ଓଡ଼ିଆ ପୁଅ ମନୋଜ କୁମାର ସାହୁ ହେଲେ ଡେପୁଟି ନିର୍ବାଚନ କମିଶନର Ama Tv Nov 27, 2022 0 ନୂଆଦିଲ୍ଲୀ (ଆମ ଟିଭି): ଓଡ଼ିଶାର ଗର୍ବ ମନୋଜ କୁମାର ସାହୁ । ଓଡିଶାର ମନୋଜ କୁମାର ସାହୁ ହେଲେ ଦେଶର ଡେପୁଟି ନିର୍ବାଚନ କମିସନର । ପ୍ରଥମ ଓଡିଆ ଭାବେ ଏହି ପଦବୀରେ ସେ ବସିବାକୁ ଯାଉଛନ୍ତି ।…