Browsing Category
State
ଭୁବନେଶ୍ୱରରେ ରାଜଭବନ ଘେରିଲା ବିଜେପି
ଭୁବନେଶ୍ୱର (ଆମ ଟିଭି): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ଓ ରାଜ୍ୟର ଆନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ରାଜଧାନୀରେ ବିକ୍ଷୋଭ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଗାଦି ଛାଡ, ମନ୍ତ୍ରୀ…
ରାଜ୍ୟରେ ପ୍ରତିଷ୍ଠା ହେବ ୧୦୦୦ ଶୀତଳ ଭଣ୍ଡାର: କୃଷି ସଚିବ
ଭୁବନେଶ୍ୱର (ଆମ ଟିଭି): ଫସଲକୁ ସୁରକ୍ଷିତ ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରକାର । ଋତୁକାଳୀନ ଫସଲକୁ ସୁରକ୍ଷିତ ରଖିବାକୁ ରାଜ୍ୟରେ ପ୍ରତିଷ୍ଠା ହେବ ୧୦୦୦ ଶୀତଳ ଭଣ୍ଡାର । ଏଥିରେ ୧୦ରୁ ୧୫…
ନବଙ୍କ ହତ୍ୟାକୁ ନେଇ ଏମିତି କହିଲେ ବିଜୟ ମହାପାତ୍ର
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି…
ବିଜେଡ଼ି ନେତାଙ୍କୁ ଟାର୍ଗେଟ କରି ଏମିତି କହିଲେ କଂଗ୍ରେସ ପ୍ରଭାରୀ
ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଲେ ବିରୋଧୀ। କଂଗ୍ରେସ ପ୍ରଭାରୀ ଚେଲା କୁମାର ଓ ବିଜେପି ନେତା ପ୍ରଦୀପ ପୁରୋହିତ ବିଜେଡି ନେତାମାନଙ୍କୁ…
ପୋଲିସ କର୍ମଚାରୀଙ୍କୁ ଫିଟ୍ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର (ଆମ ଟିଭି): ସମସ୍ତ ପୋଲିସ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ । ଫିଟ୍ ରୁହ । ସମସ୍ତ ପୋଲିସ କର୍ମଚାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିୟମିତ ବାୟାମ କରିବାକୁ…
୨୦ରେ ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର (ଆମ ଟିଭି): ୨୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ । ବିଧାନସଭା ବଜେଟ ଅଧିବେଶନ ପାଇଁ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ…
ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଚେଲା କୁମାର
ଭୁବନେଶ୍ୱର (ଆମ ଟିଭି): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏହାରି ଭିତରେ ଏହି ଘଟଣାକୁ ୧୮ ଦିନ ବିତିଲାଣି । କିନ୍ତୁ ଏପର୍ୟ୍ୟନ୍ତ ତାଙ୍କୁ…
ବିଆରଏସରେ ମିଶିପାରନ୍ତି ବିଜୟ ମହାପାତ୍ର
ଭୁବନେଶ୍ୱର (ଆମ ଟିଭି): ବିଆରଏସରେ ମିଶିବେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ଏହି ଚର୍ଚ୍ଚାକୁ ଆଜି ଖୋରାକ୍ ଯୋଗାଇଛି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଆରଏସ୍ ନେତା ଭେଟିବା।…
ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା
ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ ଆରମ୍ଭ ସିବିଏସଇ ପରୀକ୍ଷା । ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ଆଜିଠୁ ଥିଓରୀ ପରୀକ୍ଷା ଆରମ୍ଭ ହେଉଥିବାରୁ ବୋର୍ଡ ପକ୍ଷରୁ ସମସ୍ତ…
ଆଇଏଏସ ସମ୍ମିଳନୀକୁ ଉଦଘାଟନ କଲେ, ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦୁଇ ଦିନିଆ ଆଇଏଏସ ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ନୂତନ ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ଆହ୍ବାନ ଦେଇଛନ୍ତି।…