Browsing Category

State

୨ ଦିନ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା (ଆମ ଟିଭି): ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ପର୍ଯ୍ୟଟକଙ୍କ…

ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ । ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେଲା ସେ କ୍ୟାନସରରେ ପୀଡିତ ଥିଲେ…

ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ୬୬ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ତାଙ୍କର…

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ…

ରୋଚକ ମୋଡରେ ନବ ଦାସ ହତ୍ୟା ମାମଲା ; ମୂଳରୁ ଆରମ୍ଭ ହେଲା ତଦନ୍ତ

ନବ ଦାସ ହତ୍ୟାକାଣ୍ଡରେ ଲାଗାତର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ଛାନଭିନ୍ । ତଦନ୍ତକାରୀ ଟିମ୍  ବ୍ରଜରାଜନଗର ଗାନ୍ଧି ଛକ ସ୍ଥିତ କ୍ରାଇମ୍‌ସ୍ପଟ୍‌ରେ ପଂହଚି ସ୍ଥିତି ଅନୁଧ୍ୟାନ କରିଛି ।…

ବିଧାନସଭାରେ ଘଣ୍ଟା ବାଡେଇ, ତୂରୀ ଫୁଙ୍କି କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର (ଆମ ଟିଭି): ଶୁକ୍ରବାର ବିଧାନସଭା ଆରମ୍ଭରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବାଡ଼େଇ କଂଗ୍ରେସର ଜୋରଦାର ପ୍ରତିବାଦ କରିଛି।…

ଓଡ଼ିଶାରେ ୬ ଲକ୍ଷରୁ ଅଧିକ ଲୋକ ଭତ୍ତା ପାଇବାକୁ ଅପେକ୍ଷା କରିଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଅଧୀନରେ ଓଡ଼ିଶାରେ ୬ ଲକ୍ଷରୁ ଅଧିକ ଲୋକ ଭତ୍ତା ଲାଭ ପାଇବାକୁ ଅପେକ୍ଷା କରିଛନ୍ତି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ…

ଜୀ ସାର୍ଥକରେ ମାର୍ଚ୍ଚ ୨୨ରୁ ‘ଦେଖିବା ଟିଭି ଜିତିବା ଇଭି’

ଭୁବନେଶ୍ୱର (ଆମ ଟିଭି): ଓଡିଶାର ନମ୍ବର ୧ ଚ୍ୟାନେଲ ଓ ଘରେ ଘରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ଜୀ ସାର୍ଥକ ସର୍ବଦା ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ମନଛୁଆଁ ଧାରାବାହିକ,…

ମାନିଲେନି ବାଚସ୍ପତିଙ୍କ କଥା, ବିଧାନସଭା ଭିତରେ ବଜାଇଲେ ହୁଇସିଲ

ଭୁବନେଶ୍ୱର (ଆମ ଟିଭି): ବିଧାନସଭା ଭିତରେ ବାଜିଲା ହୁଇସିଲ୍। ବାଚସ୍ପତିଙ୍କ ବାରଣ ସତ୍ତ୍ୱେ ମାନିଲେନି ବିରୋଧୀ ବିଧାୟକ। ନିରନ୍ତର ନାରାବାଜି ଶାହ ଗୃହ ଭିତରେ ବଜେଇଲେ ହୁଇସିଲ୍। ଏବେ…

ପୁରୀ ଷ୍ଟେସନ ନାମ ଶ୍ରୀଜଗନ୍ନାଥ ଧାମରେ ନାମିତ ହେଉ, ସଂସଦରେ ଦାବୀ କଲେ ଶୁଭାଶୀଷ ଖୁଣ୍ଟିଆ

ନୂଆଦିଲ୍ଲୀ(ଆମ ଟିଭି): ପୁରୀ ହେଉଛି ବିଶ୍ବର ଆଧ୍ୟାତ୍ମିକ କ୍ଷେତ୍ରର ପ୍ରମୁଖ କେନ୍ଦ୍ର। ଦେଶର ଚାରି ଧାମ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ ଧାମ। ପ୍ରଭୃ ଜଗନ୍ନାଥ ହେଉଛନ୍ତି ବିଶ୍ବର ଦେବତା।…