ଜୁପିଟର୍ ପବ୍ଲିକ୍ ସ୍କୁଲର ଛାତ୍ରୀମାନେ ରକ୍ଷାବନ୍ଧନ ଉତ୍ସବ ପାଳନ କଲେ ସିଆରପିଏଫ୍ ଯବାନ ଏବଂ ପୋଲିସ୍ ସହିତ

0

ଭୁବନେଶ୍ୱର :ଗଙ୍ଗାପଡାସ୍ଥିତ ଜୁପିଟର୍ ପବ୍ଲିକ୍ ସ୍କୁଲର ଛାତ୍ରୀମାନେ ରକ୍ଷାବନ୍ଧନ ଉତ୍ସବ ପାଳନ କଲେ ସିଆରପିଏଫ୍ ଯବାନ ଏବଂ ପୋଲିସଙ୍କ ହାତରେ ରାକ୍ଷୀ ବାନ୍ଧି ଏହି ଉତ୍ସବ ପାଳନ କରିଥିଲେ।

କୃତଜ୍ଞତା ଏବଂ ଏକତାର ଏକ ଉଦାହରଣ ଦେଇ ସିଆରପିଏଫ୍ ଯବାନ ଏବଂ ରାଜ୍ୟ ପୋଲିସଙ୍କର ନିସ୍ୱାର୍ଥପର ସେବାକୁ ସମ୍ମାନିତ କରିବାକୁ ଲକ୍ଷ୍ୟ ରଖି ଏହି କାର୍ଯକ୍ରମ ଆୟୋଜନ ହୋଇଥିଲା | ଛାତ୍ରଛାତ୍ରୀମାନେ ଜଟଣୀ ପୋଲିସ ଷ୍ଟେସନ ପରିଦର୍ଶନ କରିଥିଲେ ଓ ଛାତ୍ରୀ ମାନେ ଷ୍ଟେସନର ସମସ୍ତ କାର୍ଯ୍ୟରତ ପୋଲିସଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ।

Leave A Reply

Your email address will not be published.