Browsing Category
State
ବିଜେଡିରେ ଅଛନ୍ତି ୧୦୦ରୁ ଉର୍ଦ୍ଧ୍ବ ବିଭୀଷଣ: ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ୱର (ଆମ ଟିଭି): ବିଜେଡିରେ ଅଛନ୍ତି ୧୦୦ରୁ ଉର୍ଦ୍ଧ୍ବ ବିଭୀଷଣ । ବିଜେଡିର ୮୦ ପ୍ରତିଶତ ନେତୃତ୍ବ ଦଳ ଛାଡ଼ିବା ପାଇଁ ମାନସିକସ୍ତରରେ ପ୍ରସ୍ତୁତ ଅଛନ୍ତି ।
ବିଜେଡିର ଯେଉଁ…
ଯନ୍ତ୍ରୀଙ୍କ ତ୍ରୁଟି ପାଇଁ ବିଜୁଳି କଟ ହେଉଛି,ଶକ୍ତି ମନ୍ତ୍ରୀ
ଭୁବନେଶ୍ୱର: ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଜୁଳି କାଟ ହେଉଛି। ପାୱାରକଟ ଶବ୍ଦ ବ୍ୟବହାର କରିବା ଭୁଲ। ପାୱାର କଟ ଅର୍ଥ ଆମ ପାଖରେ ଆବଶ୍ୟକତା ଠାରୁ କମ ପାୱାର ଅଛି। ଲୋକଙ୍କୁ…
ମୂର୍ଚ୍ଛନାର ୧୯ତମ ବାର୍ଷିକୋତ୍ସକ ଓ ସଂଗୀତ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର(ଆମ ଟିଭି): ସଂଗୀତକାର ଅଭିଜିତ୍ ମଜୁମଦାର ଓ ଗୀତିକାର ଶ୍ରୀମତୀ ଗୀତା ଖୁଣ୍ଟିଆଙ୍କୁ ‘ମୂର୍ଚ୍ଛନା ସମ୍ମାନ-୨୦୨୩’ ଓ ଆଜୀବନ ସାଧନା ପାଇଁ ଶ୍ରୀମତୀ ଗୀତା ପଟ୍ଟନାୟକଙ୍କୁ‘ ଆଜୀବନ…
ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟ
ଭୁବନେଶ୍ୱର(ଆମ ଟିଭି): କ୍ରୀଡାର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହାରି ଭିତରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି, ତାହା ହେଲା, ଆସନ୍ତା ଶିକ୍ଷାବର୍ଷରୁ…
ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ୧୦ ଲକ୍ଷ
ଭୁବନେଶ୍ୱର(ଆମ ଟିଭି): ରାଜ୍ୟ ସରକାରଙ୍କ ବଡ ଘୋଷଣା । ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି…
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ
ଭୁବନେଶ୍ୱର, : ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯିବ । ଚଳିତ ଶିକ୍ଷା ବର୍ଷ (୨୦୨୩-୨୪)ରୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା ଆରମ୍ଭ ହେବ ।…
ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି…
ବଢିବ +୨ ସିଟ୍
ଭୁବନେଶ୍ୱର (ଆମ ଟିଭି): ମାଟ୍ରିକ ପରୀକ୍ଷାରେ ବିପୁଳ ମାତ୍ରାରେ ସଫଳତା ପରେ +୨ରେ ବର୍ତ୍ତମାନ ବଢିବ ସିଟ୍ । ସେଥିପାଇଁ ଯୁକ୍ତ ଦୁଇ ସିଟ ସଂଖ୍ୟାରେ ବୃଦ୍ଧି ହେବ ବୋଲି କହିଛନ୍ତି ବିଦ୍ୟାଳୟ…
ଏଣିକି ସବୁ ବ୍ଲକରେ ମିଳିବ ୪ଜି ସେବା
ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଏଣିକି ସବୁଠି ଉପଲବ୍ଧ ହେବ ୪ଜି ସେବା । ପ୍ରତି ବ୍ଲକରେ କରାଯିବ ୨ଟି ମୋ ସେବା କେନ୍ଦ୍ର। OSWAS ଜରିଆରେ କାମ କରୁଛନ୍ତି…
ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପୁଣି ସିବିଆଇ ତଦନ୍ତ ଦାବି କଲା ବିଜେପି
ଭୁବନେଶ୍ୱର (ଆମ ଟିଭି): ନବଦାସ ମୃତ୍ୟୁ ଘଟଣାକୁ ନେଇ ପୁଣି ସରକାରଙ୍କୁ ଘେରିଲା ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଗୋପାଳକୁ ଖସାଇବାକୁ ହେଉଛି ଉଦ୍ୟମ । ଗୋପାଳର…