନେଶ୍ୱର (ଆମ ଟିଭି): ଅନନ୍ତା ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ର ଚିତ୍ରନାଟ୍ୟ ଓ ସଂଳାପ, ଏକ ପୁସ୍ତକ ମାଧ୍ୟମରେ ପ୍ରକାଶିତ ହୋଇଛି l ଯାହାକୁ ମହାରାଜା…
ରାଷ୍ଟ୍ରୀୟ ଲୋକ ଦଳ ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ଅର୍ଗାନାଇଜେସନ୍ ଶ୍ରୀ ତ୍ରିଲୋକ ତ୍ୟାଗୀଙ୍କ ପ୍ରେସମିଟ
ଭୁବନେଶ୍ୱର (ଆମ ଟିଭି): ପବିତ୍ର ରଥଯାତ୍ରା ଉପଲକ୍ଷେ ଆଜି ରାଷ୍ଟ୍ରୀୟ ଲୋକ ଦଳର ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ଅର୍ଗାନାଇଜେସନ୍ ଶ୍ରୀ ତ୍ରିଲୋକ ତ୍ୟାଗୀ ଜୀ ଓଡ଼ିଶା ଆସିଛନ୍ତି ।…