ସମ୍ପତ୍ତି ତାଲିକା ନ ଦେଲେ ବନ୍ଦ ହେବ ଦରମା: ଅଧିକାରୀଙ୍କୁ କୃଷି ବିଭାଗର ଚରମବାଣୀ Ama Tv Jan 10, 2023 0 ଭୁବନେଶ୍ୱର (ଆମ ଟିଭି): ଆଉ ନିସ୍ତାର ନାହିଁ । ଏଣିକି ସମ୍ପତ୍ତି ତାଲିକା ନ ଦେଲେ ମିଳିବନି ଦରମା । ବିଭାଗୀୟ ଅଧିକାରୀଙ୍କୁ କୃଷି ବିଭାଗର ଚରମବାଣୀ । ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତି…