ବଦଳିବ ନନ୍ଦନକାନନର ରୂପରେଖ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ କରାଯିବ। ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହାକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ…

ସାରା ରାଜ୍ୟ ଛୁଇଁଲା ମୌସୁମୀ, କେତେକ ସ୍ଥାନରେ ଲାଗିରହିଛି ବର୍ଷା

ଭୁବନେଶ୍ବର : ଆଜି ସାରା ରାଜ୍ୟ‌କୁ ମୌସୁମୀ ଛୁଇଁଛି। ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ…

ବାହାରିଲା ଆଡ଼ପ ଅବଢା

ପୁରୀ(ଆମ ଟିଭି): ଆଜି ବାହାରିଛି ଆଡ଼ପ ଅବଢ଼ା । ଏହି ଆଡ଼ପ ଅବଢ଼ାକୁ ସମସ୍ତେ ଅପେକ୍ଷା କରିରହିଥିଲେ। କୁହାଯାଏ ଏଇ ଆଡ଼ପ ଅବଢ଼ାରୁ କାଣିଚିଏ ପ୍ରାପ୍ତି ହେଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ।…

ଭିଜିଲାନ୍ସ ଜାଲରେ କୋଟିପତି ବାବୁ

ଭୁବନେଶ୍ୱର (ଆମ ଟିଭି): ଭିଜିଲାନ୍ସ ଜାଲରେ କୋଟିପତି ବାବୁ । ପାଖାପାଖି ୨ କୋଟିରୁ ଉର୍ଦ୍ଧ ଟଙ୍କା ଜବତ ହୋଇଥିବା ମିଳିଛି ସୂଚନା । ଏହି କୋଟିପତି ବାବୁ ହେଉଛନ୍ତି ନବରଙ୍ଗପୁର ଉପଜିଲ୍ଲାପାଳ…

ଜେଲ୍ ଯିବେ ଆବାସ କେଳେଙ୍କାରୀର ଭଷ୍ଟ୍ରାଚାର

ଭବାନୀପାଟଣା(ଆମ ଟିଭି): ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲେ ଜେପି ନଡ୍ଡା । ଭଷ୍ଟାଚାର ଓ ଦୁର୍ନିତିରେ ଓଡିଶା ଆଗକୁ ବଢିଛି । ଓଡିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି ହେଲେ…

୨୩ବର୍ଷର ସରକାର ହେଲେ ଓଡିଶା ପଛୁଆ ରାଜ୍ୟ

ଭବାନୀପାଟଣା(ଆମ ଟିଭି): ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ଜେପି ନଡ୍ଡା । ଭବାନୀପାଟଣାରେ ବିଜେପିର ମହା ଜନସମ୍ପର୍କ ଅଭିଯାନ ସଭାରେ ରାଜ୍ୟ ସରକାରଙ୍କୁ ନେଇ ଉଠାଇଛନ୍ତି ଏକାଧିକ…

ବିରୋଧୀ ଦଳ ବୈଠକରେ ନୀତିଙ୍କୁ ମିଳିବ ଗୁଗୁଦାୟିତ୍ୱ !

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ଅଣ ବିଜେପି ମେଣ୍ଟ ଗଠନ ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ମୁତାବକ ଆଜି ବିହାରର ପାଟନାରେ ପ୍ରଥମ ବୈଠକ ଜାରି ରହିଛି । ବିହାର…

ଜଗନ୍ନାଥଙ୍କ ନାଁରେ ଲୁଟ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଚାଲିଛି ମହା ଠକେଇ। ମୋବାଇଲ୍‌ ଆପ୍‌ ଜରିଆରେ ମହାପ୍ରଭୁଙ୍କ ପାଖରେ ଅନଲାଇନ ପୂଜା କରିବା ପାଇଁ ମାସିକିଆ ଚାନ୍ଦା ଆଦାୟ କରୁଛି 'ଉତ୍ସବ' ନାମକ ଏକ…

ବିରୋଧୀ ଏତକା ବୈଠକକୁ କଟାକ୍ଷ କଲେ ଶାହା

୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ୧୫ରୁ ଅଧିକ ବିରୋଧୀ ଦଳ ଆଜି ବିହାରର ପାଟନାରେ ଏକାଠି ହୋଇଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟିକେ ବ୍ୟଙ୍ଗ କରି…

ଜାମ୍ମୁ ଓ କାଶ୍ମୀରରେ ୪ ଅନୁପ୍ରବେଶ କାରିଙ୍କୁ ନିପାତ କଲା ସେନା

ଶ୍ରୀନଗର: ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୪ଜଣ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ୍‌ ସେକ୍ଟର୍‌ରେ ନିହତ ହୋଇଥିବା…