ନବୀନ ନିବାସ ଯାଇ ଆଶୀର୍ବାଦ ନେଲେ ଅଳକା

ଭୁବନେଶ୍ୱର(ଆମ ଟିଭି): ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବଡ଼ ବ୍ୟବଧାନରେ ବିଜୟ ଲାଭ କରିବା ପରେ ଗତକାଲି ସଂଧ୍ୟାରେ ନବୀନ ନିବାସ ଯାଇ ସପରିବାର…

ଆଜିଠୁ ଖରାଛୁଟି, ରାଜ୍ୟର ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର(ଆମ ଟିଭି): ସ୍କୁଲ ଓ ଗଣଶିକ୍ଷା ବିଭାଗର ଛୁଟି ମୁତାବକ ଆଜିଠୁ ରାଜ୍ୟର ସମସ୍ତ ବିଦ୍ୟଳୟରେ ଖରାଛୁଟି। ବନ୍ଦ ରହିବ ରାଜ୍ୟର ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ…

ଆଜିଠୁ ଦୁଗ୍ଧ ଚାଷୀମାନେ ଛେନା, ପନିର ପାଇଁ ଅଧିକ ଦର ପାଇବେ

ଭୁବନେଶ୍ୱର(ଆମ ଟିଭି ): ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ହୋଟେଲ ଭେନସ ଇନରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ନିଷ୍ପତ୍ତି ଅନୁସାରେ ଯେହେତୁ ସରକାର ଦୁଗ୍ଧ…

ନବୀନଙ୍କ ନୂଆ ଟିମରେ କାହାକୁ ମିଳିଲା କେଉଁ ଦାୟିତ୍ଵ ଜାଣନ୍ତୁ…

ଭୁବନେଶ୍ବର(ଆମ ଟିଭି): ଶପଥ ନେଇଛନ୍ତି ନବୀନଙ୍କ ନୂଆ ଟିମର ମନ୍ତ୍ରୀମାନେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…

ନବୀନଙ୍କ ଟିମର ନବକଳେବର ଉତ୍ସବ, ଜଗନ୍ନାଥରୁ ଆରମ୍ଭ ହେମ୍ବ୍ରମରେ ଶେଷ

ଭୁବନେଶ୍ୱର (ଆମ ଟିଭି ): ଆଜି ନବୀନଙ୍କ ଟିମର ନବକଳେବର ଉତ୍ସବ । ନବୀନଙ୍କ ନୂଆ ଟିମ୍‌ରେ ୨୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ…

ଶପଥ ଗ୍ରହଣ କରୁଛନ୍ତି ନବୀନଙ୍କ ନୂଆ ଟିମ

ଭୁବନେଶ୍ଵର(ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶପଥ ନେଉଛନ୍ତି ନବୀନଙ୍କ ନୂଆ ଟିମ୍ । ଲୋକସେବା ଭବନର କନଭେସନ ହଲରେ ଜଣେ ପରେ ଜଣେ ମନ୍ତ୍ରୀ ଶପଥ ନେଉଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ…

ପ୍ରଭୁ ଲିଙ୍ଗରାଜଙ୍କୁ ଉପାସରେ ରଖିଦେଲେ ୩୪ ଘଣ୍ଟା

ଭୁବନେଶ୍ୱର (ଆମ ଟିଭି): ୩୪ ଘଣ୍ଟା ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ।  ସେବାୟତ ଓ ପ୍ରଶାସନର ମନମାନି ପାଇଁ ମହାପ୍ରଭୁ ଦୀର୍ଘ ଦୁଇ ଦିନ ନିଟୋଳ ଉପବାସ ରହିଲେ। ଶେଷରେ  ସେବାୟତ ଓ ପ୍ରଶାସନ…

ବାଚସ୍ପତି ପଦ ଯିବାପରେ ଅସୁସ୍ଥ ହେଲେ ସୂର୍ଯ୍ୟ

ଭୁବନେଶ୍ବର(ଆମ ଟିଭି): ବାଚସ୍ପତି ପଦରୁ ଇସ୍ତଫା ଦେବାପରେ  ଅସୁସ୍ଥ ହେଲେ ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରଯଇଛି।…

ବାଚସ୍ପତି ହେବେ ବିକ୍ରମ ଆରୁଖ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବେ ବିଧାୟକ ବିକ୍ରମ କେଶରୀ ଆରୁଖ। ନବୀନଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ସାରିଥିବା…

ନବୀନଙ୍କ ମନ୍ତ୍ରୀମଣ୍ଡଳର ନବକଳେବର, ଆସନ୍ତାକାଲି ନେବେ ଶପଥ

ଭୁବନେଶ୍ୱର(ଆମ ଟିଭି): ନବୀନଙ୍କ ମନ୍ତ୍ରୀମଣ୍ଡଳରେ ହେବ ନବକଳେବର। ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯିବା ପରେ ସବୁ ମନ୍ତ୍ରୀ ନ୍ଖକ୍ସ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ନୂଆ…