ଷ୍ଟାଇଲନ୍ ମେକଓଭର ୟୁନିସେକ୍ସ ସେଲୁନ ର ଶୁଭ ଉଦଘାଟନ*

0

ଭୁବନେଶ୍ୱର: ସିଟି ଓମେନ୍ସ କଲେଜ/ ସିଟି ମହିଳା ମହାବିଦ୍ୟାଳୟ ପାଖ ସୌଭାଗ୍ୟ ନଗର ଠାରେ ଷ୍ଟାଇଲନ୍ ମେକଓଭର ୟୁନିସେକ୍ସ ସେଲୁନ ର ଶୁଭ ଉଦଘାଟନ ହୋଇଯାଇଛି । ଏହି ଷ୍ଟାଇଲନ୍ ମେକଓଭର ସେଲୁନ ର ଶୁଭ ଉଦଘାଟନୀ ଉତ୍ସବ ରେ ଓଲିଉଡ଼ ର ଦୁଇ ଷ୍ଟାର ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଷ୍ଟାଇଲନ୍ ରାଜଧାନୀ ର ଏକ ଅଗ୍ରଣୀ ସେଲୁନ ଯୋଉଠି ଆପଣ ପାଇପାରିବେ ଉଚ୍ଚ ମାନର ସର୍ଭିସ ତାହା ପୁଣି ସୁଲଭ ମୂଲ୍ୟରେ । ସକାଳ ୮ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସମସ୍ତ ସର୍ଭିସ ଉପରେ ରହିଛି ପଚାଶ ପ୍ରତିଶତ ରିହାତି ।

ଷ୍ଟାଇଲନ୍ ର ମାଲିକ ଶ୍ରୀମତୀ ପ୍ରିୟଙ୍କା ପଣ୍ଡା ଏବଂ ପ୍ରବୀନ ଆଚାର୍ଯ୍ୟ ଙ୍କ କହିବା କଥା ରାଜଧାନୀ ଅନେକ ୟୁନିସେକ୍ସ ସେଲୁନ ରହିଛି ଯଦିଓ ଷ୍ଟାଇଲନ୍ ଭିନ୍ନ । ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ କର୍ମଚାରୀ ଙ୍କୁ ନେଇ ଗଢି ଉଠିଛି ଷ୍ଟାଇଲନ୍ ମେକଓଭର । ସେଲିବ୍ରିଟି ଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସବୁ ପ୍ରକାରର ସୁବିଧା ରହିଛି । ଯିଏ ଥରେ ଆସିବେ ସେ ନିଶ୍ଚିତ ଭାବେ ଉପକୃତ ହେବେ ଏବଂ ପ୍ରଶଂସା ମଧ୍ୟ କରିବେ
ସବ୍ୟ ଅର୍ଚ୍ଚିତା ଷ୍ଟାଇଲନ୍ ର ଶୁଭ ଉଦଘାଟନୀ ଉତ୍ସବ ରେ ଯୋଗଦେଇ ଷ୍ଟାଇଲନ୍ ସେଲୁନ ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଆଗକୁ ରଜ ଅଛି ତେଣୁ ଏହି ପାର୍ଲର କୁ ଆସି ସୁଯୋଗ ନେବାକୁ କହିଥିଲେ ।

Leave A Reply

Your email address will not be published.