ଆସନ୍ତା ଅଗଷ୍ଟ ୨୦ ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ । ୯୫ହଜାର କୋଟି ଟଙ୍କାର ଲେଖାନୁଦା ସମତି ମିଳିଛି। ମୋହନ ଚରଣ ମାଝୀଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ୯୫ ହଜାର କୋଟି ଟଙ୍କାର…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ବନ୍ଦ ରହିଥିଲା ବେଳେ ଆଜିଠୁ ଖୋଲିଛି ଜାତୀୟ ଉଦ୍ୟାନ । ପର୍ଯ୍ୟଟକମାନେ ଆଜିଠୁ…

ଆଜି ସମ୍ୱଲପୁରୀ ଦିବସ

ଆଜି ସମ୍ୱଲପୁରୀ ଦିବସ । ସମ୍ୱଲପୁରୀ ସାହିତ୍ୟର ଅନନ୍ୟ ସାଧକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅଗଷ୍ଟ ପହିଲାକୁ ରାଜ୍ୟ ତଥା ଦେଶ ବିଦେଶରେ ସମ୍ୱଲପୁରୀ ଦିବସ ଭାବେ ପାଳନ କରାଯାଉଛି ।…

ପ୍ରବଳରୁ ଅତି ପ୍ରବଳ ବର୍ଷା, ୬ ଜିଲ୍ଲାକୁ ସତର୍କ ସୂଚନା ଜାରି

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୨ ଜିଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ତେବେ କିଛି ସ୍ଥାନରେ…

ତୋ ପାଇଁ ମୁଁ ଗାଉଛି ଗୀତ ର ଶୁଭ ମହୁରତ

ଭୁବନେଶ୍ୱର(ଆମ ଟିଭି): ଆରୋହୀ ମିଡ଼ିଆ ହାଉସ ପ୍ରସ୍ତୁତ ଏକ ପାରିବାରିକ ତଥା ସଙ୍ଗୀତ ଭିତ୍ତିକ ଓଡ଼ିଆ ଚଳଚ୍ଚିତ୍ର ତୋ ପାଇଁ ମୁଁ ଗାଉଛି ଗୀତ ର ଶୁଭ ମହୁରତ ରାଜଧାନୀ ର ଏକ ତାରକା ହୋଟେଲ ରେ…

ୟୁପିଏସସିର ନୂଆ ଚେୟାରମ୍ୟାନ ହେଲେ ପ୍ରୀତି ସୁଦାନ

ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏହାର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି। ୧୯୮୩ ବ୍ୟାଚ ଆଇଏଏସ ପ୍ରୀତି ସୁଦାନ UPSAC ର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେ…

ପାରାଦୀପରେ ଚାଇନା ଜାହାଜ ଅଟକ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଲେ କୁଜଙ୍ଗ ସବ-ଜଜ୍

ପାରାଦୀପରେ ଚାଇନା ଜାହାଜ ଅଟକ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଲେ କୁଜଙ୍ଗ ସବ୍ ଜଜ୍।ପାରାଦୀପ ବନ୍ଦରକୁ ଆସିଥିବା ଚିନ୍ ଜାହାଜ MJHEHAI 505 ଜାହାଜ ଅଟକ ରଖାଯାଇଛି। ଜାହାଜକୁ ଅଟକ…

ରଥରେ ଅଣସେବାୟତ ଚଢ଼ିବା ପ୍ରସଙ୍ଗ : ବଢ଼ିଲା ଦଇତାପତି-ଶ୍ରୀମନ୍ଦିର ପ୍ରଶାସନ ବିବାଦ

ଏବର୍ଷ ରଥଯାତ୍ରାରେ ବିଶୃଙ୍ଖଳା ରେକର୍ଡ କରିଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଶୃଙ୍ଖଳା ଏବଂ ବିଭ୍ରାଟ ଦେଖିବାକୁ ମିଳିଛି। ବିଶୃଙ୍ଖଳା ମଧ୍ୟରେ ଏଥର ରଥ ଉପରେ ଚଢ଼ିଛନ୍ତି ଅଧିକ ଅଣସେବାୟତ।…

ଦୁର୍ଘଟଣାର ଶିକାର ହେଲେ ଓ୍ବାୟନାଡ ଯାଉଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ, ହସ୍ପିଟାଲରେ ଭର୍ତ୍ତି

ଥିରୁଭାନନ୍ତପୁରମ (ଆମ ଟିଭି): ବୁଧବାର (ଜୁଲାଇ ୩୧) ରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମାଲାପୁରାମ ଜିଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମାଲାପୁରାମ ଜିଲାର ମଞ୍ଜେରୀ ନିକଟରେ…

ଲଭ୍‌ ଜିହାଦ୍‌ ପାଇଁ ଆଜୀବନ କାରାଦଣ୍ଡ

ଲକ୍ଷ୍ନୌ (ଆମ ଟିଭି): ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ବେଆଇନ ଧାର୍ମିକ ରୂପାନ୍ତରଣ (ସଂଶୋଧନ) ବିଲ୍‌, ୨୦୨୪କୁ ପାରିତ କରାଯାଇଛି। ମଙ୍ଗଳବାର ପାରିତ ହୋଇଥିବା…