ଆଜି ବିଆରଏସରେ ସାମିଲ୍ ହେବେ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗୀ Ama Tv Jan 27, 2023 0 ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ୨୦୨୪ ନିର୍ବାଚନକୁ ନେଇ ତାତି ଜୋର ହେଲାଣି । ଏହାରି ଭିତରେ ଓଡ଼ିଶା ଉପରେ ପଡ଼ିଛି କେସିଆରଙ୍କ ଆଖି । ଆଜି ବିଆରଏସରେ ସାମିଲ ହେବେ ଓଡ଼ିଆ ନେତା । କେସିଆର୍…