ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

ନୂଆଦିଲ୍ଲୀ: ଦି ହଣ୍ଡ୍ରେଡ୍ ଲିଗରେ ପାକିସ୍ତାନୀ ସ୍ପିନର ଅବରାର ଅହମ୍ମଦଙ୍କୁ କାବ୍ୟା ମାରନଙ୍କ ସନରାଇଜର୍ସ ଲିଡସ ଦ୍ୱାରା ସାମିଲ କରାଯାଇଛି। ଯାହାକୁ ନେଇ ବିରୋଧ ଜାରି ରହିଛି ଏବଂ ସୋସିଆଲ…

ଇରାନରେ ଫସି ରହିଛନ୍ତି ୯୦୦୦ ଭାରତୀୟ: ଏମଇଏ

ଇରାନରେ ଫସି ରହିଛନ୍ତି ଭାରତୀୟ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଦିନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ଅନେକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ବିରୋଧୀଙ୍କ ନୋଟିସ୍

ରାଜନୈତିକ ଦଳଗୁଡ଼ିକ ପ୍ରତି ପକ୍ଷପାତପୂର୍ଣ୍ଣ ବ୍ୟବହାର କରୁଥିବା ଅଭିଯୋଗରେ ବିଭିନ୍ନ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ପଦରୁ ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ପାଇଁ…

ଆରମ୍ଭରୁ ରାଜ୍ୟରେ ଅସମ୍ଭାଳ ତାତି; ୪୦ ଡିଗ୍ରୀ ଛୁଇଁବ ପାରଦ

ଗ୍ରୀଷ୍ମ ଆରମ୍ଭରୁ ଏବେ ତାତି ଅସମ୍ଭାଳ ହେଲାଣି। ସାରା ଓଡ଼ିଶାରେ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବା ସହିତ ଗରମ ପରିସ୍ଥିତି ତୀବ୍ର ହେବାରେ ଲାଗିଛି। ପାରଦ ଏବେ ୪୦°C ପାଖାପାଖି…

ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ଦିଆଯିବ ଶାରୀରିକ ଶିକ୍ଷା: ନିତ୍ୟାନନ୍ଦ ଗଣ୍ଡ

ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା । ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ସୁସ୍ଥ ରହିବା ଓ ଶାରୀରିକ ଶିକ୍ଷା ଦିଆଯିବ । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ…

ଓଡ଼ିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗ ସୁଦୃଢ଼ ​​ପାଇଁ ୨,୨୨୯ କୋଟି ଟଙ୍କା

କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ଯୋଗାଯୋଗ ଏବଂ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ଗତକାଲି ରାଜ୍ୟ ସଭାରେ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ସଂଯୋଗ ବିସ୍ତାର ପାଇଁ…

ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ରହିଛନ୍ତି ୬ ଲକ୍ଷ ବ୍ୟକ୍ତି: ନିତ୍ୟାନନ୍ଦ ଗଣ୍ଡ

ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ରହିଛନ୍ତି ୬ ଲକ୍ଷ ବ୍ୟକ୍ତି। ରାଜ୍ୟରେ ଏବେ ୬ ଲକ୍ଷ ୩୬ ହଜାର ୮୫୮ ଜଣ ଆବେଦନକାରୀ ଭତ୍ତା ଅପେକ୍ଷାରେ ଅଛନ୍ତି। ଏନେଇ ଗୃହରେ ବିଧାୟକ ମାନସ…

ରବୀନ୍ଦ୍ର ଜେନାଙ୍କୁ ଦଳରେ ସାମିଲ କରିବା ନେଇ କେହି ମୋତେ ମାଗିନାହାନ୍ତି ସହମତି: ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର ବିଜେପିରେ ରବୀନ୍ଦ୍ର ଜେନାଙ୍କ ସାମିଲ୍‌ ପରେ ବିଜେପିରେ ଅସନ୍ତୋଷକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଆଜି ମୁହଁ ଖୋଲିଲେ ବରିଷ୍ଠ ନେତା ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ…

ତରଭୁଜ ଖାଇଲେ ବଢ଼ିପାରେ ସମସ୍ୟା, ଏହି ରୋଗୀମାନେ ରୁହନ୍ତୁ ଦୂରରେ

ଆସିଲା ଗ୍ରୀଷ୍ମ ଋତୁ। ଖରା ଦିନରେ ଶରୀରକୁ ଥଣ୍ଡା ରଖିବା ପାଇଁ ଅଧିକାଂଶ ଲୋକ ତରଭୁଜ ଖାଇବାକୁ ପସନ୍ଦ କରନ୍ତି। ତରଭୁଜରେ ପାଣିର ମାତ୍ରା ଅଧିକ ଥିବା ସହିତ ଭିଟାମିନ୍, ଖଣିଜ ପଦାର୍ଥ ଓ…

ଆଜି ବିଶ୍ୱ କିଡନୀ ଦିବସ: ଜାଣନ୍ତୁ କିଡନୀର ଗୁରୁତ୍ୱ ଓ କିପରି ନେବେ ଯତ୍ନ

ଆଜି ସାରା ବିଶ୍ୱରେ ବିଶ୍ୱ କିଡନୀ ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ମାର୍ଚ୍ଚ ମାସ ୨୧ ତାରିଖ ଦିନ ଏହି ଦିବସ ପାଳନ କରାଯାଏ । କିଡନୀ ସ୍ୱାସ୍ଥ୍ୟ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଓ…