ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି…

ମହାନଦୀରେ ବଢ଼ୁଛି ବନ୍ୟା ବିପଦ, ଲାଗିଲା ଏହି ସବୁ କଡ଼ା କଟକଣା

ବାରଙ୍ଗ : ରାଜ୍ୟରେ ଲଗାଣ ବର୍ଷାରେ ଉବୁଟୁବୁ ସମସ୍ତ ନଦୀ । ଏପଟେ ମହାନଦୀରେ ଜଳସ୍ତର ଅଧିକ ରହିଛି । ଆଜି ସକାଳ ୯ଟା ସୁଦ୍ଧା ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟାଜଳ ମୁଣ୍ଡଳୀ ଦେଇ ପ୍ରବାହିତ…

ବନ୍ୟା ପାଇଁ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ, ସାପ କାମୁଡା ପାଇଁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦ୍ଦେଶକ ଓ ସିଡ଼ିଏମଓମାନଙ୍କ ସହିତ ସମୀକ୍ଷା ବୈଠକ…

ପ୍ରେକ୍ଷାଳୟରେ ୫୦ ଦିନରେ ପହଞ୍ଚିଲା “ଶିକାର”, ଅମ୍ଲାନ ଏବଂ ଏଲିନାଙ୍କ ଯୋଡି ପାଇଁ ଦର୍ଶକ ମତୁଆଲା*

ରଜ ବଜାରକୁ ସରଗରମ କରିବାକୁ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର "ଶିକାର" ପ୍ରେକ୍ଷାଳୟରେ ୫୦ ଦିନରେ ପହଞ୍ଚିଛି l ଅନୁଭବ, ଅର୍ଦ୍ଧେନ୍ଦୁଙ୍କୁ ପଛରେ ପକାଇ ଅଭିନେତା ଅମ୍ଲାନ ଦୀର୍ଘ ୫୦…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ଫୁଲବାଣୀ ମେଡ଼ିକାଲ କଲେଜ

ଭୁବନେଶ୍ବର : କନ୍ଧମାଳରେ ପ୍ରତିଷ୍ଠିତ ‘ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଫୁଲବାଣୀ’କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ…

E20 ନୀତିକୁ ନେଇ ମିଥ୍ୟା ପ୍ରଚାର ଅଭିଯୋଗ, ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହେଲେ ଗଡକରୀ

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ E20 ଇଥାନଲ୍ ମିଶ୍ରଣ ନୀତିକୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା କଥିତ AI ଡିପ୍ ଫେକ୍ ଭିଡିଓ ଏବଂ ଭ୍ରମକ ପୋଷ୍ଟ ବିରୋଧରେ…

ନୀଳକନ୍ଦରକୁ ବାହୁଡିଲେ ନୀଳାଦ୍ରିନାଥ, ଆଜିଠୁ ମିଳିବ ନୀଳାଚଳ ଅବଢା

ରତ୍ନ ସିଂହାସନରେ ମହାପ୍ରଭୁ । ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀରେ ବିଜେ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ…

ଟ୍ରମ୍ପଙ୍କ ବଡ଼ ଘୋଷଣା, ୫%ରୁ ଅଧିକ କମିଲା ତୈଳ ଦର

ନୂଆଦିଲ୍ଲୀ: ସୋମବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ୫ ପ୍ରତିଶତରୁ ଅଧିକ କମିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ହେଉଥିବା ଆକ୍ରମଣକୁ ସାମୟିକ ଭାବେ ବନ୍ଦ…

ଘନୀଭୂତ ହେଉଛି ଅବପାତ, ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାରେ ଆଜି ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: ଘନୀଭୂତ ହେଉଛି ଅବପାତ, ଆଜି ଓଡ଼ିଶା ଉପକୂଳ ଅତିକ୍ରମ କରିବ। ପ୍ରବଳରୁ ଅତି ପ୍ରବଳ ବର୍ଷା, କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ…

ଆଜି ନୀଳାଦ୍ରିବିଜେ, ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର

ପୁରୀ : ଆଜି ନୀଳାଦ୍ରି ବିଜେ । ଶ୍ରୀଜଗନ୍ନାଥ ସଂସ୍କୃତିର ସବୁଠାରୁ ଆବେଗମୟ ପର୍ବ । ମହାପ୍ରଭୁଙ୍କ ଘରବାହୁଡ଼ା ଓ ରସଗୋଲା ଦିବସର ଆଧ୍ୟାତ୍ମିକ ଗାଥା । ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା…