ଶ୍ରୀମନ୍ଦିର ଅରୁଣ ସ୍ତମ୍ବରେ ଫାଟ: ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ପୁରୀ (ଆମ ଟିଭି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ଶ୍ରୀମନ୍ଦିର ଜଗମୋହନ ଓ ଗର୍ଭଗୃହରେ ଫାଟ ପରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ…

ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ଭୟଙ୍କର ବନ୍ୟା । ବର୍ତ୍ତମାନ ଦେଶର ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସାରା ଦେଶରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସ୍ୱାତ ଏବଂ ସିନ୍ଧୁ…

‘ନୂଆ ଖାଇ’ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ (ଆମ ଟିଭି): ଆଜି ମନ୍ ବି ବାତ୍ ମାଧ୍ୟମରେ ଦେଶବାସୀଙ୍କୁ ନିଜର ମନର କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ‘ମନ୍ କି ବାତ୍’ରେ ନୂଆ ଖାଇ ଶୁଭକାମନା ଜଣାଇଛନ୍ତି…

ଆଖି ପିଛୁଳାରେ ମାଟିରେ ମିଶିଲା ଟ୍ୱିନ୍ ଟାୱାର

ନଏଡା (ଆମ ଟିଭି): ନୋଏଡାର ଟ୍ୱିନ୍ ଟାୱାର ଶେଷରେ କିଛି ସେକେଣ୍ଡ ମଧ୍ୟରେ ଧ୍ୱଂସ ହୋଇଛି । ଆକଳନ ଅନୁଯାୟୀ, ୧୩ ବର୍ଷରେ ନିର୍ମିତ ଏହି କୋଠାଟି ପ୍ରାୟ ୯ ରୁ ୧୦ ସେକେଣ୍ଡ ମଧ୍ୟରେ ଭୁଶୁଡି…

CWC ବୈଠକ ପୁର୍ବରୁ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଜି-୨୩ ଗ୍ରୁପ ସଦସ୍ୟଙ୍କ ବୈଠକ

ନୂଆଦିଲ୍ଲୀ(ଆମ ଟିଭି): CWC ବୈଠକ ପୁର୍ବରୁ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଜି-୨୩ ଗ୍ରୁପ ସଦସ୍ୟଙ୍କ ବୈଠକ।ରବିବାର କଂଗ୍ରେସ କାର୍ଯ୍ୟକାରୀ(ସିଡବ୍ଲ୍ୟୁସି)ର ରବିବାର ବୈଠକ ହେବାକୁ ଯାଉଛି।…

ସଙ୍କଟରେ ସୋରେନ ସରକାର, ‘ଅଜ୍ଞାତବାସ’ରେ ମେଣ୍ଟ ବିଧାୟକ

ରାଞ୍ଚି (ଆମ ଟିଭି): ଝାଡଖଣ୍ଡରେ ରାଜନୈତିକ ସଙ୍କଟ କ୍ରମଶଃ ବିଗିଡିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ…

ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁ ୟୁ ଲଳିତ, ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ(ଆମ ଟିଭି): ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା, ସୃଷ୍ଟି ହେବ ବିଭିନ୍ନ ପାହ୍ୟାର ୫୬୩ ନୂଆପଦବୀ

ଭୁବନେଶ୍ୱର(ଆମ ଟିଭି): ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବ ୩୬ ନୂଆ ଥାନା। ଏନେଇ ଏହାର ପରିଚାଳନା ପାଇଁ ଇନସପେକ୍ଟର, ସବଇନସପେକ୍ଟର, କନେଷ୍ଟବଳ…

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରାଧାନାଥ ଭଟ୍ଟ। ବଳିଦାନ, ସ୍ବପ୍ନ ସାଗର, ଡୋରା ପରି ପ୍ରସିଦ୍ଧ ଚଳଚ୍ଚିତ୍ରର…

କଟକ (ଆମ ଟିଭି): ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ୍‌ ପ୍ରଯୋଜକ ତଥା 'ଡୋରା' ଫିଲ୍ମର ପ୍ରଯୋଜକ ରାଧାନାଥ ଭଟ୍ଟ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। କଟକର ଏକ ଘରୋଇ…

ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ ୨୦୨୨ ସଫ୍ଟୱେର ଗ୍ରାଣ୍ଡ ଫାଇନାଲ: ୱେଲଫେୟାର ଇନଷ୍ଟିଚୁଟ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜିର…

ଭୁବନେଶ୍ୱର(ଆମ ଟିଭି): ସିଭି ରମଣ ଗ୍ଲୋବାଲ ୟୁନିଭରସିଟି କ୍ୟାମ୍ପସରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ ୨୦୨୨ ସଫ୍ଟୱେର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ । 25ଟି ଟିମର 200 ପ୍ରତିଯୋଗୀ ଏହି SIH -…