ପ୍ରତି ମଙ୍ଗଳବାର ପାଠ କରନ୍ତୁ ଋଣ ମୋଚକ ମଙ୍ଗଳ ସ୍ତୋତ୍ର, ହନୁମାନଙ୍କ କୃପା ମିଳିବା ସହିତ ଦୂର ହେବ ଆର୍ଥିକ ସ୍ଥିତି

0

ସନାତନ ଧର୍ମ ଅନୁସାରେ ମଙ୍ଗଳବାରକୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ଜୀ ଏବଂ ଗ୍ରହଙ୍କ ସେନାପତି ମଙ୍ଗଳଙ୍କୁ ସମର୍ପିତ । ମଙ୍ଗଳବାରକୁ ବଜରଙ୍ଗବାଲୀଙ୍କ ବିଶେଷ ପୂଜାର୍ଚ୍ଚନାର ନିୟମ ରହିଛି । ମାନ୍ୟତା ଅଛି ଯେ ଏହି ଦିନରେ ହନୁମାନ ଜୀଙ୍କୁ ସଚ୍ଚା ମନରେ ଭକ୍ତି କରୁଥିବା ଲୋକଙ୍କ ଜୀବନରେ ଆସୁଥିବା କଠିନ ସମସ୍ୟାକୁ ସାମ୍ନା କରିବାକୁ ସାହାସ ମିଳିଥାଏ । ସବୁ ବାଧାବିଘ୍ନ ଟଳିଯାଇଥାଏ । ଏଥିସହିତ ମଙ୍ଗଳ ଦୋଷର ନିବାରଣ ମଧ୍ୟ ହୋଇଥାଏ । ମଙ୍ଗଳବାର ଦିନ ବଜରଙ୍ଗୀ ବାଣ, ହନୁମାନ ଚାଳିଶା ଏବଂ ଅନ୍ୟାନ୍ୟ ପାଠ ବିଶେଷ ଭାବରେ କରାଯାଏ । ଏହା ଏକ ଚମତ୍କାର ପାଠ । ଯାହା ସମସ୍ତ ପ୍ରକାରର ଆର୍ଥିକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ବୋଲି ବିବେଚନା କରାଯାଏ । ଏହା ମଧ୍ୟ ବିଶ୍ବାସ କରାଯାଏ ଯେ, ପ୍ରତି ମଙ୍ଗଳବାର ଏହି ସ୍ତୋତ୍ର ପାଠ କରିବା ଦ୍ବାରା ଜଣେ ସବୁଠାରୁ ବଡ଼ ଋଣରୁ ମଧ୍ୟ ମୁକ୍ତି ଦେଇଥାଏ । ଏଠାରେ ଚମତ୍କାର ଋଣ ମୋଚକ ମଙ୍ଗଳ ସ୍ତୋତ୍ରର ସମ୍ପୂର୍ଣ୍ଣ ପାଠ କରନ୍ତୁ ।

 

ଋଣ ମୋଚକ ମଙ୍ଗଳ ସ୍ତୋତ୍ର –

 

ମଣ୍ଡଲୋ ଭୂମିପୂତ୍ର ଋଣହର୍ତ୍ତା ଧନପ୍ରଦଃ

 

ସ୍ଥିରାସନୋ ମହାକୟଃ ସର୍ବକର୍ମବିରୋଧକଃ

 

ଲୋହିତୋ ଲୋହିତାକ୍ଷଶ୍ଚ ସମାଗନାଂ କୃପାକରଃ

 

ଧରାତ୍ମଜଃ କୁଜୋ ଭୌମୋ ଭୂତିଦୋ ଭୂମିନନ୍ଦନଃ

 

ଅଣ୍ଡରକୋ ୟମଶ୍ଚୈବ ସର୍ବରୋଗାପ୍ରହାରକଃ

 

ବୃଷ୍ଟିଃ କର୍ତ୍ତାପହର୍ତ୍ତା ଚ ସର୍ବକାମଫଳପ୍ରଦଃ

 

ଏତାନି କୁଜନାମନି ନିତ୍ୟଂ ୟଃ ଶ୍ରଦ୍ଧାୟା ପଠେତ୍

 

ଋଣଂ ନ ଜାୟତେ ତସ୍ୟ ଧନଂ ଶୀଘ୍ରମବାପ୍ନୁୟାତ୍

 

ଧରଣୀଗର୍ଭସମ୍ଭୁତଂ ବିଦୟୁକ୍ତାନ୍ତିସମପ୍ରଭମ୍

 

କୁମାରଂ ଶକ୍ତିହସ୍ତଂ ଚ ମଣ୍ଡଳଂ ପ୍ରଣାମାମ୍ୟହମ୍

 

ସ୍ତୋତ୍ରମଣ୍ଡରକସ୍ୟତତ୍ପଠନୀୟଂ ସଦା ନୃଭିଃ

 

ନ ତେଷାଂ ଭୌମଜା ପୀଡା ସ୍ବଳ୍ପାପି ଭବତି କ୍ବଚିତ୍

 

ଅଣ୍ଡାରକ ମହାଭାଗ ଭଗବନ୍ଭକ୍ତବତ୍ସଳ

 

ତ୍ବାଂ ନମାମି ମମାଶୋଷ ମୃଣାମାଶୁ ବିନାଶୟ

 

ଋଣରୋଗାଦିଦାରିଦ୍ର୍ୟୟଂ ୟେ ହ୍ୟୁପ ମୃତ୍ୟେବଃ

 

ଭୟକ୍ଲେଶଶମନସ୍ତାପା ନଶ୍ୟନ୍ତୁ ମମ ସର୍ବଦା

 

ଅତିବକ୍ତ୍ର ଦୂରାରାଧ୍ୟ ଭୋଗମୁକ୍ତ ଜିତାତ୍ମନଃ

 

ତୃଷ୍ଟୋ ଦଦାସି ସାମ୍ରାଜ୍ୟଂ ରୁଶ୍ଟୋ ହରସି ତତକ୍ଷଣାତ୍

 

ବିରିଚିଶକ୍ରବିଷ୍ଣୁନାଂ ମନୁଷ୍ୟାଣାଂ ତୁ କା କଥା

 

ତେନ ତ୍ବଂ ସର୍ବସତ୍ବେନ ଗ୍ରହରାଜୋ ମହାବଳଃ

 

ପୁତ୍ରାନ୍ଦେହି ଧନଂ ଦେହି ତ୍ବମସ୍ମି ଶରଣଂ ଗତଃ

 

ଋଣଦାରିଦ୍ର୍ୟୟଦୁଃ ଖେନ ଶତ୍ରୁଣାଂ ଚ ଭୟାତ୍ତତଃ

 

ଏଭିର୍ଦ୍ବାଦଶାଭିଃ ଶ୍ଲୋକୈର୍ଯ୍ୟଃ ସ୍ତୋତି ଚ ଧରାସ୍ତୁତମ୍

 

ମହାତିଂ ଶ୍ରୀୟମାପ୍ନୋତି ହ୍ୟପରୋ ଧନଦୋ ୟୁବା

 

ଇତି ଶ୍ରୀ ଋଣାମୋଚକ ମଙ୍ଗଳସ୍ତୋତ୍ରମ୍ ସମ୍ପୂର୍ଣ୍ଣମ୍

Leave A Reply

Your email address will not be published.