Browsing Tag

#amatv

ବ୍ରଜରାଜନଗରରେ ବଡ଼ ବ୍ୟବଧାନରେ ବାଜି ମାରିନେଲେ ଅଳକା

ବ୍ରଜରାଜନଗର( ଆମ ଟିଭି): ବ୍ରଜରାଜନଗରରେ ବଡ଼ ବ୍ୟବଧାନରେ ବାଜି ମାରିନେଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। ଲଗାତାର ଉପ-ନିର୍ବାଚନରେ ବିଜେଡି କେବଳ ବିଜୟୀ ହେଉନି ବରଂ ବିଜୟର ବ୍ୟବଧାନ…

ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଜାରି: ଷଷ୍ଠ ରାଉଣ୍ଡ ସୁଦ୍ଧା ଆଗରେ ଅଳକା

ଝାରସୁଗୁଡ଼ା(ଆମ ଟିଭି): ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ଆଗରେ ଅଛନ୍ତି ବିଜେଡିର ଅଳକା ମହାନ୍ତି । ଅଳକାଙ୍କୁ ୨୯୮୮୮ ଖଣ୍ଡ ଭୋଟ୍ ମିଳିଥିବା…

ପରିକ୍ରମା ପ୍ରକଳ୍ପ ମାମଲାର ଆସିଲା ରାୟ, ମାମଲା ରଦ୍ଦ ସହ ୨ ଆବେଦନକାରୀଙ୍କୁ ଜୋରିମାନା

ନୂଆଦିଲ୍ଲୀ(ଆମ ଟିଭି): ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆସିଲା ରାୟ। ମାମଲା ରଦ୍ଦ ସହ ୨ ଆବେଦନକାରୀଙ୍କୁ ୧ ଲକ୍ଷ ଲେଖାଏଁ ଜୋରିମାନା ଦେଲେ କୋର୍ଟ । ଏହି କାମ…

ଚମ୍ପାବତ ବିଧାନସଭା ଉପ ନିର୍ବାଚନରେ ଧାମୀଙ୍କ ବଡ଼ ବିଜୟ

ନୂଆଦିଲ୍ଲୀ(ଆମ ଟିଭି): ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଚମ୍ପାବତ ବିଧାନସଭା ଉପ ନିର୍ବାଚନରେ ବଡ ବିଜୟ ହାସଲ କରିଛନ୍ତି ଧାମୀ । କଂଗ୍ରେସର ନିର୍ମଳ ଗୋହତୋଡିଙ୍କୁ ୫୪, ୧୨୧…

ଆସୁଛି ନୂଆ ଚଳଚ୍ଚିତ୍ର ‘ଲଭ ରିଆକ୍ସନ’

ଭୁବନେଶ୍ୱର (ଆମ ଟିଭି): ବଡ଼ ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡିଆ ସିନେମାର । ଯାହାର ନାଁ ରହିଛି ‘ଲଭ ରିଆକ୍ସନ’ । ଏଥିରେ ପ୍ରଥମ ଥର ପାଇଁ ସୋନମ ଦାସ ଓ ଅମ୍ଳାନ ଏକାଠି ନଜର ଆସିବେ ।…

ସାରଳା ମନ୍ଦିରର ହେବ ଉନ୍ନତିକରଣ, ୪୨ କୋଟିର ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାର ପ୍ରାଚୀନ ଶକ୍ତିପୀଠ ସାରଳା ମନ୍ଦିରର ହେବ ଉନ୍ନତିକରଣ। ଏନେଇ ୪୨ କୋଟିର ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଝଙ୍କଡ ପୀଠର ଉନ୍ନତି ପାଇଁ…

ପଦ୍ମଶ୍ରୀ ପଣ୍ଡିତ ଭଜନ ସପୋରୀଙ୍କ ପରଲୋକ

ନୂଆଦିଲ୍ଲୀ(ଆମ ଟିଭି): ପଦ୍ମଶ୍ରୀ ପଣ୍ଡିତ ଭଜନ ସପୋରୀଙ୍କ ପରଲୋକ । ଆଜି ଗୁରୁଗ୍ରାମର ଫର୍ଟିସ୍ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ୭୪ ବର୍ଷରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି।…

ବର୍ଷାନୁଭବ ବିବାଦ: ବର୍ଷାଙ୍କୁ ଘର ଛାଡ଼ିବାକୁ କହିଲେ କୋର୍ଟ

କଟକ(ଆମ ଟିଭି): ବର୍ଷାନୁଭବ ବିବାଦରେ କଟକ SDJM କୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ଅନୁଭବଙ୍କ ଘର ଛାଡ଼ିବେ ବର୍ଷା। ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ…

ଆଜିଠୁ ଯୁକ୍ତ ୨ ଖାତା ଦେଖା

କଟକ (ଆମ ଟିଭି): ଆଜିଠୁ ଯୁକ୍ତ ୨ ଖାତା ଦେଖା ।ଚଳିତବର୍ଷ ୨ ଟି ପର୍ଯ୍ୟାୟରେ ହେବ ଖାତା ଦେଖା। ପ୍ରଥମ ପର୍ୟ୍ଯାୟ ଜୁନ୍ ୨ ରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ। ଦ୍ବିତୀୟ ପର୍ୟ୍ଯାୟ ଜୁନ୍ ୧୩…

ଯାଆଁଳା ଛୁଆର ମା’ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ୍

ଭୁବନେଶ୍ବର(ଆମ ଟିଭି):  ଯାଆଁଳା ଛୁଆର ମା’ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ୍ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଝିଲିକ୍। ସବୁଠୁ ବଡ଼ କଥା…