Browsing Category

State

RDC ସ୍ତରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ! ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଗୁରୁତ୍ୱ ଦେଉଛନ୍ତି ମୋହନ ମାଝୀ

ଭୁବନେଶ୍ଵର (ଆମ ଟିଭି): ବିଜେପି ସରକାରକୁ ଆସିବା ପରେ ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକେ କିପରି ସମସ୍ୟାର…

ଆରମ୍ଭ ହେଲା ଶ୍ରୀଜିଉଙ୍କ ବାହୁଡା ଯାତ୍ରା: ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ

ଭୁବନେଶ୍ଵର (ଆମ ଟିଭି): ଆରମ୍ଭ ହେଲା ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ । ବଳଭଦ୍ରଙ୍କ ରଥ ତାଳଧ୍ୱଜକୁ ଟାଣିନେଉଛନ୍ତି ଭକ୍ତ । ଶ୍ରୀମନ୍ଦିର…

ଭାଇ, ଭଉଣୀଙ୍କ ପରେ ରଥରେ ବିରାଜିଲେ କାଳିଆ ଠାକୁର

ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ; ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତରପଶ୍ଚିମ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ।…

ରଥରେ ଚଢ଼ିଥିବା ଅଣସେବାୟତଙ୍କୁ ହାତଧରି ଟାଣି ଆଣିଲେ ମୁଖ୍ୟ ପ୍ରଶାସକ

ସେବାୟତ ବେଶରେ ଜଣେ ଅଣସେବାୟତ ରଥରେ ଚଢ଼ିବା ଘଟଣା ସୋମବାର ବାହୁଡ଼ାଯାତ୍ରା ସମୟରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ରଥ ଉପରେ ଚଢ଼ିଥିବା ଜଣେ ଅଣ…

ଭିନ୍ନ ସ୍ୱାଦର ଚଳଚ୍ଚିତ୍ର “କାନତରାଟି” ର ଶୁଭ ମହୁରତ

ଭୁବନେଶ୍ଵର (ଆମ ଟିଭି): ଏସ.ଏମ ଏଣ୍ଟରଟେନମେଣ୍ଟ ଏବଂ ଆମର ଷ୍ଟୁଡିଓଜ୍ ର ପ୍ରଥମ ଅବଦାନ, ଚଳଚ୍ଚିତ୍ର - "କାନତରାଟି" 'ଦ କଣ୍ଟ୍ରାକ୍ଟର' ର ଶୁଭ ମହୁରତ ଭୁବନେଶ୍ୱର କୋଳଥିଆ ସ୍ଥିତ ଜଗନ୍ନାଥ…

ଖୋଲିବ ରତ୍ନଭଣ୍ଡାର: ଜିଲାପାଳ କହିଲେ-”ମୋ ପାଖରେ ଚାବି ନାହିଁ”

ଭୁବନେଶ୍ୱର (ଆମ ଟିଭି):  ସରକାରଙ୍କ ନିଷ୍ପତ୍ତି କ୍ରମେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସି ସାରିଛି।…

ଜଣାପଡିଲା ଶୁଭ ମୁହୂର୍ତ୍ତ, ଖୋଲିବ ରତ୍ନଭଣ୍ଡାର; ମଧ୍ୟାହ୍ନ ୧ଟା ୨୮ରେ ରତ୍ନଭଣ୍ଡାରକୁ ଯିବ ୧୧ ଜଣିଆ ଟିମ୍

ଭୁବନେଶ୍ୱର (ଆମ ଟିଭି): ଜଣାପଡିଲା ଶୁଭ ମୁହୂର୍ତ୍ତ, ଖୋଲିବ ରତ୍ନଭଣ୍ଡାର । ଆଜି ମଧ୍ୟାହ୍ନ ୧ଟା ୨୮ ମିନିଟ୍ ସମୟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ତଦାରଖ କମିଟିର ୧୧ ଜଣିଆ…

ଗୋଟିଏ ସପ୍ତାହରେ ଆସୁଛି ଦୁଇ ଦୁଇଟି ଲଘୁଚାପ । ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ

ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ । ଜୁଲାଇ ୧୫ ତାରିଖ ସୁଦ୍ଧା ପଶ୍ଚିମ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତାକାଲି ବେଳକୁ ଉତର–ପଶ୍ଚିମ ବଙ୍ଗୋପସାଗରରେ…

ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଆଜ୍ଞାମାଳ, ୧ଟାରୁ ଦେଢ଼ଟା ମଧ୍ୟରେ ଶୁଭ ମୁହୂର୍ତ୍ତ

ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିଛି । ସେବାୟତମାନେ ଏହି ଆଜ୍ଞାମାଳ ନେଇ ଶ୍ରୀମନ୍ଦିରର ଅଭିମୁଖେ ଆସୁଥିବା ସୂଚନା ମିଳିଛି । ରତ୍ନ ଭଣ୍ଡାର ଖୋଲିବା…