ଏବେ ପାଳି ଗୁଗୁଲର କର୍ମଚାରୀଙ୍କୁ କରିବ ଛଟେଇ, ଚାଲିଛି ଯୋଜନା

ନୂଆଦିଲ୍ଲୀ : ଟେକନଲୋଜୀ ଶିଳ୍ପରେ ଏବେ ବ୍ୟାପକ ଛଟେଇ ଚାଲିଛି । ପ୍ରଥମେ ଟ୍ବିଟର, ତାପରେ ମେଟା ଓ ଆମାଜନ ପରେ ଏବେ ଗୁଗୁଲ ମଧ୍ୟ ଛଟେଇ କରିବାକୁ ଘୋଷଣା କରିଛି । କମ୍ପାନି ପକ୍ଷରୁ ଅତି କମରେ…

ଇଡିରେ ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୨ଟାରେ ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି। ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର…

କାହିଁକି ମାଡ଼ ଖାଇଲେ ଆପ ବିଧାୟକ, ଜାଣନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ବିଜେପି ଓ ଆମ୍ ଆଦମୀ ପାର୍ଟି ପରସ୍ପରକୁ ଟାର୍ଗେଟ୍ କରିବାର ଗୋଟିଏ ମଉକା ଛାଡୁନାହାନ୍ତି। କେବଳ ସେତିକି…

ଆରମ୍ଭ ହେଲା ଜୀ-ସାର୍ଥକର ଲୋକପ୍ରିୟ ରିଅଲିଟି ଶୋ ‘ଦିଦି ନମ୍ବର-୧’ ର ସିଜନ-୨ 

ଭୁବନେଶ୍ୱର(୧୯/୧୧) : ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ 'ଦିଦି ନମ୍ବର -୧'…

ନିଜ ଦୋଷ ମାନିଲା ଅଫତାବ, କହିଲା ରାଗରେ ଏମିତି କିଛି

ନୂଆଦିଲ୍ଲୀ: ଆଜି ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଧିକ ପଚରାଉଚରା ପାଇଁ ପୁଲିସ ତାକୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ…

ଆଜି ଇଡିରେ ହାଜର ହୋଇପାରନ୍ତି ସିନେ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ୱର (ଆମ ଟିଭି): ଅର୍ଚ୍ଚନା ମାମଲାରେ ଇଡିର ତଦନ୍ତ ଆରମ୍ଭ ହେବା ଦିନ ଠାରୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ଆଜି ଇଡିରେ ହାଜର ହୋଇପାରନ୍ତି ପ୍ରଯୋଜକ…

ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦

ନୂଆଦିଲ୍ଲୀ (ଆମ ଟିଭି): ଆଜି ଭାରତକୁ ପୁଣି ଭେଟିବ ନ୍ୟୁଜିଲାଣ୍ଡ । ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି-୨୦ । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ…

ଇଣ୍ଡୋନେସିଆରେ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୧୬୨କୁ ବୃଦ୍ଧି

ଜାଭା (ଆମ ଟିଭି): ସୋମବାର ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ହୋଇଥିବା ଭୂକମ୍ପ ଯୋଗୁଁ ୧୬୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ ରୁ ଅଧିକ ଆହତ ହୋଇଛନ୍ତି। ଅନେକ ଲୋକ ନିଖୋଜ ଅଛନ୍ତି।…

ପାରାଦୀପ ବନ୍ଦରରେ ଲାଗିଲା ଯୁଦ୍ଧ ଜାହାଜ

ପାରାଦୀପ (ଆମ ଟିଭି): ଓଡ଼ିଶାରେ ହେବ ଯୁଦ୍ଧ ସମାଭ୍ୟାସ । ଏଥିପାଇଁ ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଲାଗିଲା ଯୁଦ୍ଧ ଜାହାଜ। ଏହି ବିଶାଳକାୟ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଘଡିଆଲ ବନ୍ଦରରେ…

ସ୍ୱାଭାବିକ ହେଲା କୋରେଇରେ ଟ୍ରେନ ଚଳାଚଳ

ଯାଜପୁର :୧୫ ଘଣ୍ଟାପରେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ ହୋଇଛି ରେଳ ଚଳାଚଳ। ଆଜି ସକାଳେ ୨ଟି ମାଲବାହୀ ଟ୍ରେନ୍ ଓ ଏକ ଯାତ୍ରୀବାହୀ ଟ୍ରେନ୍‌ କୋରେଇ ଷ୍ଟେସନ ଦେଇ ଗତି…