Browsing Category

State

ଦିଲ୍ଲୀରୁ ସିମଲା ସିଫ୍ଟ ହେଲା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ୧୭୫ ବର୍ଷ ପୁରୁଣା ଘରେ ରହିବେ ରାଷ୍ଟ୍ରପତି

ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ…

ଆଗୁଆ ହେବ ସ୍କୁଲ ଖରା ଛୁଟି, ଖରାଛୁଟି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା

ଆଗୁଆ ହେବ ସ୍କୁଲ ଖରା ଛୁଟି । ଦିନେ ଦୁଇ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି । ରାଜସ୍ବ ବିଭାଗ ଓ ଗଣଶିକ୍ଷା ବିଭାଗ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଗଣଶିକ୍ଷା ବିଭାଗ, ରାଜସ୍ବ…

ମେ ୧୫ରୁ CBSE ଦ୍ବିତୀୟ ବୋର୍ଡ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ପାଇଁ ତାରିଖ ପତ୍ର ପ୍ରକାଶ କରିଛି। ମେ ୧୫ ତାରିଖରୁ CBSE ଦ୍ବିତୀୟ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ମେ ୧୫ରୁ…

ସରିଲା କ୍ୟାବିନେଟ ବୈଠକ, ୮ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର : ସରିଲା କ୍ୟାବିନେଟ ବୈଠକ ୮ଟି ପ୍ରସ୍ତାବରେ ବାଜିଲା ମୋହର । ଶିଳ୍ପରୁ ଆରମ୍ଭ କରି ଡିଜିଟାଲ୍ ଗଭର୍ନାନ୍ସ, ପରିବହନରୁ ଲୋକସେବା ସମସ୍ତ କ୍ଷେତ୍ରରେ ନିଆଯାଇଛି ପଦକ୍ଷେପ।…

ଭିସୁଟରେ ପୁଣି ରାଗିଂ ଅଭିଯୋଗ, ୪ ଜଣ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା ଭିସୁଟ କତ୍ତୃର୍ପକ୍ଷ

ସମ୍ବଲପୁର : ଭିସୁଟରେ ପୁଣି ରାଗିଂ ଅଭିଯୋଗ । ସମ୍ବଲପୁର ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ସିନିଅର ଛାତ୍ରଙ୍କୁ ଗଠନ…

ମାଓଗଡ଼ରେ କ୍ରିକେଟ୍ ଗଡ୍ ସଚିନ ତେନ୍ଦୁଲକର, କ୍ରୀଡା ବିପ୍ଳବର ମୂଳଦୁଆ ପକାଇଥିଲେ

ମାଲକାନଗିରି: ମାଓଗଡ଼ରେ କ୍ରିକେଟ୍ ଗଡ୍ ସଚିନ ତେନ୍ଦୁଲକର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାର ଛିନ୍ଦନାର ଗାଁରେ ସପରିବାରେ ପହଞ୍ଚିଛନ୍ତି ତେନ୍ଦୁଲକର । ସେଠାରେ ଏକ…

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

ଭୁବନେଶ୍ବର: ପୁଣି ନୂଆ ୧୦ଟି ରୁଟ୍ରେ ବିମାନ ଉଡ଼ାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ୪ଟି ନୂଆ ରୁଟ୍ ବଛାଯାଇଛି। ତିରୁପତି, ସୁରତ,…

ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁର୍ନଗଠନ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁର୍ନଗଠନ କରିଛନ୍ତି । ମୁଖ୍ୟ ଶାସନ ସଚିବ ବୋର୍ଡର ଅଧ୍ୟକ୍ଷ ରହିବେ । ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ…

ଓଡ଼ିଶାର ଶ୍ରୀୟା ଲେଙ୍କାଙ୍କୁ ପ୍ରଶଂସା କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି

ଦକ୍ଷିଣ କୋରିଆର ରାଷ୍ଟ୍ରପତି ତାଙ୍କର ତିନି ଦିନିଆ ଭାରତ ଗସ୍ତ ସମୟରେ ଜଣେ ଓଡ଼ିଶା ଝିଅଙ୍କ ପ୍ରେରଣାଦାୟକ ଯାତ୍ରା ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ଓଡ଼ିଶା ଫେରିଲା ପୋସ୍କୋ; JSW ମିଳିତ ଉଦ୍ୟମରେ ହେବ ଦୁଇଟି ବଡ଼ ଇସ୍ପାତ କାରଖାନା

ପୁଣିଥରେ ରାଜ୍ୟକୁ ଫେରିଛି ପୋସ୍କୋ।  JSW Steel ସହ ପୋସ୍କୋର ମିଳିତ ଉଦ୍ୟମରେ ଦୁଇଟି ବଡ଼ ଇସ୍ପାତ କାରଖାନା ସ୍ଥାପନର ପଥ ସ୍ପଷ୍ଟ ହୋଇଛି। ଢେଙ୍କାନାଳ ଓ କେନ୍ଦୁଝରରେ ଏହି ମେଗା ପ୍ରକଳ୍ପ…