କମନୱେଲଥ ଗେମ୍ସ: ସ୍ୱର୍ଣ୍ଣ ଜିତିଲେ ରବି ଦହିୟା

ବର୍ମିଂହାମ (ଆମ ଟିଭି): ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତୀୟ ରେସଲର ରବି ଦହିୟା ଚମତ୍କାର କରିଛନ୍ତି। କମନୱେଲଥ ଗେମ୍ସରେ ସେ ତାଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ…

ନୀତି ଆୟୋଗ ବୈଠକକୁ ବୈକଟ୍ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ (ଆମ ଟିଭି): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (ସିଏମ କେସିଆର) ନୀତି ଆୟୋଗଙ୍କ ବୈଠକକୁ ବୈକଟ କରିଛନ୍ତି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ…

ଜେଡିୟୁ ହାତ ଛାଡ଼ିଲେ ଆରସିପି ସିଂ

ନାଳନ୍ଦା (ଆମ ଟିଭି): ଜେଡିୟୁରୁ ଏକ ବଡ଼ ଖବର ଆସି ପହଞ୍ଚିଛି । ବରିଷ୍ଠ ଜେଡିୟୁ ନେତା ଆରସିପି ସିଂ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦଳର କିଛି ଲୋକଙ୍କୁ ଷଡଯନ୍ତ୍ର କରିଥିବା ଅଭିଯୋଗ…

ଅଗଷ୍ଟ ଶେଷ ଶୁଦ୍ଧା ଦେଶରେ ଉପଲବ୍ଧ ହେବ ୫G ସେବା: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା

ନୂଆଦିଲ୍ଲୀ (ଆମ ଟିଭି): ୪ଜି ପରେ ଏବେ ୫ଜିକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି । ଯାହାକି ଟେକ୍ନୋଲଜି ଦୁନିଆରେ ଏକ ବଡ଼ ପରିବର୍ତ୍ତନ। ଯଦି ଆପଣ ଭାବୁଛନ୍ତି ଏହି ୫ ଜି ଆସିବା ପରେ…

ଦେଶର ୧୪ତମ ଉପରାଷ୍ଟ୍ରପତି ହେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ (ଆମ ଟିଭି): ଆଜି ଦେଶ ପାଇଲା ୧୪ ତମ ଉପରାଷ୍ଟ୍ରପତି । ଏନେଇ ଆଜି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର…

ବର୍ଷା ପାଣିରେ ବୁଡ଼ିଲା ମୋ ବସ୍, ପହଁରି ପହଁରି ବସରୁ ବାହାରି ଜୀବନ ବଞ୍ଚାଇଲେ ଯାତ୍ରୀ

ଜଟଣୀ(ଆମ ଟିଭି): ବର୍ଷା ପାଣିରେ ବୁଡିଲା ‘ମୋ ବସ୍‌’। ପହଁରି ପହଁରି ବସରୁ ବାହାରି ଜୀବନ ବଞ୍ଚାଇଲେ ଯାତ୍ରୀ। ଜଟଣୀ –ପିପିଲି ଅଣ୍ଡରଗ୍ରାଉଣ୍ଡରେ ପାଣି ଜମିଥିବାରୁ ଏପରି ଦୃଶ୍ୟ ଦେଖିବାକୁ…

ଯୋଗୀ ସରକାରଙ୍କ ବଡ଼ ଘୋଷଣା: ରକ୍ଷାବନ୍ଧନ ଦିନ ମହିଳାଙ୍କ ପାଇଁ ୪୮ଘଣ୍ଟା ବସ୍‌ଯାତ୍ରା ଫ୍ରି

ଲକ୍ଷ୍ନୌ(ଆମ ଟିଭି): ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବଡ଼ ଘୋଷଣା। ରକ୍ଷାବନ୍ଧନ ଉପଲକ୍ଷେ ଉତ୍ତର ପ୍ରଦେଶରେ ମହିଳାମାନଙ୍କ ପାଇଁ ୪୮ଘଣ୍ଟା ବସ୍‌ଯାତ୍ରା ଫ୍ରି। ଶୁକ୍ରବାର ଦିନ…

ଚର୍ଚ୍ଚିତ ମିଶ୍ରଙ୍କୁ ବାନ୍ଧିଲା ସିବିଆଇ

ଭୁବନେଶ୍ବର(ଆମ ଟିଭି): ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଥିବାର ଖବର ମିଳିଛି। ଆଜି ଚର୍ଚ୍ଚିତଙ୍କୁ ସିବିଆଇ ଗିରଫ କରିଛି। ଭୋର ୪ଟା ସମୟରେ ମହିମା ମିଶ୍ରଙ୍କ…

ଆଜି ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ଆମ ଟିଭି): ଆଜି ଉପରାଷ୍ଟ୍ରପତି ନିର୍ବାଚନ। NDA ପ୍ରାଥୀ ଧନଖର ଏବଂ ମାର୍ଗାରେଟ୍‌ଙ୍କ ମଧ୍ୟରେ ନିର୍ବାଚନ ହେଉଛି । ପ୍ରଥମ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…