କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି। ଗୋଟିଏ ଭୋଟ୍‌…

ଭାରତ ପହଞ୍ଚିଲା ଜଗ ଲଡକି, ରହିଛି ୮୦ ହଜାର ଟନ୍ କଞ୍ଚା ତେଲ

ନୂଆଦିଲ୍ଲୀ : ଭାରତୀୟ ପତାକା ଥିବା ଜାହାଜ ଜଗ୍ ଲଡକି ସୁରକ୍ଷିତ ଭାବେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଜଗ୍ ଲଡକି ଏକ ତୈଳ ଟ୍ୟାଙ୍କର୍ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ୮୦…

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ରେଳବାଇ (ଆଇ. ଆର.) ସମାଜର ସମସ୍ତ ବର୍ଗଙ୍କୁ ସୁଲଭ, ଉତ୍ତମ ମାନର ସେବା ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛି। ଯାତ୍ରୀମାନଙ୍କ ଯାତ୍ରା ଅଭିଜ୍ଞତାରେ ଉନ୍ନତି ଆଣିବା…

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତର ଯୁବରାଜ ଶେଖ୍ ସବାହ୍ ଅଲ୍-ଖାଲିଦ୍ ଅଲ୍-ହମାଦ୍ ଅଲ୍-ମୁବାରକ୍ ଅଲ୍-ସବାହଙ୍କ ସହ ଆଲୋଚନା କରି ଶୁଭେଚ୍ଛା ଜଣାଇବା ସହିତ ଆଞ୍ଚଳିକ…

ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚୈତ୍ର ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି। ନବରାତ୍ରିର ପ୍ରଥମ ଦିନରେ ଦେବୀ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ପ୍ରତ୍ୟୁଷରୁ ଦିଲ୍ଲୀର ପ୍ରସିଦ୍ଧ ପ୍ରାଚୀନ ମନ୍ଦିରଗୁଡ଼ିକରେ…

ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡଃ ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ଦାଶରଥି ଗମାଙ୍ଗ ଓ ସୋଫିଆ…

ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଆଜିଠୁ ଆରମ୍ଭ ମାଟ୍ରିକ୍ ଖାତାଦେଖା। ସବଜେକ୍ଟିଭ୍ ପେପର୍ ଦେଖିବେ ନୀରିକ୍ଷକ। ରାଜ୍ୟରେ ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ସେଥିପାଇଁ ୧୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଛି।…

ଏବେ ବି ପାଣ୍ଡିଆନଙ୍କ କବ୍‌ଜାରେ ରହିଛି ବିଜେଡି: ଦେବୀ ରଂଜନ ତ୍ରିପାଠୀ

ଆଜି ବର୍ଷିଛନ୍ତି ବିଜେଡି ନେତା ଦେବୀ ରଞ୍ଜନ ତ୍ରିପାଠୀ। ଏବେ ବି ପାଣ୍ଡିଆନଙ୍କ କବ୍‌ଜାରେ ବିଜେଡି କହି ବର୍ଷିଲେ ଦେବୀ ରଞ୍ଜନ ତ୍ରିପାଠୀ । ଏହା ସହ ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ…

ପୁଣି ଅଳ୍ପକେ ବର୍ତ୍ତିଲା କଟକ ବଡ଼ ମେଡିକାଲ, ନନ ଟ୍ରମା କାଜୁଆଲଟିରେ ନିଆଁ

କଟକ: କଟକ ବଡ଼ ମେଡିକାଲ ନନ ଟ୍ରମା କାଜୁଆଲଟିରେ ପୁଣି ନିଆଁ । ସର୍ଟସର୍କିଟ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ରୋଗୀ । ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ ।…

ବଢ଼ୁଛି ଗରମ – ଡିହାଇଡ୍ରେସନ ଓ ଡାଇରିଆ ଆଶଙ୍କା! କିପରି ରହିବେ ସତର୍କ?

ରାଜ୍ୟରେ ଉପରମୁହାଁ ପାରଦ। ମାର୍ଚ୍ଚ ମାସ ଅଧା ନ ହେଉଣୁ ଓଡ଼ିଶାରେ କଲବଲ କରୁଛି ଖରା। ଅତ୍ୟଧିକ ଗରମ ହେବା ଫଳରେ ଲୋକମାନଙ୍କ ମଧ୍ୟରେ ଡିହାଇଡ୍ରେସନ (ଶରୀରରେ ଜଳ ଅଭାବ) ଓ ଡାଇରିଆ ଭଳି…