Browsing Category

State

ଜଣାପଡିଲା ଶୁଭ ମୁହୂର୍ତ୍ତ, ଖୋଲିବ ରତ୍ନଭଣ୍ଡାର; ମଧ୍ୟାହ୍ନ ୧ଟା ୨୮ରେ ରତ୍ନଭଣ୍ଡାରକୁ ଯିବ ୧୧ ଜଣିଆ ଟିମ୍

ଭୁବନେଶ୍ୱର (ଆମ ଟିଭି): ଜଣାପଡିଲା ଶୁଭ ମୁହୂର୍ତ୍ତ, ଖୋଲିବ ରତ୍ନଭଣ୍ଡାର । ଆଜି ମଧ୍ୟାହ୍ନ ୧ଟା ୨୮ ମିନିଟ୍ ସମୟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ତଦାରଖ କମିଟିର ୧୧ ଜଣିଆ…

ଗୋଟିଏ ସପ୍ତାହରେ ଆସୁଛି ଦୁଇ ଦୁଇଟି ଲଘୁଚାପ । ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ

ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ । ଜୁଲାଇ ୧୫ ତାରିଖ ସୁଦ୍ଧା ପଶ୍ଚିମ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତାକାଲି ବେଳକୁ ଉତର–ପଶ୍ଚିମ ବଙ୍ଗୋପସାଗରରେ…

ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଆଜ୍ଞାମାଳ, ୧ଟାରୁ ଦେଢ଼ଟା ମଧ୍ୟରେ ଶୁଭ ମୁହୂର୍ତ୍ତ

ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିଛି । ସେବାୟତମାନେ ଏହି ଆଜ୍ଞାମାଳ ନେଇ ଶ୍ରୀମନ୍ଦିରର ଅଭିମୁଖେ ଆସୁଥିବା ସୂଚନା ମିଳିଛି । ରତ୍ନ ଭଣ୍ଡାର ଖୋଲିବା…

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି। ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ରାଉରକେଲାବାସୀଙ୍କୁ ଡରାଇଲାଣି ଡେଙ୍ଗୁ । ୧୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ରାଉରକେଲା ବାସୀଙ୍କୁ ଡରାଇଲାଣି ଡେଙ୍ଗୁ। ସେକ୍ଟର ୧୪ ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ସରକାରୀ ମେଡ଼ିକାଲର ତଥ୍ୟ ଅନୁଯାୟୀ ଜାନୁଆରୀରୁ ଏପର୍ୟ୍ୟନ୍ତ ମୋଟ ୧୪ ଜଣ ଡେଙ୍ଗୁରୋଗୀ…

ଭିତରକନିକା ଜାତୀୟ ଉଦ୍ୟାନ ନିକଟରୁ ୧୧୪ ବଉଳା କୁମ୍ଭୀର ବସା ଚିହ୍ନଟ

ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳ ମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୧୪ ଟି ବସା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଭିତରକନିକା ଏସିଏଫ ମାନସ କୁମାର ଦାସଙ୍କ…

ଏସ୍‌ବିଆଇର ନୂତନ ଡିଜିଟାଲ ସେବା

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଡିଜିଟାଲ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ମ୍ୟୁଚୁଆଲ ଫଣ୍ଡ ବଦଳରେ ଅନ୍‌ଲାଇନ ଋଣ ସୁବିଧାର…

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର! ଆଜି ଆସିବ ଏସଓପି

ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ । ତେବେ କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ଆସିବା ପରେ ସ୍ପଷ୍ଟ ହେବ। ସୂଚନାଯୋଗ୍ୟ, ଗତ ୯…

ବାହୁଡା ଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି ,ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ ନେଲା ତିନି ରଥ ।

ହେରାପଞ୍ଚମୀ ନୀତି ପରେ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥର ଦକ୍ଷିଣ ମୋଡ଼। ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ୩ ରଖର ଦକ୍ଷିଣ ମୋଡ଼…

ଚଳିତ ବଜେଟ୍ ପାଇଁ ୧୨ହଜାର ଲୋକଙ୍କ ମତାମତ ନେଲେ ରାଜ୍ୟ ସରକାର , ୨୫ ଅର୍ଥନୈତିକ ବିଶେଷଜ୍ଞ ଦେଇଛନ୍ତି ମୂଲ୍ୟବାନ ମତାମତ…

ବଜେଟକୁ ନେଇ ଶେଷ ହେଲା ସରକାରଙ୍କ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚଳିତ ବଜେଟ ପ୍ରସ୍ତୁତି ପାଇଁ ବୈଠକ ହୋଇଯାଇଛି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମୋହନ…