କାର୍‌ଗିଲ୍‌ରୁ ପାକିସ୍ତାନକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖର ୟୁନିଅନ ଟେରିଟୋରୀରେ ପହଞ୍ଚିଥିଲେ। କାର୍‌ଗିଲ ବିଜୟ ଦିବସ ଅବସରରେ ସେ ଓ୍ବାର୍‌ ମେମୋରିଆଲରେ ପହଞ୍ଚି ପାକିସ୍ତାନ ବିରୋଧରେ ଯୁଦ୍ଧରେ ଶହୀଦ ହୋଇଥିବା…

ଆସନ୍ତା ୨୯ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଆସନ୍ତା ୨୯ ତାରିଖ ଅର୍ଥାତ୍‌ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି।…

ବଦଳିଲା କାଳିଆ ଯୋଜନାର ନାମ; କାଳିଆ ଯୋଜନା ହେଲା ସିଏମ୍ କିଷାନ ଯୋଜନା

ଭୁବନେଶ୍ବର (ଆମ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ତାଙ୍କ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ଏନେଇ ରାଜ୍ୟ…

ରାଜ୍ୟ ବଜେଟରେ କ୍ରୀଡାକୁ ଗରୁତ୍ୱ; ଭୁବନେଶ୍ୱରରେ ଆଉ ଏକ ଷ୍ଟାଡିୟମ ପାଇଁ ବଜେଟରେ ବ୍ୟୟବରାଦ

ଭୁବନେଶ୍ଵର (ଆମ ଟିଭି): ରାଜ୍ୟ ସରକାର ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଅନ୍ୟାନ୍ୟ ବିଭାଗ ଭଳି ବଜେଟରେ କ୍ରୀଡା ବିଭାଗକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୋହନ…

ବଜେଟ୍ ଭିତରେ ଯୋଜନାର ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା; ପୂର୍ବ ସରକାରରେ ଥିବା ୯ ଯୋଜନାର ନାମ ବଦଳାଇଲେ ମୋହନ ସରକାର

ଭୁବନେଶ୍ବର (ଆମ ଟିଭି); ରାଜ୍ୟ ସରକାର ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…

ରାଜ୍ୟ ବଜେଟରେ କୃଷି ଓ କୃଷକଙ୍କୁ ଗରୁତ୍ୱ; ବଢିଲା ଧାନର ସହାୟକ ମୂଲ୍ୟ

ଭୁବନେଶ୍ବର (ଆମ ଟିଭି ); ଆଜି ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟରେ ରାଜ୍ୟର କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏହି…

ଜଳମଗ୍ନ ଗୁଜରାଟ, ପ୍ରବଳ ବର୍ଷାରେ ୮ ମୃତ

ପ୍ରବଳ ବର୍ଷା ଯୋଗୁ ଅନେକ ଗାଁକୁ ରାସ୍ତା କଟି ଯାଇଛି। ଏଥିସହ ରେଳ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପାଣି ଘେରରେ ଗୁଜରାଟ। ସୁଧୁରୁନି ବନ୍ୟା ସ୍ଥିତି। ତଳିଆ ଅଞ୍ଚଳରେ…

କଙ୍ଗନାଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରି ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଏହାର ଜବାର ରଖିବାକୁ ନିର୍ଦ୍ଦେଶ

ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ସେ ତାଙ୍କ ସାଂସଦ ପଦ ହରାଇପାରନ୍ତି। ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନରୁ ବିଜେପି ସାଂସଦ କଙ୍ଗନା ରାଣାଓ୍ୱତ…

ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ … ଦମ୍ ଦେଖାଇଲା ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ, ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରୁ…

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଆଗୁଆ ପାଦ। ଦମ୍ ଦେଖାଇଲା ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ତିନି ନମ୍ବର ଲଞ୍ଚପ୍ୟାଡ଼ ଓ ଧାମରା ସ୍ଥିତ ଅବଦୁଲ…

ଆହୁରି ୩ ଦିନ ବର୍ଷା ; ଏହ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି

ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆହୁରି ତିନି ଦିନ ବର୍ଷିବ। ଆଜି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…