Browsing Category
State
ମୁହଁ ଖୋଲିଲେ ଦୀପାଳି ଦାସ, ବିଜେପିରେ ଯୋଗ ଦେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ କହିଲେ….
ଭୁବନେଶ୍ବର (ଆମ ଟିଭି): ଶେଷରେ ମୁହଁ ଖୋଲିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ। ସେ ବିଜେପିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ନିଜେ ମତ ରଖିଛନ୍ତି। ସେ ତାଙ୍କର…
ଏଣିକି ମୋବାଇଲରେ ଜମି ରେଜିଷ୍ଟ୍ରେସନ ପାଇଁ କରିପାରିବେ ସ୍ଲଟ ବୁକିଂ, ମିଳିବ ବହୁ ସୁବିଧା, ଆପ୍ ଲୋକାର୍ପଣ
ଭୁବନେଶ୍ବର (ଆମ ଟିଭି): ବାତ୍ୟା, ବନ୍ୟା ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଖୁବ ସଫଳ। ଗତ ବର୍ଷ ହୋଇଥିବା ବାତ୍ୟା ‘ଦାନା’ ସମୟରେ ଆମେ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ କରିଥିଲୁ। ଆମର…
ପାକିସ୍ତାନକୁ ଜୋରଦାର ଝଟକା! ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକ ଅଧିକାରୀ ନିହତ
୨୦୧୯ ରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ହେପାଜତକୁ ନେଇଥିବା ଦାବି କରିଥିବା ପାକିସ୍ତାନ ସେନାର ମେଜର ମୋଇଜ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ…
ଏମରଜେନ୍ସିର ୫୦ ବର୍ଷ ପୂର୍ତ୍ତିକୁ ନେଇ ନାନା ଅଭିଯୋଗ ଆଣିଲେ ମୋଦି
ଜରୁରୀକାଳୀନ ପରିସ୍ଥିତିକୁ ୫୦ ବର୍ଷ ବିତିଗଲାଣି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟକୁ ମନେ ପକାଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖିଛନ୍ତି, ‘ଆଜି ଜରୁରୀକାଳୀନ…
ଡିଜିପିଙ୍କ ସୂଚନା ସୁରକ୍ଷା ବ୍ୟବସ୍ଥାରେ ୨୦୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ
ଅଣସର ଘରେ ସୁସ୍ଥ ପରେ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି । ଦତ୍ତ ମହାପାତ୍ର ସେବାୟତଙ୍କ ଦ୍ଵାରା ଏହି ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନର…
ଚଳଚ୍ଚିତ୍ର ଅନନ୍ତା ଦେଖି ଟ୍ୟାକ୍ସ ଫ୍ରି ହେବା ଆବଶ୍ୟକ କହିଲେ ବିଧାୟକ ବାବୁ ସିଂ
ଭୁବନେଶ୍ୱର (ଆମ ଟିଭି): ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ଫେରିଛି l ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଯୁବପିଢ଼ିଙ୍କର ଲମ୍ବା ଧାଡି ଲମ୍ବିଛି l ପ୍ରେକ୍ଷାଳୟ ଭିତରେ ବାହାରେ ସବୁଠି…
ଝାରସୁଗୁଡା ରାଜନୀତି ସରଗରମ; ବିଜେପିରେ ଯୋଗଦେବେ କି ଦୀପାଳି ଦାସ ?
ଭୁବନେଶ୍ବର (ଆମ ଟିଭି): ଝାରସୁଗୁଡାର ପୂର୍ବତନ ବିଧାୟିକା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଏଥର ବିଜେପିରେ ଯୋଗ ଦେବେ। କାରଣ ହେଲା ତାଙ୍କ ଉପରେ କେନ୍ଦ୍ର ସରକାର…
ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ କାହିଁକ ଗଲେ ରାଜ୍ୟପାଳ କୁମ୍ଭମପତି, କଣ ରହିଛି କାରଣ?
ଭୁବନେଶ୍ବର (ଆମ ଟିଭି): ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ…
ଓଡ଼ିଶାରେ କଙ୍ଗାରୁ କୋର୍ଟ, ମୁହଁ ଖୋଲିଲେ କଂଗ୍ରେସ ନେତା; କହିଲେ ଦେଶ ସମ୍ବିଧାନରେ ଚାଲିବ
ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କରି ବୁଲାଇଲେ ଆଉ ଆଣ୍ଠେଇ ଆଣ୍ଠେଇ ଗାଁ ବୁଲାଇଲେ । ଘାସ ଖୁଆଇବା ସହିତ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗଞ୍ଜାମ ଧରାକୋଟରେ ଘଟିଥିବା କଙ୍ଗାରୁ…
’ମହାପ୍ରଭୁଙ୍କ ମୋଦକ ଚୋରି ହୋଇନି’ ; ଆଇନ ମନ୍ତ୍ରୀ
ଅଣସର ଘରେ ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହେବା ଘଟଣାରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ମୋଦକ…