ପୁଣି ଥରିଲା ତୁର୍କୀ,, ମୃତ୍ୟୁ ସଂଖ୍ୟା ୪୩ ହାଜର ଟପିଲା

ନୂଆଦିଲ୍ଲୀ : ପୁଣି ତୁର୍କୀ ଓ ସିରିୟାରେ କମ୍ପନ। ଭୂକମ୍ପରେ ଥରିଲା ତୁର୍କୀ। ଏଥର ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। କହାରନମାରସର ଦକ୍ଷିଣ-ପୂର୍ବରୁ ୨୪ କିଲୋମିଟର…

ନ୍ୟୁଜିଲାଣ୍ଡରେ ଜାତୀୟ ପରିସ୍ଥିତି ଲାଗୁ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ଭୀଷଣ ମାତ୍ରାରେ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସମଗ୍ର ଦେଶକୁ ସାମୁଦ୍ରିକ ଝଡ଼ ‘ଗାବ୍ରିଏଲ’ ବିପଦ ମାଡ଼ି ବସିଛି। ଏହାକୁ ଆଖି ଆଗରେ ରଖି ଦେଶରେ ଜରୁରୀକାଳୀନ…

ଆଜମ୍ ଖାନ ଓ ତାଙ୍କ ପୁଅକୁ ଦୁଇ ବର୍ଷ ଜେଲ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କୁ ମିଳିଛି ଜେଲ ଦଣ୍ଡ। ୨୦୦୮ ମସିହାରେ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ…

ପୁଲୱାମା ଆକ୍ରମଣକୁ ପୁରିଲା ୪ ବର୍ଷ: ବ୍ଲାକ୍ ଡେ’ ପାଳୁଛନ୍ତି ଦେଶବାସୀ

ନୂଆଦିଲ୍ଲୀ(ଆମ ଟିଭି): ଆଜିର ଦିନରେ ଜାମ୍ମୁ-କାଶ୍ମୀରରେ ହୋଇଥିଲା ପୁଲୱାବା ଆକ୍ରମଣ । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଆଜି ପୂରିଲା ୪ ବର୍ଷ । ସହିଦଙ୍କୁ ମନେ ପକାଇ ଅଶ୍ରୁଳ…

ଆଦାନୀକୁ ନେଇ ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ : ଗତ ୨୦ ଦିନ ହେବ ବିଶିଷ୍ଠ ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ ନେଇ ଖୁବ ହୋ ହଲ୍ଲା ଜାରି ରହିଛି। ଏହି ପ୍ରସଙ୍ଗକୁ ନେଇ ସଂସଦରୁ ଆରମ୍ଭ କରି ସଡ଼କ ଯାଏ ସରକାରକୁ ଘେରୁଛନ୍ତି ବିରୋଧୀ।…

ଅବଦୁର ରେହମାନକୁ ୭ ବର୍ଷ ୫ମାସ ଜେଲ୍

କଟକ(ଆମ ଟିଭି): ମହଙ୍ଗା ପଡ଼ିଲା ଅଲକାଏଦା ସହ ଲିଙ୍କରେ ରହିବା । ଅବଦୁର ରେହମାନକୁ ୭ବର୍ଷ ୫ମାସ ଜେଲଦଣ୍ଡ। ଅଲକାଏଦା ଲିଙ୍କରେ ଅବଦୁରକୁ ପଟିଆଲା ହାଉସକୋର୍ଟ ଶୁଣାଇଲେ ଦଣ୍ଡାଦେଶ। ଅବଦୁର ସହ…

ଆଇଏଏସମାନଙ୍କୁ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଆମ ଟିଭି): ଆଇଏଏସମାନଙ୍କୁ ମନ୍ତ୍ରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ଆଇଏଏସ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ…

କେନ୍ଦ୍ର ବିରୁଦ୍ଧରେ ଗର୍ଜିଲା ବିଜେଡି

ଭୁବନେଶ୍ୱର(ଆମ ଟିଭି): ରାଜଧାନୀରେ ଆଜି ରାଜନୈତିକ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବିଜେପି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିବା ବେଳେ ବିଜେଡି କେନ୍ଦ୍ରର ଧାନ କିଣା…

ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢାଉ

ନୂଆଦିଲ୍ଲୀ(ଆମ ଟିଭି): ଗୁଜୁରାଟ ଦଙ୍ଗା ଉପରେ ହୋଇଥିବା ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ଭିତରେ ଏବେ ଦିଲ୍ଲୀ ସ୍ଥିତ ବିବିସି କାର୍ୟ୍ୟାଳୟ ଉପରେ ଆୟକର ବିଭାଗ…

୨୪ରେ ବି ଜିତିବ ବିଜେପି: ଅମିତ ଶାହା

ନୂଆଦିଲ୍ଲୀ(ଆମ ଟିଭି): ୨୪ ନିର୍ବାଚନ ନେଇ ଏବେ ଠୁ ଆରମ୍ଭ ହୋଇଗଲାଣି ରାଜନୀତି । ଏହାରି ଭିତରେ ନିର୍ବାଚନକୁ ନେଇ ଅମିତ ଶାହାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ଆଗାମୀ…